Browsing Category
ରାଜ୍ୟ
ମିଳିଲା କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ, କାରଣ ଅସ୍ପଷ୍ଟ
ଭୁବନେଶ୍ୱର : ଜଣେ ମହିଳା କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବୁଧବାର ସକାଳେ ରିଜର୍ଭ ଲାଇନ୍ ପୁଲିସ କ୍ୱାର୍ଟରରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ…
ରାଜଧାନୀରେ ଚାଲିଛି ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା: ଗ୍ୟାସ, ମଧୁମେହ, ସ୍ତ୍ରୀ ରୋଗ, ଗୁପ୍ତରୋଗ, ହୃଦରୋଗ, ପିତ୍ତ, ମଧୁମେହ, ରକ୍ତଚାପ ଔଷଧ ମିଳୁଛି…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ବାସୀଙ୍କ ପାଇଁ ଏକ ଖୁସି ଖବର । ଆପଣମାନେ ମାଗଣାରେ ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିପାରିବେ । ଏଥିସହିତ ବିଭିନ୍ନ ପ୍ରକାରର ରୋଗପ୍ରତିଷେଧକ ଔଷଧ ସୁଲଭ ଦରରେ ପାଇ…
ଭୋଜି ଖାଇ ଫେରୁଥିବା ସମୟରେ ବସ୍ ଚାପିଦେଲା, ୨ ବାଇକ ଆରୋହୀ ମୃତ
ବଲାଙ୍ଗୀର: ଏକ ଘରୋଇ ବସ୍ ଦୁର୍ଘଟଣା କଥା ସାମ୍ନାକୁ ଆସିଛି । ବଲାଙ୍ଗିର ପାଟଣାଗଡ଼ରେ ବସ୍ ଟି ଏକ ବାଇକ ଆରୋହୀକୁ ଧକ୍କା ଦେଇ ଚାଲିଯିବା ଫଳରେ ୨ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହେବା କଥା ସାମ୍ନାକୁ ଆସିଛି ।
ସୂଚନା…
କନ୍ୟା ଯାତ୍ରୀଙ୍କୁ ବାଟବରଣ ବେଳେ ମାଡିଗଲା ସ୍କୋର୍ପିଓ, ୩ ଜଣଙ୍କ ମୃତ୍ୟୁ
ବ୍ରହ୍ମପୁର: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସାମ୍ନାକୁ ଆସିଛି । ବ୍ରହ୍ମପୁର ମାଣ୍ଡିଆପଲ୍ଲୀ ଛକରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହାସହ ଗାଡ଼ିର ଅନେକ କ୍ଷୟକ୍ଷତି…
ଆଜି ଭୁବନେଶ୍ୱରରେ ଆୟୋଜିତ ହେବ ନିଯୁକ୍ତି ମେଳା, ପ୍ରାର୍ଥୀଙ୍କ ପାଇଁ ବଡ଼ ସୁଯୋଗ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଏକ ଖୁସି ଖବର । ଆଜି ଭୁବନେଶ୍ୱରଠାରେ ଆୟୋଜିତ ହେବ ନିଯୁକ୍ତି ମେଳା । ଦିବ୍ୟାଙ୍ଗଙ୍କ ପାଇଁ ଜାତୀୟ କ୍ୟାରିୟର ସେବା କେନ୍ଦ୍ର (ଏନସିଏସସିଡିଏ),…
Video: ପୁଣି ଚିଲିକାରେ ଅଟକିଲା ଡଙ୍ଗା, କିଏ ଟାଣି ଧରୁଛି ଡଙ୍ଗାକୁ; କାହାର ପଡୁଛି କୋପ ଦୃଷ୍ଟି ?
ଭୁବନେଶ୍ୱର: ଚିଲିକାରେ ଆଜି ପୁଣି ଏକ ଡଙ୍ଗା ଅଟକିଛି । ଚିଲିକା ମଝିରେ ଡଙ୍ଗା ଫଶିବା ଦ୍ୱାରା ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଦେଖିବାକୁ ମିଳିଥିଲା । ତେବେ ବାରବାର ଅଟକୁଛି କାହିଁକି ଡଙ୍ଗା । କିଏ ରହିଛି ଚିଲିକା ମଝିରେ…
Video: ଚୌଦ୍ୱାର ଜେଲରେ ପହଞ୍ଚିଲା ନବ ଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳ
କଟକ: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସଙ୍କୁ କଟକ-ଚୌଦ୍ୱାର କାରଗାରକୁ ସ୍ଥାନାନ୍ତର କରାଯାଇଛି। ଆଜି ପୂର୍ବାହ୍ନରେ ଝାରସୁଗୁଡ଼ା ଜେଏମ୍ଏଫ୍ସି କୋର୍ଟରେ ମାଜିଷ୍ଟ୍ରେଟଙ୍କ…
ରାଜ୍ୟର ୧୪୭ଟି ଡାକ୍ତରଖାନାର ହେବ ରୂପାନ୍ତରଣ, ‘ଆମ ହସ୍ପିଟାଲ’ ଯୋଜନାରେ ଖର୍ଚ୍ଚ ହେବ ୭୫୦ କୋଟି ଟଙ୍କା
ଭୁବନେଶ୍ୱର: 'ଆମ ହସ୍ପିଟାଲ' ଯୋଜନା ଅଧୀନରେ ରାଜ୍ୟର ୧୪୭ଟି ହସ୍ପିଟାଲକୁ ରୂପାନ୍ତରଣ କରାଯିବ। ଏଥିପାଇଁ ରାଜ୍ୟ ସରକାର ୭୫୦ କୋଟି ଟଙ୍କା ଖର୍ଚ୍ଚ କରିବେ। ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶାଳିନୀ…
ଭୁବନେଶ୍ୱରକୁ ଅଣାୟତ୍ତ କରିଦେଲାଣି ନିଶା: ରାଜଧାନୀରେ ୮ଟି ରାଜ୍ୟର ନିଶା ମାଫିଆ, ବଢ଼ୁଛି ବ୍ରାଉନସୁଗର, ହିରୋଇନ୍, ନିଶା ବଟିକା, ଗଞ୍ଜେଇ ଓ…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ଦିନକୁ ଦିନ ବିକାଶ ଆଡ଼କୁ ଯେତିକି ଅଗ୍ରସର ହେଉଛି ସେହି ଅନୁପାତରେ ଏଠାରେ ରାଜ୍ୟ ବାହାରର ଅପରାଧୀମାନେ କାୟା ବିସ୍ତାର କରୁଛନ୍ତି । ଅନେକ ସମୟରେ ରାଜ୍ୟ ବାହାରର…
ଚକା ଫାଟି ବସ ଦୁର୍ଘଟଣାଗ୍ରସ୍ତ; ୪୦ ଆହତ
ଭୁବନେଶ୍ୱର : ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୪୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ବାଲିଗୁଡା କୋଟଗଡ ଥାନା ଅନ୍ତର୍ଗତ ପଣ୍ଡାଇର୍ପି ମୁଣ୍ଡାସାହି ନିକଟରେ ଚକା ଫାଟିବାରୁ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୪୦ ଜଣ…