Browsing Category

ରାଜ୍ୟ

କୋର୍ଟରେ ହାଜର ହେଲେ ଜଗବନ୍ଧୁ; ସ୍ୱାମୀ ସ୍ତ୍ରୀଙ୍କୁ ହୋଇପାରେ ମୁହାଁମୁହିଁ ଜେରା

ଭୁବନେଶ୍ୱର: ସାରା ରାଜୟରେ ଚର୍ଚ୍ଚାରେ ଥିବା ଅର୍ଚ୍ଚନା ନାଗ ମାମଲାରେ ଆସିଲା ବଡ ଅବଡେଟ୍ । ଆଜି ଭୁବନେଶ୍ୱର କୋର୍ଟରେ ହାଜର ହେଲେ ଉଭୟ ସ୍ୱାମୀ-ସ୍ତ୍ରୀ । ତେବେ ଉଭୟଙ୍କୁ ହୋଇପାରେ ମୁହାଁ ମୁହିଁ ଜେରା । ତେବେ…

ବୁଲା ଷଣ୍ଢ ମୁକ୍ତ ହେବ ରାଜଧାନୀ:ମେୟର ସୁଲୋଚନା ଦାସ

ଭୁବନେଶ୍ୱର :ବୁଲା ଷଣ୍ଢ ମୁକ୍ତ ହେବ ଭୁବନେଶ୍ୱର।ସମଗ୍ର ରାଜଧାନୀ ବୁଲା ଷଣ୍ଢ ମୁକ୍ତ ହେବ । ଆସନ୍ତା ଡିସେମ୍ବର ୩୦ ସୁଦ୍ଧା ସହରକୁ ବୁଲା ଷଣ୍ଢ ମୁକ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ମେୟର ସୁଲୋଚନା ଦାସ ସୂଚନା…

କୁହୁଡି ପାଇଁ ବିଳମ୍ବ ହେଲା ୪ଟି ବିମାନ ସେବା

ଭୁବନେଶ୍ୱର:ରାଜ୍ୟରେ କିଛିଦିନ ହେବ ଶୀତର ମାତ୍ରା କମ ଥିବା ବେଳେ ଆଜି କଟକ ଏବଂ ଭୁବନେଶ୍ୱର ସହରରେ ଘନ କୁହୁଡି ଦେଖିବାକୁ ମିଳିଛି । ଫଳରେ ୫୦ମିଟର ମଧ୍ୟରେ ଥିବା ଦୂରତା ଦେଖାଯାଉନାହିଁ । ତେବେ ମାତ୍ରାଧିକ କୁହୁଡ଼ି…

ବିଶ୍ୱସ୍ତରୀୟ ହେଉଛି ଭୁବନେଶ୍ୱର ରେଳ ଷ୍ଟେସନ : ବିକାଶ କାର୍ଯ୍ୟ ତଦାରଖ ପାଇଁ କ୍ୟାମ୍ପ ଅଫିସ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ରେଳ ଷ୍ଟେସନର ପ୍ରସ୍ତାବିତ ପୁନଃ ବିକାଶ କାର୍ଯ୍ୟ ତଦାରଖ ପାଇଁ ଷ୍ଟେସନ ସାମ୍ନାରେ ଅସ୍ଥାୟୀ କ୍ୟାମ୍ପ ଅଫିସ୍ କାର୍ଯ୍ୟ ଆରମ୍ଭ କରାଯାଇଛି । ଯାତ୍ରୀଙ୍କ ଅନୁକୂଳ ସୁବିଧା ସହିତ…

କଟକ ଓ ଭୁବନେଶ୍ୱରରେ ଘନ କୁହୁଡି ଆସ୍ତରଣ

ଭୁବନେଶ୍ୱର: କୁହୁଡି ଚାଦର ତଳେ ରାଜଧାନୀ ଏବଂ କଟକ ସହର । ରାଜ୍ୟରେ କିଛିଦିନ ହେଲାଣି ଶୀତର ମାତ୍ରା କମ ଥିବା ବେଳେ ଆଜି ଘନ କୁହୁଡ଼ି ଦେଖିବାକୁ ମିଳିଛି । ପରିସ୍ଥିତି ଏପରି ହୋଇଛି ଯେ, ୫୦ମିଟର ଦୂରତ ଦେଖାଯାଉନି ।…

ସମ୍ବଲପୁରରେ ଜଜଙ୍କ ଚାମ୍ବରରେ ଭଙ୍ଗାରୁଜା: ୧୨ ଆଇନଜୀବୀ ଗିରଫ, ୯ ଜଣଙ୍କୁ କୋର୍ଟ ଚାଲାଣ

ସମ୍ବଲପୁର(ଓଡ଼ିଶା ଭାସ୍କର): ସମ୍ବଲପୁରରେ ଆନ୍ଦୋଳନ ବେଳେ ଜିଲ୍ଲା ଜଜଙ୍କ ଚାମ୍ବରରେ ଭଙ୍ଗାରୁଜା ମାମଲାରେ ନିଆଯାଇଛି ବଡ଼ କାର୍ଯ୍ୟାନୁଷ୍ଠାନ । ଏହି ମାମଲାରେ ୧୨ ଜଣ ଆଇନଜୀବୀଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ । ୯…

ଇନଫୋସିଟି ଥାନାରେ ହାଜର ହେଲେ ହକି ଖେଳାଳୀ ବିରେନ୍ଦ୍ର ଲାକ୍ରା

ଭୁବନେଶ୍ୱର: ଇନଫୋସିଟି ଥାନାରେ ବିରେନ୍ଦ୍ର ଲାକ୍ରା । ଆନନ୍ଦ ଟପୋ ହତ୍ୟା ମାମଲାରେ ଥାନାରୁ ଡକାରା ଆସିଛି । ଡକାରା ପରେ ଇନଫୋସିଟି ଥାନାରେ ହାଜର ହୋଇଛନ୍ତି ପୂର୍ବତନ ହକି ଖେଳାଳୀ ବିରେନ୍ଦ୍ର ଲାକ୍ରା । କିଛି ଦିନ…

ପରଲୋକରେ ପୂର୍ବତନ ସାଂସଦ ମୋହନ ଜେନା

ଭୁବନେଶ୍ୱର: ଆର ପାରିରେ ରାଜନେତା ମୋହନ ଜେନା । ପୂର୍ବତନ ସାଂସଦ ମୋହନ ଜେନାଙ୍କ ପରଲୋକ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି ।…

ମୋ ବସରେ ଲୁଟ; ଦମ୍ପତ୍ତିଙ୍କ ଠାରୁ ନେଇଗଲେ ୪୨ ହଜାର ଟଙ୍କା

ଭୁବନେଶ୍ୱର: ମୋ ବସରେ ଯାତ୍ରା କରୁଥିଲେ ହୋଇ ଯାଆନ୍ତୁ ସାବଧାନ । କାରଣ ମୋ ବସରେ ଲୁଟର ଶିକାର ହେଉଛନ୍ତି ଯାତ୍ରୀ । ତେବେ ବର୍ତ୍ତମାନ ମୋ ବସରୁ ୪୨ ହଜାର ଟଙ୍କା ଲୁଟ ହୋଇଥିବାର ଖବର ସାମ୍ନାକୁ ଆସିଛି । ବାଣୀବିହାରରୁ…

(VIDEO) ଭଦ୍ରକ ହନୁମାନ ମିନି ଷ୍ଟାଡିୟମରେ ମ୍ୟାଚ ଖେଳିଥିଲେ ଧୋନି; ଭାଇରାଲ ହେଉଛି ଫଟୋ

ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା କ୍ୟାପଟେନ୍ କୁଲ ମହେନ୍ଦ୍ର ସିଂ ଧୋନି ଯିଏ ଭଦ୍ରକ ଆସିଥିଲେ । ଏଥିସହିତ ସେ ଏଠାରେ ମ୍ୟାଚ ମଧ୍ୟ ଖେଳିଥିଲେ । ତେବେ ଏହି ମ୍ୟାଚଟି ହନୁମାନ ଜୁଏଲ ମିନି ଷ୍ଟାଡିୟମରେ ସେ…