Browsing Category
ରାଜ୍ୟ
କ୍ୟାପିଟାଲ ହସ୍ପିଟାଲରେ ବହିର୍ବିଭାଗ ଚିକିତ୍ସା ପାଇଁ ଅନଲାଇନ୍ ପଞ୍ଜିକରଣ ଆରମ୍ଭ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ୍ରେ ପ୍ରତିଦିନ ହଜାର ହଜାର ଲୋକେ ବହିର୍ବିଭାଗରେ ପଞ୍ଜିକରଣ କରି ଚିକିତ୍ସା କରିଥାନ୍ତି । ତେବେ ଏହି ସେବାକୁ ଅହୁରି ଟିକିଏ ସୁବିଧାଜନକ କରିବା ପାଇଁ ଏବେ…
ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ଦୁଷ୍କର୍ମ ନୁହେଁ : ଓଡିଶା ହାଇକୋର୍ଟଙ୍କ ବଡ ରାୟ
ଭୁବନେଶ୍ୱର: ବିବାହ ଏବଂ ଶାରିରୀକ ସର୍ମ୍ପକକୁ ନେଇ ଓଡିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଯାହାକୁ ନେଇ ବର୍ତ୍ତମାନ ସବୁଠି ଚର୍ଚ୍ଚା ଜୋର ଧରିଛି । ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଯଦି…
ଭିତରକନିକାକୁ ବଢ଼ିଲା ବିଦେଶୀ ପକ୍ଷୀଙ୍କ ଆଗମନ; ୧୪ଟି ପ୍ରଜାତିର ୧୩ ଲକ୍ଷରୁ ଊର୍ଦ୍ଧ୍ୱ ବିଦେଶୀ ପକ୍ଷୀ ଚିହ୍ନଟ
ଭୁବନେଶ୍ୱର: ଚଳିତବର୍ଷ ମଧ୍ୟ ବହୁସଂଖ୍ୟାରେ ବିଦେଶୀ ପକ୍ଷୀ ଓଡ଼ିଶାର ବିଭିନ୍ନ ସ୍ଥାନକୁ ଆସୁଛନ୍ତି । ଏଥର କେନ୍ଦ୍ରାପଡ଼ା ସ୍ଥିତ ଭିତରକନିକାକୁ ଅଧିକ ସଂଖ୍ୟାରେ ବିଦେଶୀ ପକ୍ଷୀ ଆସିଥିବା ଜଣାଯାଇଛି । ପକ୍ଷୀଗଣନାବେଳେ…
ବିଶ୍ୱକପ୍ ହକି ୨୦୨୩: ଭୁବନେଶ୍ୱରରେ ପହଞ୍ଚିଲା ସ୍ପେନ ଟିମ୍
ଭୁବନେଶ୍ୱର: ଚଳିତ ଥର ବିଶ୍ୱକପ୍ ହକି ଓଡିଶାରେ ହେବାକୁ ଯାଉଛି । ଫଳରେ ଏନେଇ ଚଳଚଞ୍ଚଳ ହୋଇଛି ଓଡିଶାର ରାଜଧାନୀ ଭୁବନେଶ୍ୱର ସହର । ବିଭିନ୍ନ ଦେଶର ଖେଳାଳୀମାନେ ଓଡିଶାରେ ପହଞ୍ଚୁଥିବା ବେଳେ ଆଜି ସ୍ପେନ ଦଳ…
ଟ୍ରକକୁ ପିଟିଲା ବସ, ଦୁର୍ଘଟଣାରେ ୩ ଗୁରୁତର
କେନ୍ଦୁଝର: ରାଜ୍ୟରେ ବାରମ୍ବାର ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଥିବା ବେଳେ ଆଜି ଅନ୍ୟ ଏକ ଦୁର୍ଘଟଣା ସାମ୍ନାକୁ ଆସିଛି । ଭାରସାମ୍ୟ ହରାଇ ଯାତ୍ରୀବାହୀ ବସ ଟ୍ରକ ପଛକୁ ପିଟିଦେଇଛି । ଏଥିରେ ୩ ଜଣ ଗୁରୁତର ଅଛନ୍ତି ।…
ହାଡ଼ଭଙ୍ଗା ଜାଡ଼ରେ ଥରୁଛି ସାରା ରାଜ୍ୟ:ଆଗକୁ ଆହୁରି ବଢିବ
ଭୁବନେଶ୍ୱର: ବେଶ୍ କିଛି ଦିନର ବ୍ୟବଧାନ ପରେ ସାରା ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇଛି । ହାଡ଼ଭଙ୍ଗା ଜାଡ଼ରେ ସାରା ରାଜ୍ୟ ଥରୁଛି । ଆହୁରି ୩ ଦିନ ରାଜ୍ୟବାସୀଙ୍କୁ ଶୀତ ଥରାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ…
ରାଜ୍ୟରେ ରାଜସ୍ୱ ଗ୍ରାମରେ ପରବର୍ତ୍ତନ ହେବ ପଡ଼ାଗ୍ରାମ, ପୂର୍ଣ୍ଣାଙ୍ଗ ତଥ୍ୟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଭୁବନେଶ୍ୱର: ରାଜ୍ୟରେ ପଡ଼ାଗ୍ରାମଗୁଡ଼ିକୁ ରାଜସ୍ୱ ଗ୍ରାମରେ ପରବର୍ତ୍ତନ କରାଯିବା ପାଇଁ ଜିଲ୍ଲାପାଳମାନେ ୫ ହଜାର ୧୫ଟି ଚିହ୍ନିତ ପଡ଼ାଗ୍ରାମର ତଥ୍ୟ ପ୍ରଦାନ କରିଛନ୍ତି । ରାଜସ୍ୱ ପର୍ଷଦ ଦ୍ୱାରା ୧ ହଜାର ୬୬୬ଟି ପଡ଼ାଗ୍ରାମ…
ଏମ୍ସ ଭୁବନେଶ୍ୱରର ୪ର୍ଥ ବାର୍ଷିକ ସମାବର୍ତ୍ତନ ଉତ୍ସବ; ରୋଗୀଙ୍କ ମଧ୍ୟରେ ଈଶ୍ୱରଙ୍କୁ ଦେଖିପାରିଲେ ସ୍ୱାସ୍ଥ୍ୟସେବାର ସ୍ତର ବୃଦ୍ଧି ପାଇବ:…
ଭୁବନେଶ୍ୱର: ହସ୍ପିଟାଲ୍ର ସମସ୍ତ ଡାକ୍ତର ଓ କର୍ମଚାରୀ’ ପ୍ରତ୍ୟେକ ରୋଗୀ ମଧ୍ୟରେ ଈଶ୍ୱରଙ୍କୁ ଦେଖିପାରିଲେ ସ୍ୱାସ୍ଥ୍ୟସେବାର ସ୍ତର ବୃଦ୍ଧି ପାଇବ ବୋଲି ଆଜି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ - ଏମ୍ସ…
ତାଳଚେର ସାର କାରଖାନା ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କଲେ ଦୁଇ କେନ୍ଦ୍ରମନ୍ତ୍ରୀ, ୨୦୨୪ ସୁଦ୍ଧା ହେବ କାର୍ଯ୍ୟକ୍ଷମ
ଭୁବନେଶ୍ୱର: ଭାରତର କୃଷି କ୍ଷେତ୍ରର ଉନ୍ନତି ପାଇଁ ସାର ଆବଶ୍ୟକ ଏବଂ ଦେଶ ଆମଦାନୀ ତଥା ସାରର ଘରୋଇ ଉତ୍ପାଦନ ଉପରେ ର୍ନିଭରଶୀଳ । ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଭାରତ ମଧ୍ୟ ଏହି କ୍ଷେତ୍ରରେ…
Video: ପାପର ପ୍ରାୟଶ୍ଚିତ ପାଇଁ ଶ୍ରୀକ୍ଷେତ୍ରରେ ପହଁଚିଲେ କଂସ ଭୂମିକାରେ ଅଭିନୟ କରିଥିବା ହୃଷିକେଶ ଭୋଇ
ପୁରୀ: ବିଶ୍ୱର ସର୍ବବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ଭାବେ ଖ୍ୟାତି ଅର୍ଜନ କରିଥିବା ବରଗଡ ଧନୁଯାତ୍ରା ଶୁକ୍ରବାର ଶେଷହୋଇଛି । ପରମ୍ପରା ଅନୁସାରେ କଂସ ଚରିତ୍ରରେ ଅଭିନୟ କରିଥିବା ହୃଷିକେଶ ଭୋଇ ଆଜି ପୁରୀ ମହୋଦଧିରେ ବୁଡ଼…