Browsing Category

ରାଜ୍ୟ

ଡିସେମ୍ବର ମାସରେ ମାସିକ ରେକର୍ଡ କାର୍ଗୋ ପରିବହନ ସହ ୨୦୨୨କୁ ବିଦାୟ ଦେଲା ପାରାଦୀପ ବନ୍ଦର

ଭୁବନେଶ୍ୱର: ପାରାଦୀପ ବନ୍ଦର ପାଇଁ ନୂଆବର୍ଷ ୨୦୨୩ର ଆଗମନ ବେଶ ଉତ୍ସାହର ସହ ହୋଇଛି । ଟିମ ପିପିଏ କାର୍ଗୋ ପରିବହନ କ୍ଷେତ୍ରରେ ଦେଶର ସମସ୍ତ ପ୍ରମୁଖ ବନ୍ଦରର କାର୍ଗୋ ପରିବହନ ଇତିହାସ ତୁଳନାରେ ଡିସେମ୍ବର ମାସରେ…

କରୋନାକୁ ନେଇ ସତର୍କ ରହିବାକୁ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ, ହକି ବିଶ୍ୱକପ୍‍ ସମୟରେ ହେବ ଅଧିକ ନମୂନା ପରୀକ୍ଷା

ଭୁବନେଶ୍ୱର: କରୋନାସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ଆଗାମୀ ୩୦ ରୁ ୪୦ ଦିନ ପର୍ଯ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ହେବ । ସେ କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ଦୈନିକ ସଂକ୍ରମଣ ୧୦…

ଖୁସିଖବର: OCS ଆଶାୟୀଙ୍କୁ ମିଳିବ ଆଉ ଥରେ ସୁଯୋଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓସିଏସ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଆଶାୟୀ ପ୍ରାର୍ଥୀଙ୍କୁ ଆଉ ଏକ ସୁଯୋଗ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଓସିଏସଇ-୨୦୧୯, ୨୦ ଏବଂ ୨୧ରେ ପରୀକ୍ଷା ଦେଇଥିବା…

(Video)ହକି ବିଶ୍ୱ କପ ସହିତ ପୁଣି ଫେରିଲା ‘ଓଲି’,ଜାଣନ୍ତୁ କାହିଁକି ହକି ପୋଷ୍ଟରରେ ରହିଛି ଏହି କଇଁଛ ମାସ୍କଟ

ଭୁବନେଶ୍ୱର:ହକି ବିଶ୍ୱକପ ପାଇଁ ଏବେ ଦୁଇ ସ୍ମାର୍ଟ ସିଟି ତଥା ରାଉରକେଲା ଆଉ ଭୁବନେଶ୍ୱର ସମ୍ପୂର୍ଣ୍ଣ ଭାବେ ସଜ୍ଜିତ ହୋଇଛି । ଏହା ପାଇଁ ରାସ୍ତା ଘାଟ ଠାରୁ ଆରମ୍ଭ କରି ସବୁ ଠାରେ ବଡ ବଡ ପୋଷ୍ଟ ମଧ୍ୟ ଲାଗିଛି । ଆପଣ…

ଦେଶରେ ବେକାରୀ ସମସ୍ୟା ବୃଦ୍ଧି ପାଉଥିବା ବେଳେ ଓଡ଼ିଶାରେ ଏହା ସର୍ବନିମ୍ନ ,କେନ୍ଦ୍ର ଉପରେ ହାବି ହେଉଛି ନବୀନଙ୍କ ସୁପରିଚାଳିତ ମଡେଲ

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀଙ୍କ ନୀତି ଆଉ ଆଦର୍ଶର ଡେଙ୍ଗୁରା ସାରା ଦେଶରେ ବାଜୁଛି । ଯାହା ପାଇଁ ଓଡିଶା ଆଜି ବିଶ୍ୱ ଦରବାରରେ ପ୍ରତିଷ୍ଠିତ ହୋଇ ପାରୁଛି । କେବଳ ଏତିକି ନୁହେଁ ଶିକ୍ଷା, କ୍ରୀଡା,ସ୍ୱାସ୍ଥ୍ୟ ଠାରୁ ଆରମ୍ଭ…

ସ୍କୁଲରେ ଅନୁପସ୍ଥିତ ହେବାରୁ ବହିଷ୍କୃତ ହେଲେ ୧୦ ଶିକ୍ଷକ;କାରଣ ଦର୍ଶାଅ ନୋଟିସ୍ ଜାରୀକଲେ ଡିଇଓ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବେନିୟମ ଭାବରେ ଦୀର୍ଘଦିନ ଧରି ସ୍କୁଲରେ ଅନୁପସ୍ଥିତ ରହୁଥିବା ୧୦ ଜଣ ଶିକ୍ଷକଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି । ତେବେ ଡିଇଓ ଏହି ଶିକ୍ଷକ/ ଶକ୍ଷୟତ୍ରୀମାନଙ୍କୁ ବହିଷ୍କାର…

ହୀରା ଚାଟିଲେ ମୃତ୍ୟୁ ହୁଏ କି? ଜାଣନ୍ତୁ ଏହି କଥାରେ କ’ଣ ରହିଛି ସତ

ପୃଥିବୀରେ ହୀରା ସବୁଠୁ ଦାମୀ ଜିନିଷରେ ସାମିଲ । ଅଳଙ୍କାର ତିଆରି ଏବଂ କାଚ କାଟିବା ପରି ବିଭିନ୍ନ କାର୍ଯ୍ୟରେ ହୀରା ବ୍ୟବହୃତ ହୋଇଥାଏ । ଆପଣ ନିଶ୍ଚୟ ଜାଣିଥିବେ ଯେ ହୀରା ପୃଥିବୀର କଠିନ ପଦାର୍ଥ ଯାହା ଅଙ୍ଗାରକାମ୍ଳର…

ମହିଳା ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ; କବାଟ ଭାଙ୍ଗି ଉଦ୍ଧାର କଲା ପୋଲିସ

କେଉଁଝର: ଜଣେ ମହିଳା ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । କେଉଁଝର ଯୋଡ଼ାରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ତେବେ ମହିଳାଙ୍କୁ କବାଟ ଭାଙ୍ଗି ପୋଲିସ ଉଦ୍ଧାର କରିଥିବା ସୂଚନା ମିଳିଛି । ମହିଳାଙ୍କୁ…

ଅଭିନେତା କି ରାଜନେତା ହୋଇ ନଥିଲେ ‘CM’ ହୋଇଥାନ୍ତି: ଅନୁଭବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡର ବାଳୁଙ୍ଗା ଟୋକା ତଥା ସାଂସଦ ଅନୁଭବ ମହାନ୍ତି ଗତ କିଛିବର୍ଷ ଧରି ପାରିବାରିକ ବିବାଦକୁ ନେଇ ବେଶି ଚର୍ଚ୍ଚାରେ ରହି ଆସିଛନ୍ତି । ପାଖାପାଖି ୪ ବର୍ଷ ଧରି ଫ୍ୟାନ୍ସ ଅନୁଭବଙ୍କୁ…

ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଅନ୍ୟ ଗୋଷ୍ଠୀର ଯୁବକ; ଘଟଣାରେ ଯୁବକ ଗୁରୁତର

ବାଲେଶ୍ୱର: ଜଣେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ଅନ୍ୟ ଏକ ଗୋଷ୍ଠୀର କିଛି ଯୁବକ ହାଣିଛନ୍ତି । ଘଟଣାରେ ଯୁବକ ଜଣକ ଗୁରୁତର ହୋଇଥିବା ସୂଚନା ମିଳିଛି । ଏଭଳି ଏକ ଅଭାବନୀୟ ଘଟଣା ବାଲେଶ୍ୱର ରେମୁଣା ଗୋପୀନାଥ ମନ୍ଦିର ଛକ ନିକଟରେ…