Browsing Category

ରାଜ୍ୟ

Bombay Stock Exchangeରେ ବେଲ୍ ବଜାଇଲେ ମୁଖ୍ୟମନ୍ତ୍ରୀ: ମୁଖ୍ୟ ଅତିଥି ଭାବେ କାର୍ଯ୍ୟାଳୟ ପରିଦର୍ଶନ କଲେ ନବୀନ

ଭୁବନେଶ୍ୱର: ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ଇନଭେଷ୍ଟର୍ସ ମିଟ୍ରେ ଯୋଗ ଦେବାକୁ ତିନି ଦିନିଆ ମୁମ୍ବାଇ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ…

ଫସଲ ନଷ୍ଟ କଲା ବୋଲି ମିଳିଲା ମୃତ୍ୟୁ: ମିଳିମିଶି ହାତୀକୁ ମାରି ଦେଲେ ଗ୍ରାମବାସୀ

ରାଉରକେଲା: ପଶୁପକ୍ଷୀଙ୍କ ଅଭ୍ୟାସ ବିଲବାଡିରେ ପଶି ଖାଯ୍ୟ ଖାଇବା । ତେଣୁ ପ୍ରାୟ ସମୟରେ ସେମାନେ କ୍ଷେତର ମାଲିକଭ୍କ ହାତରେ ଧରା ପଡି ମାଡ ବି ଖାଆନ୍ତି । କିନ୍ତୁ ପୁଣି ଥରେ ସେହି କାମ କରନ୍ତି । କାରଣ ସେମାନଙ୍କର…

କୁକୁରକୁ ନ ଜଗିଲେ ଲାଠି ମାଡ଼: ହୋମଗାର୍ଡଙ୍କ ଉପରେ ଥାନା ଅଧିକାରୀଙ୍କ ଜୁଲମ୍

କନ୍ଧମାଳ: ଥାନା ବାବୁଙ୍କ କୁକୁରର ଯତ୍ନ ନ ନେବାରୁ ହୋମଗାର୍ଡଙ୍କୁ ମିଳିଛି ଶାସ୍ତି । ପ୍ଲାଷ୍ଟିକ ବାଡିରେ ନିର୍ଦ୍ଧୁମ ପିଟି ଦେଇଛନ୍ତି ଥାନାବାବୁ । ଥରେ ବି ଚିନ୍ତା କରିନାହାନ୍ତି ମାରୁଥିବା ସେହି ବ୍ୟକ୍ତିଜଣକ…

ବାତିଲ ହେଲା ହୋଇଥିବା OTET ପରୀକ୍ଷା : ପୁନଃ ପରୀକ୍ଷା ନିମନ୍ତେ ଚାଲିଛି ପ୍ରସ୍ତୁତି

ମାଲକାନଗିରି: ଗତ ଅଗଷ୍ଟ ୨୯ ତାରିଖ ଦିନ ମାଲକାନଗିରି ଜିଲ୍ଲାର ତିନୋଟି କେନ୍ଦ୍ରରେ ଓଟିଇଟି ପରୀକ୍ଷା ହୋଇଥିବା ବେଳେ ଏହି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ।…

ଝାରସୁଗୁଡ଼ାରେ ଅଘଟଣ: ମାଆ ଓ ସ୍ତ୍ରୀକୁ ଶିଳପୁଆରେ ଛେଚି ହତ୍ୟା କଲା ପୁଅ!

ଝାରସୁଗୁଡ଼ା(ଓଡିଶା ଭାସ୍କର): ମା’ ଓ ସ୍ତ୍ରୀକୁ ହତ୍ୟା କରିଛି ପୁଅ । ଘର ଭିତରୁ ଶାଶୁ ବୋହୂଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା କତରବଗା ପଞ୍ଚ।।ୟ…

ମାସକ ଭିତରେ ୧୧୫ କୋଟି ! OTM ପୁନରୁଦ୍ଧାର ପ୍ରସଙ୍ଗରେ ଟଙ୍କା ଦାଖଲ କରିବାକୁ ହାଇକୋର୍ଟଙ୍କ ନର୍ଦ୍ଦେଶ

କଟକ: ଓଟିଏମ ପୁନରୁଦ୍ଧାର ପ୍ରସଙ୍ଗରେ ଶୁଣାଣି କରି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଅଫିସିଆଲ ଲିକୁଡେଟରଙ୍କ ନିକଟରେ ରାଜ୍ୟ ସରକାର ୧୧୫ କୋଟି ଦାଖଲ କରିବାକୁ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ଟଙ୍କା…

ମହିଳା ଆରୋଗ୍ୟ ସମିତି ସଦସ୍ୟାଙ୍କ ଦକ୍ଷତା ବୃଦ୍ଧି ଦିଗରେ କାର୍ଯ୍ୟ କରିବ ଭୁବନେଶ୍ୱର ଏମ୍ସ ଭୁବନେଶ୍ୱର

ଭୁବନେଶ୍ୱର: ପୁଷ୍ଟିକର ଖାଦ୍ୟ ଗ୍ରହଣକୁ ନେଇ ରହିଥିବା ପାରମ୍ପରିକ ଆଚରଣକୁ ସମ୍ପର୍କରେ ମହିଳା ଆରୋଗ୍ୟ ସମିତି (ଏମ୍‌ଏଏସ୍‌) ସଦସ୍ୟାଙ୍କ ଦକ୍ଷତା ବୃଦ୍ଧି, ସଚେତନତା ସୃଷ୍ଟି କରିବା ଏକ ସୁସ୍ଥ ସମାଜ ଗଠନ ଦିଗରେ ଆଜିର…

ଆକ୍ସନ ମୋଡରେ BMC: ଆଜି ପୁଣି ଖାଦ୍ୟ ଦୋକାନରେ କରୁଛି ରେଡ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଏବେ ଆକ୍ସନ ମୋଡକୁ ଆସିଛି ବିଏମସି । ଗତକାଲି ଅନେକ ଦୋକାନରେ ଚଢ଼ାଉ ପରେ ଆଜି ପୁଣି ବିଏମସି ବିଭିନ୍ନ ଖାଦ୍ୟ ଦୋକାନ ଉପରେ ଚଢ଼ାଉ କରୁଛି । ସୂଚନା ମୁତାବକ, ଆଜି…

ସାବଧାନ୍! ରାଜ୍ୟରେ ଘଡ଼ଘଡ଼ି ସହ ହେବ ବର୍ଷା, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଆଜି ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହି ୮ଟି ଜିଲ୍ଲାଗୁଡ଼ିକ ହେଉଛି- ସୁନ୍ଦରଗଡ଼, କେନ୍ଦୁଝର,…

ଶେଷ ହେଲା ଅଗ୍ନି ଭୈରବଙ୍କ ପ୍ରସିଦ୍ଧ ଝାମୁଯାତ୍ରା: ସାମିଲ ହୋଇଥିଲେ ୧୦ ହଜାରରୁ ଅଧିକ ଶ୍ରଦ୍ଧାଳୁ

ଲାଞ୍ଜିଗଡ: ଶେଷ ହୋଇଛି ଲାଞ୍ଜିଗଡର ଅଗ୍ନି ଭୈରବ ଦେବଙ୍କ ଅଲୌକିକ ଝାମୁ ଯାତ୍ରା । ଅଗ୍ନି ଭୈରବଙ୍କ କାଳେସୀ ସେହି ଡହ ଡହ ତତଲା ରଡ ଉପରେ ଚାଲିବାର ଦୃଶ୍ୟ ହିଁ ସମସ୍ତଙ୍କ ପାଇଁ ଆକର୍ଷଣ କେନ୍ଦ୍ର ପାଲଟିଛି । ଏହି…