CHARIDHAM
Browsing Category

ରାଜ୍ୟ

‘ଦମନ’ ଫିଲ୍ମ ସାହାଯ୍ୟରେ ରାଜ୍ୟ ସଡ଼କ ପରିବହନ ବିଭାଗର ସଚେତନ ବାର୍ତ୍ତା, ଦଲାଲଙ୍କ ଜାଲରେ ନପଡିବାକୁ ଅପିଲ୍

ଭୁବନେଶ୍ୱର: ଅନଲାଇନ LL(ଲର୍ଣ୍ଣିଙ୍ଗ ଲାଇସେନ୍ସ) ପରୀକ୍ଷା ଦେବାକୁ ଡରନ୍ତୁ ନାହିଁ କି ଏଥିପାଇଁ ଦଲାଲଙ୍କ ଜାଲରେ ପଡନ୍ତୁ ନାହିଁ। ନିକଟରେ ରିଲିଜ ହୋଇଥିବା ଫିଲ୍ମ ଦମନ ଦର୍ଶକଙ୍କ ମନରେ ରାଜ କରୁଛି। ତେବେ ଫିଲ୍ମଟିର…

ବେଦାନ୍ତ ଆଲୁମିନିୟମ ପାଳୁଛି ବିଶ୍ୱ ହାତଧୁଆ ଦିବସ: କରୁଛି ସଚେତନ

ଭାରତର ଅଗ୍ରଣୀ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମରେ ପାଳିତ ହୋଇଯାଇଛି ବିଶ୍ୱ ହାତଧୁଆ ଦିବସ । ଏହି ଦିବସର ତାତ୍ପର୍ୟ୍ୟ ସଂପର୍କରେ ସଚେତନତାର ବାର୍ତା ପ୍ରସାରିତ କରିଛି ବେଦାନ୍ତ । ଲୋକମାନଙ୍କୁ ଉପଯୁକ୍ତ ଭାବେ…

ବେଦାନ୍ତ ପକ୍ଷରୁ ଜଙ୍ଗଲ ନିଆଁ ରୋକିବାକୁ ଦିଆଗଲା ଉପକରଣ

ଭୁବନେଶ୍ୱର: ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଜଙ୍ଗଲରେ ନିଆଁକୁ ରୋକିବା ଉଦ୍ଦେଶ୍ୟରେ ପ୍ରଶାସନର ପ୍ରୟାସ ଲାଗି ଜଙ୍ଗଲ କାର୍ଯ୍ୟାଳୟକୁ ଲିଫ ବ୍ଲୋୟର ଯୋଗାଣ କରିଛି । ଶ୍ରୀ ସୁନିଲ ଗୁପ୍ତା,…

ରାଜ୍ୟରେ ଦୁଇକୋଟି ଟଙ୍କାର ବ୍ରାଉନସୁଗର ଜବତ

ଭୁବନେଶ୍ୱର: ଦିନକୁ ଦିନ ଅପରାଧ ବଢିବା ସହ ବ୍ରାଉନ ସୁଗର ଜବତ ହେଉଛି । ଏବେ ଦେଶରେ ବ୍ରାଉନସୁଗର ବ୍ୟବସାୟ ଅଣାୟତ୍ତ ଅବସ୍ଥାରେ ରହିଛି । ଏହା ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ସତ୍ତ୍ୱେ ଥମିବାର ନାଁ ନେଉନାହିଁ…

ହେତୁବାଦୀଙ୍କୁ ଆକ୍ରମଣ କରିବା ପଡିଲା ମହଙ୍ଗା: ୮ ଜଣ ଗିରଫ

ଭୁବନେଶ୍ୱର: ଗତକାଲି ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଥିବାବେଳେ ଏହାକୁ ନେଇ ହେତୁବାଦୀ ଏବଂ ପରମ୍ପରାବାଦୀ ମୁହାଁମୁହିଁ ହୋଇଥିଲେ । ଚନ୍ଦ୍ରଗ୍ରହଣ ସମୟରେ ହେତୁବାଦୀମାନେ ସାମୂହିକ ଭାବରେ ଚିକେନ୍ ବିରିୟାନୀ ପ୍ରସ୍ତୁତ…

ମହୁଲପୋଚ ଖାଇ ସଂଖ୍ୟାଧିକ ହାତୀ ଜଙ୍ଗଲରେ ଶୋଇଛନ୍ତି

କେନ୍ଦୁଝର: ମହୁଲପୋଚ ଖାଇ ୨୪ହାତୀ ମାତାଲ । ନିଶା ହୋଇଯାଇଥିବା ଯୋଗୁଁ କୁଆଡେ ଯାଇ ନପାରି କାଜୁ ଜଙ୍ଗଲ ଭିତରେ ଶୋଇଥିଲେ ହାତୀପଲ । ଏହା କେନ୍ଦୁଝର ଜିଲ୍ଲା ପଟଣା ରେଞ୍ଜ ସାହାରପଡା ସେକ୍ସନର ଶିଳିପଦା କାଜୁ ଜଙ୍ଗଲରେ…

ଆଜି ବିଧାୟକ ଭାବେ ଶପଥ ଗ୍ରହଣ କରିବେ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର: ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଅକାଳ ବିୟୋଗ ପରେ ଧାମନଗର ରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ଉପ ନିର୍ବାଚନ ଶାସକ ଦଳର ଆସନ ହାତେଇବାର ସମୀକରଣକୁ ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତନ…

OAS ସ୍ତରରେ ଅଦଳବଦଳ କଲେ ଓଡ଼ିଶା ସରକାର

ଭୁବନେଶ୍ୱର : OAS ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ୮ ଜଣ ଓଏଏସ୍ ଅଧିକାରୀଙ୍କର ବଦଳି ହୋଇଛି । ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ସୁଚାରୁ କୁମାର ବଳଙ୍କୁ ବାଲେଶ୍ବର ଅତିରିକ୍ତ ଜିଲ୍ଲାପାଳ ଓ କଟକ…

ଆଜିଠୁ ୯ ଦିନ ଧରି ଚାଲିବ କଟକ ଐତିହାସିକ ବାଲିଯାତ୍ରା ; ଉଦଘାଟନ କରିଲେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ

କଟକ: କଟକରେ ଐତିହାସିକ ବାଲିଯାତ୍ରା ଉଦଘାଟିତ ହୋଇଛି । ଏହାକୁ ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ପ୍ରଦୀପ ଅମାତ ବିଧିବଦ୍ଧ ଭାବରେ ଉଦଘାଟନ କରିଛନ୍ତି । ତେବେ ଏହି ଉଦଘାଟନୀ ଉତ୍ସବରେ କଟକ ମେୟର ସୁବାସ ସିଂଙ୍କ ସମେତ…

ଖରାପ ପାଗ ଯୋଗୁଁ ବିଳମ୍ବରେ ଦୃଶ୍ୟମାନ ହେଲା ଚନ୍ଦ୍ରଗ୍ରହଣ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦେଖାଗଲା ଚନ୍ଦ୍ରଗ୍ରହଣ । ରାଜଧାନୀରେ ଦେଖାଗଲା ଆଂଶିକ ଚନ୍ଦ୍ରଗ୍ରହଣ । ଭୁବନେଶ୍ୱର ସମେତ୍ ପୁରୀରେ ମଧ୍ୟ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହୋଇଛି । ପାଗ ଖରାପ ଯୋଗୁଁ ବିଳମ୍ବରେ ଦୃଶ୍ୟମାନ…