
Browsing Category
ରାଜ୍ୟ
ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ: ୨୧ ଯାଏଁ ପ୍ରବଳ ବର୍ଷିବ, ୧୦ ଜିଲ୍ଲାକୁ ଅରେଞ୍ଜ ତ’୧୪ ଜିଲ୍ଲାକୁ ୟେଲୋ ଆଲର୍ଟ
ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି । ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ଉପକୂଳ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି । ଭୁବନେଶ୍ୱର…
ଓଡ଼ିଶା ଆସିବେ ଚିତା: ବଦଳରେ ନନ୍ଦନକାନନରୁ ଯିବେ ଏହି ପ୍ରାଣୀ
ଭୁବନେଶ୍ୱର: ୭୦ ବର୍ଷ ପରେ ଭାରତକୁ ଚିତା ବାଘ ଫେରିବା ପରେ ଏହାକୁ ନେଇ ଦେଶବାସୀ ଉତ୍ସାହିତ ଅଛନ୍ତି। ଏହାରୀ ଭିତରେ ଖବର ଓଡ଼ିଶାର ନନ୍ଦନକାନନକୁ ଆସି ପାରନ୍ତି ଚିତା ବାଘ। ଦୁବାଇରୁ ଓଡ଼ିଶାକୁ ଦୁଇ ଆଫ୍ରିକୀୟ ଚିତା…
Video: କାଦୁଅ ପଚ ପଚ ରାସ୍ତା ପାଇଁ ହନ୍ତସନ୍ତ ହେଉଛନ୍ତି ରୋଗୀ, ମେଡିକାଲ ନେବା ରାସ୍ତାରେ ଘଟିଗଲା ଅଘଟଣ..
କଟକ: ରାସ୍ତା ଟିକକପାଇଁ ଚାଲିଗଲା ନିରୀହ ଜୀବନ। ଏହିଘଟଣାକୁ ନେଇ ଭାଇରାଲ ହେଲା ଭିଡିଓ। ଆଉ ଏହି ରାସ୍ତା ରେ ଏବେ ନାହିଁ ନଥିବାର ସମସ୍ୟାର ସମ୍ଭୁଖିନ ହେଉଛନ୍ତି ସାଧାରଣ ଲୋକ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ…
କେବେ ମିଳିବ ପରିଚୟ? ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଅପେକ୍ଷାରେ ମା ବିଲେଇଶୁଣି ଶକ୍ତି ପୀଠ ଓ ସିଦ୍ଧି ଗୁମ୍ଫା
ଢେଙ୍କାନାଳ: ପାହାଡ ପର୍ବତ ଘେରା ସବୁଜ ବନାନୀ ଭିତରେ ରହିଛି ମା ବିଲେଇଶୁଣୀ ଶକ୍ତି ପୀଠ । ଏହା ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ କୁଟୁରିଆ ଗାଁରେ ଅବସ୍ଥିତ । କେଉଁ ଆଦିମ କାଳରୁ ଏଠାରେ ପୂଜା ପାଇ ଆସୁଛନ୍ତି ମା…
(Video) BAR ପାଲଟିଗଲା SCB ମେଡିକାଲ: ଡାକ୍ତରଖାନା ଭିତରେ ମଦ ପିଇବାର ଭିଡିଓ ଭାଇରାଲ
କଟକ: ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସ୍ଥାନେ ସ୍ଥାନେ ଗଢିଉଠିଛି ମେଡିକାଲ । କିନ୍ତ ଅନେକ ମେଡିକାଲ ସ୍ୱାସ୍ଥ୍ୟ ସେବା ଅପେକ୍ଷା ଅନ୍ୟାନ୍ୟ କାମକୁ ନେଇ ବେଶୀ ଚର୍ଚ୍ଚାରେ ରହିଥାଏ । ଏମିତି କି ମେଡିକାଲ ଭିତରେ…
ଗୌରହରି ଦାସ ପାଇବେ ଶାରଳା ପୁରସ୍କାର: ‘ବାଘ ଓ ଅନ୍ୟାନ୍ୟ ଗଳ୍ପ’ ହେବେ ପୁରସ୍କୃତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସୁଖ୍ୟାତ କଥାକାର ତଥା ଗାଳ୍ପିକ ଗୌରହରି ଦାସ ପାଇବେ ଶାରଳା ପୁରସ୍କାର । ୪୩ ତମ ଶାରଳା ପୁରସ୍କାର ପାଇବେ ଡ. ଗୌରହରି ଦାସ । ‘ବାଘ ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ ସେ ଏହି ସମ୍ମାନ ପାଇବେ ।…
Solar Water Project ହରାଇଛି ଅସ୍ଥିତ୍ୱ: ଏବେ ବି ପିଇବା ପାଣି ପାଇଁ ଭରସା ଚୂଆର ଦୂଷିତ ପାଣି
ଢେଙ୍କାନାଳ: ସାଧାରଣ ଜନତାଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନା କରୁଛନ୍ତିି ରାଜ୍ୟ ସରକାର । କିନ୍ତୁ ଏବେ ବି ଅଧିକାଂଶ ସ୍ଥାନରେ ପହଞ୍ଚିପାରିନି ସୁବିଧା । ଏବେ ବି ନାହିଁ ନଥିବା ଅସୁବିଧାର ସାମନା…
କାହିଁକି ଝୁଲିପଡିଲେ ଗାଁ ସାଥି ଓ ଆଶାକର୍ମୀ ? କାରଣ ଖୋଜୁଛି ପୋଲିସ୍
ରାଇକିଆ: ଗାଁ ସାଥି ଓ ଆଶାକର୍ମୀଙ୍କ ଝୁଲନ୍ତା ମୃତ ଦେହ ଜଙ୍ଗଲରୁ ଠାବ ହୋଇଛି। କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ପାବୁରିଆ ପଞ୍ଚାୟତର ମାଲେରିମାହା ଗାଁ ରେ ଘଟିଛି ଅଭାବନୀୟ ଘଟଣା। ମାଲେରିମାହା ଗ୍ରାମର ଗାରାମାହା…
Video: ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ, କୋରାପୁଟରୁ ଆସିଲା ଜନନୀ ଯନ୍ତ୍ରଣାର ଖବର
କୋରାପୁଟ: ବୈପାରୀଗୁଡା ଅଂଚଳରେ ବଢୁଛି ଜନନୀ ଯନ୍ତ୍ରଣା। ମେଡିକାଲକୁ ଯିବାକୁ ହେଲେ ଏଠାରେ ଖଟିଆରେ ବୁହା ହୁଅନ୍ତି ଗର୍ଭବତୀ ମହିଳା। ଏହା କିଛି ନୂଆ କଥା ନୁହଁ। ଏହି ଅଂଚଳରେ ରୋଗୀଙ୍କ ପାଇଁ ଖଟିଆ ଆମ୍ବୁଲାନ୍ସ…
ଜବତ ହେଲା ନକଲି ଔଷଧ;ବଜାର ମିଳୁଛି ନକଲି Telma 40
କଟକ: ପୁଣି ଜବତ ହେଲା ନକଲି ଔଷଧ । କଟକକୁ ମୁଖ୍ୟତଃ ନକଲି ଜିନିଷର ଗନ୍ଥାଘର କହିଲେ ଭୁଲ ହେବ ନାହିଁ । ତେବେ କିଛି ଦିନ ତଳେ କଟକରୁ ନକଲିଔଷଧ ଜବତ ହୋଇଥିବା ବେଳେ ପୁଣି ଏବେ ନକଲି ଔଷଧ ଜବତ ହୋଇଛି । ନକଲି ଟେଲମା-୪୦…