Browsing Category

ରାଜ୍ୟ

IPS ସ୍ତରରେ ଅଦଳବଦଳ: ସଫିନ ଅହମଦଙ୍କୁ କ୍ରାଇମବ୍ରାଞ୍ଚ IG ଭାବେ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଆଇପିଏସ ସ୍ତରରେ ଆଜି ଛୋଟ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଯତୀନ୍ଦ୍ର କୋୟଲ ହୋଇଛନ୍ତି ଆଇଜି ପ୍ରୋଭିଜନିଙ୍ଗ । ଡେପୁଟେସନରୁ ଫେରିଛନ୍ତି ଯତୀନ୍ଦ୍ର କୋୟଲ । ସେହିପରି…

(Video) ଯୁବତୀଙ୍କ ସହ ସ୍ୱାମୀ ରଖିଥିଲେ ପ୍ରେମ ସମ୍ପର୍କ: ଗୋଡ଼ାଇ ଗୋଡ଼ାଇ ଦୁହିଁଙ୍କୁ ପିଟିଲେ ସ୍ତ୍ରୀ ଓ ଝିଅ

ରାଉରକେଲା(ଓଡ଼ିଶା ଭାସ୍କର): ଚୋରା ପ୍ରେମ ଭାରି ମିଠା, କିନ୍ତୁ ଧରାପଡିଲେ ସବୁ ମିଠା ଗୋଟିଏ ଝଟକାରେ ପିତା ହୋଇଯାଏ । ପ୍ରତିଦିନ କିଛି ନା କିଛି ପରକୀୟା ପ୍ରୀତି ଘଟଣା ସାମ୍ନାକୁ ଆସୁଛି, କେଉଁଠି କିଏ ଭାଉଜ ପ୍ରେମରେ…

Video: ପଶୁ ଓ ମଣିଷଙ୍କ ଅନାବିଳ ପ୍ରେମ,ପରିଣତ ବୟସରେ ସାହାରା ସାଜିଛନ୍ତି ଦୁଇ ମାଙ୍କଡ

ଭଦ୍ରକ: ପରିଣତ ବୟସରେ ଦୁଇ ମାଙ୍କଡ ସାଜିଛନ୍ତି ସାହାରା। ମଣିଷ ଓ ପଶୁ ମଧ୍ୟରେ ରହିଛି ଅନାବିଳ ପ୍ରେମ। କେହି କାହାକୁ ଘଡିଏ ନ ଦେଖିଲେ ରହିପାରିବେନି। ଖା କହିଲେ ଖାଉଛି ଆ କହିଲେ ପାଖରେ ବସି ଘଷି ହେଉଛିା ବୃଦ୍ଧଙ୍କର…

ନଡ଼ିଆ ତୋଳାକୁ ବିରୋଧ କରିବାରୁ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ଥାନାରେ ଅଭିଯୋଗ କଲେ ପୀଡ଼ିତା

ଡେଲାଙ୍ଗ,(ଭାସ୍କର ନ୍ୟୁଜ): ବିବାଦୀୟ ଜାଗାରୁ ବଳପୂର୍ବକ ନଡ଼ିଆ ତୋଳିବାକୁ କେନ୍ଦ୍ର କରି ଦୁର୍ବୃତ୍ତମାନେ ଜନୈକା ମହିଳାଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଏବଂ ଦୁଷ୍କର୍ମ…

ଆଜି ପାଇଁ ୧୨ ଘଣ୍ଟା ବନ୍ଦ ରହିବ ଓଡ଼ିଶାର ଏହି ସହର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ୧୨ ଘଣ୍ଟା ପାଇଁ ବନ୍ଦ ରହିବ ରେଢ଼ାଖୋଲ । ଏନଏଚ ୫୫ ମରାମତି ଦାବିରେ ୧୨ ଘଣ୍ଟିଆ ରେଢ଼ାଖୋଲ ବନ୍ଦ ଡାକରା ଦିଆଯାଇଛି । ରେଢ଼ାଖୋଲ ନାଗରିକ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି ।…

ପାରାଦୀପରୁ ଅଢେଇ କିଲୋର ମାରିଜୁଆନା ଜବତ, ଜଣେ ଗିରଫ

ପାରାଦୀପ, (ଭାସ୍କର ନ୍ୟୁଜ୍‌): ପାରାଦୀପ ବେଲ୍ଟଲାଇନ ଛକରୁ କେବିନ ମାର୍କେଟ ପର୍ଯ୍ୟନ୍ତ ଯାଇଥିବା ନୂଆ ରାସ୍ତାର କଲଭର୍ଟ ନିକଟରୁ ପାରାଦୀପ ଆଦର୍ଶ ଥାନା ପୁଲିସ ଜଣେ ମାରିଜୁଆନା ଚୋରା ବେପାରୀକୁ ଗିରଫ କରିବା ସହ ତା…

ଆଜି ଖୋଲିବ ମାର୍କେଟ ବିଲ୍ଡିଂ, ଜଗିବେ ଗାେଟିଏ ପ୍ଲାଟୁନ୍ ପୋଲିସ ଫୋର୍ସ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌):  ଆଜି ଖୋଲିବ ମାର୍କେଟ ବିଲ୍ଡିଂ । ବିଏମ୍‌ସି ସହିତ ବ୍ୟବସାୟିକ ସଂଘର ଆଲୋଚନା ପରେ ଏହି ନିଷ୍ପତି ହୋଇଛି । ମାର୍କେଟ ବିଲ୍ଡିଂ ପରିସରରେ ଉଠା ଦୋକାନୀ ବସିବା ପ୍ରସଙ୍ଗ ନେଇ ବିବାଦ…

ବଦଳିବ ପାଗ, ପୁଣି ସକ୍ରିୟ ହେବ ଦୁର୍ବଳ ମୌସୁମୀ : ୫ରୁ ପ୍ରବଳ ବର୍ଷିବ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ସମ୍ପ୍ରତି ଶ୍ରାବଣ ମାସରେ ବର୍ଷାର ଦେଖାନାହିଁ । ପ୍ରଚଣ୍ଡ ଗରମରେ ସାରା ରାଜ୍ୟ ସିଝୁଛି । ତେବେ ଏସବୁ ଭିତରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏକ ଆଶ୍ୱସ୍ତିକର ଖବର…

ବାପାଙ୍କ ଶୁଦ୍ଧିକ୍ରିୟାରେ ଝିଅର ମୃତ୍ୟୁ: ସାଙ୍ଗରେ ନେଇଗଲା ଗେହ୍ଲି ନାତୁଣୀର ଜୀବନ

ଜେନାପୁର: ବାପାଙ୍କର ଶୁଦ୍ଧିକ୍ରିୟାକୁ ଯାଇ ପ୍ରାଣ ହରାଇଛନ୍ତି ଅଲିଅଳି ଗେହ୍ଲା ଝିଅ । ଆଉ ସାଙ୍ଗରେ ଆରପାରିକୁ ଚାଲିଗଲା ନିଷ୍ପାପ ନାତୁଣୀ । ଘରକୁ ଫେରିବା ବାଟରେ ଛକି ବସିଥିଲା ମୃତ୍ୟୁରୂପୀ ଲୌହ ଦାନବ । ଅକାଳରେ…

ACP / Inspector ଓ SI ସ୍ତରରେ ଅଦଳବଦଳ, ବଦଳିଲେ କମିଶନରେଟ୍ ପୋଲିସର ୩୧ ଜଣ ଅଧିକାରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କମିଶନରେଟ ପୋଲିସ ଭୁବନେଶ୍ୱର-କଟକର ଇନ୍ସପେକ୍ଟର ଓ ସବ୍-ଇନ୍ସପେକ୍ଟରରେ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି । ୩୧ ଜଣ ପୋଲିସ ଅଧିକାରୀଙ୍କୁ ନୂଆ ସ୍ଥାନକୁ ଟ୍ରାନ୍ସଫର କରାଯାଇଛି ।…