Browsing Category
ରାଜ୍ୟ
ବନ୍ଦ ଘରୁ ଆସୁଥିଲା ଦୁର୍ଗନ୍ଧ, ଭଙ୍ଗାଗଲା କବାଟ, ମିଳିଲା…
ରୁମ୍ ବାହାରୋ ପଡ଼ିଛି ତାଲା । ଆଉ ବନ୍ଦ ଘରେ ସଢ଼ୁଛି ଜଣେ ବ୍ୟକ୍ତିଙ୍କ ମୃତଦେହ । ଶବରୁ ଗନ୍ଧ ବାହାରିବା ପରେ ପଡ଼ିଶା ଲୋକ ଜାଣିବାକୁ ପାଇଥଲେ ଏବଂ ପୋଲିସକୁ ଖବର ଦେଇଥିଲେ । ଯାହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ…
ଉତ୍ତେଜନା ପରେ ବନ୍ଦ ହେଲା ମାର୍କେଟ ବିଲ୍ଡିଂ: ସ୍ଥାୟୀ ଅସ୍ଥାୟୀ ଦୋକାନୀଙ୍କ ଭିତରେ ହୋଇଥିଲା ମତଭେଦ
ଭୁବନେଶ୍ୱର: ଭୁବନେଶ୍ୱରର ୟୁନିଟ-୨ ସ୍ଥିତ ମାର୍କେଟ ବିଲ୍ଡିଂରେ ଦେଖା ଦେଇଛି ଉତ୍ତେଜନାର ପରିସ୍ଥିତି । ସ୍ଥାୟୀ ଏବଂ ଅସ୍ଥାୟୀ ଦୋକାନୀଙ୍କ ନିଜ ନିଜ ମଧ୍ୟ ମୁହାଁମୁହିଁ ହୋଇଛନ୍ତି । ତେବେ ଘଟଣାସ୍ଥଳରେ ଖବର ପାଇ…
(Video) ନଟିଆର ଡୁପ୍ଲିକେଟ୍, ଅବିକଳ ସ୍ୱରରେ କରୁଛନ୍ତି ନଟିଆ କମେଡି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଫିଲ୍ମ କିମ୍ବା ସିରିଏଲ ନିଜର ପ୍ରିୟ କଳାକାରଙ୍କ ଚାଲିଚଳଣୀକୁ ଆପଣାଇଥାନ୍ତି ସେମାନଙ୍କ ଫ୍ୟାନମାନେ । ଏମିତିକି ଏହି ଫ୍ୟାନ୍ ମାନେ ଅନେକ ସମୟରେ ପ୍ରିୟ କଳାକାରଙ୍କ ପରି ବେଶଭୂଷା ଗ୍ରହଣ…
କ୍ୟାପିଟାଲ ହସ୍ପିଟାଲରେ ଭୁଲ ଇଞ୍ଜେକ୍ସନରୁ ମୃତ୍ୟୁ ଘଟଣା: ୪ ଡାକ୍ତରଙ୍କୁ ୱାର୍ଣ୍ଣିଂ
ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଭୁଲ ଇଞ୍ଜେକ୍ସନ ଯୋଗୁଁ ରୋଗୀଙ୍କ ମୃତ୍ୟୁ ଘଟଣାରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ୪ ଜଣ ଡାକ୍ତରଙ୍କୁ ୱାର୍ଣ୍ଣିଂ ଦିଆଯିବା ସହ ଜଣେ ଡାକ୍ତରଙ୍କୁ ବଦଳି କରାଯାଇଛି । ଭୁଲ…
ଆଉ ନାହାନ୍ତି କିମ୍ବଦନ୍ତୀ ଗାୟିକା ନିର୍ମଳା ମିଶ୍ର
ନୂଆଦିଲ୍ଲୀ: ଆଉ ନାହାନ୍ତି କିମ୍ବଦନ୍ତୀ ଗାୟିକା ନିର୍ମଳା ମିଶ୍ର । ସେ କୋଲକାତାର ଚେତଲା ସ୍ଥିତ ତାଙ୍କ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ହାର୍ଟ ଆଟାକ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା…
Video: ଗଣମାଧ୍ୟମକୁ ଅପିଲ୍ କଲେ ଅପରାଜିତା, ଦୟାକରି ଆମକୁ ଟିକେ ଏକା ଛାଡି ଦିଅନ୍ତୁ
ଭୁବନେଶ୍ୱର: ବାବୁସାନ୍ଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ ରାଜ୍ୟ ସାରା ଚହଳ ପକାଇଛି। ପାରିବାରିକ ବିବାଦ ଏତେ ଆଗକୁ ଚାଲିଯାଇଛି ଯେ, ବାବୁସାନ୍ଙ୍କ ପରିବାର ଏବେ ଘରୁ ବାହାରି ପାରୁ ନାହାନ୍ତି। ଘର ଆଗରେ ଗଣମାଧ୍ୟମ…
Video: ଓଡିଶା ଜାତୀୟ ଉଦ୍ୟାନରେ ବିରଳ ବ୍ଲାକ୍ ଟାଇଗର, ଦେଖନ୍ତୁ ବାଘଟି କିପରି ନିଜ ଅଞ୍ଚଳରେ ଛାପ ଛାଡ଼ୁଛି
ଭୁବନେଶ୍ୱର: ଓଡ଼ିଶାରେ ବିରଳ କଳା ବାଘ। ଶିମିଳିପାଳ ଜାତୀୟ ଉଦ୍ୟାନରେ ଏହି ବାଘ ଦେଖାଯାଇଥିବା କୁହାଯାଉଛି। ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ ଅବସରରେ ଟ୍ୱିଟରରେ ପୋଷ୍ଟ କରାଯାଇଥିବା ୧୫ ସେକେଣ୍ଡର କ୍ଲିପ୍ରେ ଏକ ଗଛରେ…
ଆଜି ଚକାଜାମ ଆନ୍ଦୋଳନ: ଘରୁ ବାହାରିବା ଆଗରୁ ଜାଣନ୍ତୁ ପୁରା ଖବର
ନୂଆଦିଲ୍ଲୀ: ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ରବିବାର ସମଗ୍ର ଦେଶରେ ଚକାଜାମ୍ ଆନ୍ଦୋଳନ ଡାକରା ଦିଆଯାଇଛି। ଓଡ଼ିଶାରେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ଯାଏ ଏହି ଆନ୍ଦୋଳନ ହେବ। ଧାନ ଓ ଅନ୍ୟାନ୍ୟ ଫସଲର ସର୍ବନିମ୍ନ…
ଓଡ଼ିଶାରୁ ମିଳିଲା କ୍ୟାନସର ମେଡିସିନ୍: ଡାଇବେଟିସ୍ ଓ ବାର୍ଦ୍ଧକ୍ୟଜନିକ ରୋଗକୁ ବିନାଶ କରିବ କଳା ଚାଉଳ, NRRIର ରିସର୍ଚ୍ଚ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ ଉତ୍ପାଦିତ ହେଉଥିବା କଳା ଚାଉଳରେ ରହିଛି କ୍ୟାନସର ପରି ଭୟଙ୍କର ରୋଗକୁ ବିନାଶ କରିବାର ଶକ୍ତି । ଏହି ଚାଉଳରେ ପ୍ରଚୁର ମାତ୍ରାରେ ଆଣ୍ଟି ଅକ୍ସିଡେଣ୍ଟ ରହିଥିବା ବେଳେ ଏହା ଶରୀରରେ…
ନାବାଳିକାଙ୍କୁ କମେଣ୍ଟ ମାରିବା ନେଇ ନାବାଳକକୁ ହତ୍ୟା ! ଦୁର୍ଘଟଣାରେ ମୁଖ୍ୟ ଅଭିଯୁକ୍ତ ମୃତ୍ୟୁ, ଅନ୍ୟ ୩ ଅଟକ
କୋରାପୁଟ, (ଭାସ୍କର ନ୍ୟୁଜ୍): କୋରାପୁଟ ଟାଉନ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ କମେଣ୍ଟ ମରାକୁ କେନ୍ଦ୍ର କରି ତୁମୁଳକାଣ୍ଡ ଘଟିଛି । ଅଭିଯୁକ୍ତଙ୍କ ଆକ୍ରମଣରେ ନାବାଳିକାଙ୍କ ସହିତ ଥିବା ନାବାଳକଙ୍କ ମୃତ୍ୟୁ ଘଟିଛି ।…