Browsing Category

ରାଜ୍ୟ

ବନ୍ୟା ବିତ୍ପାତ: ଜଗତସିଂହପୁରରେ ୩ ଦିନ ପୁରୀରେ ୨ ଦିନ ସ୍କୁଲ ବନ୍ଦ; SRC କହିଲେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଉପୁଜିଥିବା ବନ୍ୟା ପରସ୍ଥିତି ଯୋଗୁଁ ନାହିଁ ନଥିବା ହଇରାଣ ହେଉଛନ୍ତି ଲୋକେ । ଅନେକ ଗାଁ ଜଳମଗ୍ନ ହୋଇଛି, ଏବେବି ଅନେକ ଗାଁ ଜଳବନ୍ଦୀ ଭିତରେ ରହିଛି । ତେବେ ସ୍ଥିତିରେ ସାମନ୍ୟା…

ନଭେମ୍ବର ୮ରୁ ଆରମ୍ଭ କଟକ ବାଲିଯାତ୍ରା: ୧୦୦ ଏକର ପରିମିତ ଜାଗାରେ ହେବ ଆୟୋଜନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ନଭେମ୍ବର ୮ରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ କଟକର ଐସିହାସିକ ବାଲିଯାତ୍ରା । ପ୍ରାୟ ୧୦୦ ଏକର ପରିମିତ ସ୍ଥାନରେ ଯାତ୍ରାର ଆୟୋଜନ କରାଯିବା ନେଇ ପ୍ରଶାସନ ପକ୍ଷରୁ…

(Video) ବୋହୂ ରାତି ୮ଟାରେ କ’ଣ ପାଇଁ କଦଳୀ ଗଛ ନିକଟକୁ ବାରମ୍ବାର ଯାଉଛି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ପାରିବାରିକ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । କେଉଁଠାରେ ସ୍ୱାମୀ-ସ୍ତ୍ରୀ ପରକୀୟା ପ୍ରୀତିରେ ଲିପ୍ତ ରହିଲେଣି ତ ଆଉ କେଉଁଠାରେ ପୁଅ-ବୋହୂ ବୃଦ୍ଧ ପିମାମାତାଙ୍କୁ ଖାଇବାକୁ…

Biju Yuva Janata Dalର ୪୬ ଜଣ ଜେନେରାଲ ସେକ୍ରେଟାରୀ, ୬୩ ଜଣ ସେକ୍ରେଟାରୀ ଓ ୨୩ ଜଣ ଜଏଣ୍ଟ ସେକ୍ରେଟାରୀଙ୍କୁ ନିଯୁକ୍ତି ମିଳିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ପାଇଁ ନୂତନ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦିଆଯାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜୁ ଯୁବ ଜନତା ଦଳର ୪୬ ଜଣ…

(Video) ଆଜିଠାରୁ ସୁଭଦ୍ରା ମୋର ଭଉଣୀ, ତା’ର କିଛି ହେବନି: ମୁଁ ତାକୁ ପରିଚୟ ଦେବି, ତା’ର ସବୁ ଦାୟିତ୍ୱ ନେବି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାଲେଶ୍ୱର ଜିଲ୍ଲାର ଦଶମ ଶ୍ରେଣୀ ଛାତ୍ରୀ ସୁଭଦ୍ରା ପଣ୍ଡାଙ୍କୁ ନେଇ ଆଜି ସାରା ଓଡ଼ିଶାରେ ଚର୍ଚ୍ଚା । ବାପା-ମା’ ଛେଉଣ୍ଡ ସୁଭଦ୍ରାଙ୍କ ଆଜି ଜୀବନ ସହିତ ସଂଘର୍ଷ କରୁଛନ୍ତି । ଜଣେ ବ୍ୟକ୍ତି…

Video: ରାତିଅଧିଆ ପିଡିଏସ୍ ଚାଉଳ ଚୋରାଚାଲାଣ କରୁଥିଲେ, ଅଟୋ ସହିତ ଧରିଲେ ଗ୍ରାମବାସୀ

ଲାଞ୍ଜିଗଡ଼: ଗରିବ ଓ ଅସହାୟ ହିତାଧିକାରୀଙ୍କୁ ସର୍ବସାଧାରଣ ବଣ୍ଟ ବ୍ୟବସ୍ଥାରେ ବଣ୍ଟନ ପାଇଁ ଚାଉଳ ଆସିଥିଲା। କିନ୍ତୁ ଲୋକଙ୍କୁ ଦେବା ବଦଳରେ ରାତାରାତି ଚୋରାଚାଲାଣ କରାଯାଉଥିଲା। ଥରେ ନୁହେଁ, ଦୁଇଥର ନୁହେଁ ଏକାଧିକ ଥର…

ସୁବର୍ଣ୍ଣରେଖାରେ ଆସୁଛି ବଡ଼ ବନ୍ୟା: ବାଲେଶ୍ୱର ଜିଲ୍ଲାପାଳଙ୍କୁ SRC କ୍ଷମତା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବନ୍ୟା ପରିଚାଳନା ପାଇଁ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଦିଆଯାଇଛି ଏସଆରସି କ୍ଷମତା । ବାଲେଶ୍ୱର ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର କ୍ଷମତା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।…

ରାଜଧାନୀରେ ଚାଞ୍ଚଲ୍ୟ, ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଆତ୍ମହତ୍ୟା ବଢିଚାଲିଛି। ଆଜି ପୁଣି ଜଣେ ମହିଳାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି। ମହିଳା ଜଣେ ଇଞ୍ଜିନିୟର ଅଟନ୍ତି। ଶୈଳଶ୍ରୀବିହାର ଅଞ୍ଚଳର ଏକ ଆପାର୍ଟମେଣ୍ଟରେ…

ସ୍ୱାଧିନତାର ୭୫ ବର୍ଷ ପରେ ମଧ୍ୟ ଗାଁକୁ ନାହିଁ ରାସ୍ତା, ୧ କିମି ଟ୍ରାକ୍କରରେ ବୁହା ହେଲେ ରୋଗୀ

ସମ୍ବଲପୁର: ସ୍ୱାଧିନତାର ୭୫ ବର୍ଷ ପରେ ମଧ୍ୟ ଗାଁକୁ ନଥିବାରୂ ଟ୍ରାକ୍କର ରେ ବୁହା ହେଲେ ରୋଗୀ। ଆଜି ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା। ମାନେଶ୍ୱର ବ୍ଳକ ଡକରା ପଞ୍ଚାୟତର ଜାଦୁଲୁଇସିଙ୍ଗ…

ଓଡ଼ିଶାର ଏହି ୨ ଜିଲ୍ଲାରେ ବନ୍ୟା ନିଶ୍ଚିତ ହେବ: SRC କଲେ ଘୋଷଣା

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଜନିତ ବର୍ଷା କମିଥିଲେ ବି ଟଳିନି ବିପଦ । ଏହାରି ମଧ୍ୟରେ ଏସଆରସି ପ୍ରଦୀପ ଜେନା ବର୍ଷାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ନିଶ୍ଚିତ ବନ୍ୟା…