Browsing Category

ରାଜ୍ୟ

ଓଡ଼ିଶାରେ ୮୦୦ ଟପିଲା କରୋନା ସଂକ୍ରମଣ: ଖୋର୍ଦ୍ଧା, କଟକ ଓ ସୁନ୍ଦରଗଡ଼ରୁ ବାହାରିଲେ ଅଧିକ ପଜିଟିଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଭାଇରସ୍ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଆଜିକାଲି ଦୈନିକ କରୋନା ସଂକ୍ରମଣ ୮ ଶହ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୮୦୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।…

ଦୁଇ ଜୀବନ ବଞ୍ଚାଇଲେ ୫ ବର୍ଷର ଶିଶୁ, ବ୍ରେନ୍ ଡେଡ୍ ପରେ କିଡ୍‌ନି ଦାନ କଲେ ପରିବାର ଲୋକେ

ଭୁବନେଶ୍ୱର: ବ୍ରେନ୍ ଡେଡ୍ ଯୋଗୁଁ ଜୀବନ ଚାଲିଯିବା ପରେ ଦୁଇ ଜଣଙ୍କୁ ନୁଆ ଜୀବନ ଦେଇଛି ବାଲିକୁଦା ଅଞ୍ଚଳର ୬ବର୍ଷ ବାଳକ। ଶିଶୁଟିର ବ୍ରେନ୍ ଡେଡ୍ ଯୋଗୁଁ ଉପଲବ୍ଧ ହୋଇଥିବା ୨ଟି କିଡ୍‌ନି ପାଇଁ ଜଣେ ଯୁବକ ଓ ମହିଳା…

ବଢ଼ୁଛି ସଂକ୍ରମଣ: ଓଡ଼ିଶାର ଏହି ଜିଲ୍ଲାରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ସଂକ୍ରମଣ ପୁଣିଥରେ ମାଡ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ନିୟମକୁ ପୁଣି କଡ଼ାକଡ଼ି କରିଛି ପ୍ରଶାସନ । ଖୋର୍ଦ୍ଧା ଓ କଟକ ପରେ ଏବେ ସମ୍ବଲପୁରରେ ମାସ୍କ ବାଧ୍ୟତାମୂଳକ ହୋଇଥିବା…

ମାତ୍ର ୫ଟଙ୍କା ପାଇଁ ଲୁହା ରଡ଼ରେ ଆକ୍ରମଣ ବିଅରପାର୍ଲର କର୍ମଚାର ,୨ ଗ୍ରାହକ ଆହତ

ନିମାପଡ଼ା, (ଭାସ୍କର ନ୍ୟୁଜ୍‌):  ଏକ ବିଅର ପାର୍ଲରରେ ୫ଟଙ୍କା ଫୋନ୍‌ ପେ କୁ ନେଇ ପାର୍ଲର କର୍ମଚାରୀଙ୍କ ଆକ୍ରମଣରେ ଦୁଇଜଣ ଯୁବକ ଆହତ ହୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହେଉଛନ୍ତି । ଅଭିଯୋଗ ଆଧାରରେ ପୋଲିସ୍‌…

(Video) ଜେଲ ଗଲା ବରୁଆ ବାବା: ଦେହ ଭଲ କରିବା ଆଳରେ ବିବାହିତା ମହିଳାଙ୍କୁ କରିଥିଲା ଦୁଷ୍କର୍ମ, ମେଡିକାଲ ରିପୋର୍ଟରୁ ସ୍ପଷ୍ଟ

ବରଗଡ଼(ଓଡ଼ିଶା ଭାସ୍କର): ଦେହ ଭଲ କରିବା ବାହାନାରେ ବିବାହିତ ମହିଳାଙ୍କୁ ଦୁଷ୍କର୍ମ କରିଥିବା ବରୁଆ ବାବାକୁ ହୋଇଛି ଜେଲ୍ । ମହିଳାଙ୍କୁ ଦୁଷ୍କର୍ମ କରିଥିବା ନେଇ ମେଡିକାଲ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଅନ୍ୟପଟେ…

ଅଗ୍ନିଶମ ବିଭାଗରେ ଆରମ୍ଭ ହେବ ପିସିଆର ୟୁନିଟ, ସଂକୀର୍ଣ୍ଣ ଓ ଅଣଓସାରିଆ ଜାଗାରେ ମୁତୟନ ହେବ

ଭୁବନେଶ୍ୱର: ରାଜ୍ୟ ଅଗ୍ନିଶମ ବିଭାଗ ପକ୍ଷରୁ ଆରମ୍ଭ ହେବ ପିସିଆର୍ ୟୁନିଟ୍ ଭେଇକିଲ୍। ସଂକୀର୍ଣ୍ଣ ଓ ଅଣଓସାରିଆ ଜାଗାଗୁଡିକରେ ଏହି ଗାଡି ମୁତୟନ ହେବ। ତେବେ ୨୪ ଘଣ୍ଟା ଧରି ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ।…

(Video) ନନ୍ଦିଘୋଷଠୁ ରତ୍ନବେଦୀ ପର୍ଯ୍ୟନ୍ତ କାଳିଆର ପାଦଚିହ୍ନ, ଝୁରୁଛନ୍ତି ଭକ୍ତ

ପୁରୀ(ଓଡ଼ିଶା ଭାସ୍କର): ବଡ଼ ଦାଣ୍ଡ ଖାଁ ଖାଁ ହୋଇଥିବା ବେଳେ ରଥ ପଡିଛି ଖାଲି । ଭକ୍ତ ଝୁରୁଛନ୍ତି ଭଗବାନଙ୍କୁ । କାଳିଆକୁ ଝୁରୁଛି ରଥ । ରଥ ଯେମିତି ଚାହିଁ ରିହିଛି ମୋ କାଳିଆ ଠାକୁର ଆସି ପୁଣି ବସି ଯାଓ । ନିଳାଦ୍ରି…

ବାଇକ୍‌ ଚୋରୀ ର‌୍ୟାକେଟ୍‌ର କିଙ୍ଗପିନକୁ ଧରିଲା ପୋଲିସ: ୫ ଗିରଫ, ୭ ବାଇକ୍ ଜବତ

ଢେଙ୍କାନାଳ, (ଭାସ୍କର ନ୍ୟୁଜ୍‌) : ଢେଙ୍କାନାଳ ସହରରେ ବାଇକ ଚୋରିର ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିଲା । ବାଇକ ଚୋରି ଘଟଣା ପୋଲିସକୁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା ା ପୋଲିସ ଏହାକୁ ନେଇ ତତ୍ପରତା…

ଯୁବତୀଙ୍କୁ ନେଇ ତୁମୁଳକାଣ୍ଡ: ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡୋଗଳ, ୭ ଆହତ

ଲକ୍ଷ୍ମୀପୁର, (ଭାସ୍କର ନ୍ୟୁଜ୍‌):କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍‌ ବୋରିଗି ପଞ୍ଚାୟତ ଅନ୍ତର୍ଗତ ନାଳପଦର ଗ୍ରାମରେ ଜଣେ ଯୁବତୀ ପାଇଁ ତୁମୁଳ କାଣ୍ଡ ଘଟିଛି । ଏଥିରେ ତିନଟି ଗ୍ରାମ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇ…

ଜନସେବା କେନ୍ଦ୍ରରେ ଚଢ଼ଉ କରି ୧୫ ଲକ୍ଷରୁ ଅଧିକ ଜାଲ୍‌ ନୋଟ୍‌ ଜବତ କଲା କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌, ୨ ଗିରଫ: ଛତିଶଗଡ଼କୁ ଲମ୍ବିଛି ଚେର

ସମ୍ବଲପୁର, (ଭାସ୍କର ନ୍ୟୁଜ୍‌) : ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ନକଲି ନୋଟ୍‌ କାର୍‌ବାର୍‌ ଜୋର୍‌ ଧରିଛି । ବିଶେଷ କରି ୨ଶହ ଟଙ୍କିଆ ନୋଟ୍‌ର ଜାଲ୍‌ କାରବାର ଚାଲୁ ରହିଛି । ଏହି କ୍ରମରେ ସମ୍ବଲପୁର ଜିଲ୍ଲା…