Browsing Category

ରାଜ୍ୟ

ଲାଞ୍ଚ ନେଇ ଧରାପଡ଼ିଲେ ବ୍ଲକ ଶିକ୍ଷାଧିକାରୀ

ବରଗଡ଼: ଲାଞ୍ଚ ନେଇ ଧରାପଡ଼ିଲେ ସରକାରୀ ବାବୁ । ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବରଗଡ଼ ଝାରବନ୍ଧ ବିଇଓ ରଞ୍ଜିତ ଭୋଇ । ୫ ଜଣ ଶିକ୍ଷକଙ୍କ ବକେୟା ଦରମା କରାଇଦେବାକୁ କହି ୫ ହଜାର ଟଙ୍କା ନେଉଥିବା ବେଳେ…

ଘୋଷଣା ହେଲା ରାଷ୍ଟ୍ରପତି ନିର୍ବାଚନ ତାରିଖ: ଏହିଦିନ ଦେଶକୁ ମିଳିବେ ନୂଆ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିଶନ ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ଆସନ୍ତା  ଜୁଲାଇ ମାସ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ହେବ ଭୋଟ ଗ୍ରହଣ, ଏବଂ ଜୁଲାଇ ୨୧ ତାରିଖରେ ହେବ ଭୋଟ…

ମୌସୁମୀ ଦୁର୍ବଳ: ରଜରେ ଭିଜିବନି ଓଡ଼ିଶା, ବରଂ ଆହୁରି ସିଝିବ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୌସୁମୀ ବାୟୁ ଦୁର୍ବଳ ହେବା କାରଣରୁ ଓଡ଼ିଶାରେ ପ୍ରବେଶ ବିଳମ୍ବିତ ହେଉଛି । ରଜ ସୁଦ୍ଧା ଓଡ଼ିଶାକୁ ମୌସୁମୀ ଛୁଇଁବା ସମ୍ଭାବନା କ୍ଷୀଣ ହୋଇଛି । ଏନେଇ ଆଇଏମଡି ବରିଷ୍ଠ ବୈଜ୍ଞାନିକ…

ବାରବାଟୀରେ ଟି-୨୦: ଟିକେଟ୍ କାଉଣ୍ଟରରେ ପ୍ରଶଂସକଙ୍କ ମଧ୍ୟରେ ଝଗଡା କାରଣରୁ ଉପୁଜିଲା ଦଳାଚକଟା ପରିସ୍ଥିତି

କଟକ (ଓଡ଼ିଶା ଭାସ୍କର): ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଦ୍ୱିତୀୟ ଟି-୨୦ ମୁକାବିଲା ପାଇଁ ଆଜିଠାରୁ ସର୍ବସାଧାରଣଙ୍କ ପାଇଁ ଟିକେଟ ବିକ୍ରି ଆରମ୍ଭ ହୋଇଛି। ଗତକାଲି ରାତିରୁ…

ଭୁବନେଶ୍ୱର ଘାଟିକିଆରେ ଚାଞ୍ଚଲ୍ୟ: ସ୍ତ୍ରୀକୁ ମାରିବା ପରେ ଝିଅର ତଣ୍ଟି କାଟିଲା ନୃଶଂସ ବାପା, ଜାଣନ୍ତୁ କ’ଣ କହିଲେ DCP

ଭୁବନେଶ୍ୱର(ଓଡ଼ିଶା ଭାସ୍କରା): ଭୁବନେଶ୍ୱର ଘାଟିକିଆରେ ଆଜି ଘଟିଛି ଏକ ବୀଭତ୍ସ କାଣ୍ଡ । ପାରିବାରିକ କଳହରୁ ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ । କେବଳ ଏତିକି ନୁହେଁ, ସ୍ତ୍ରୀକୁ ହତ୍ୟା କରିବା ପରେ ୬ ବର୍ଷର ଝିଅକୁ ବି…

ଧାନର MSP ୧୦୦ ଟଙ୍କା ବୃଦ୍ଧି ଯଥେଷ୍ଟ ନୁହେଁ, ଅସନ୍ତୋଷ ବ୍ୟକ୍ତ କଲା ବିଜେଡି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଗତକାଲି କେନ୍ଦ୍ର ସରକାର ୨୦୨୨-୨୩ ଫସଲ ପାଇଁ ୧୭ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(MSP) ବୃଦ୍ଧି କରିଥିଲେ। ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। କଂଗ୍ରେସ ଏବଂ ବିଜେଡି ଏହାକୁ ନେଇ…

ଖେଳ ହେଲା କାଳ, ମାଟି ଅତଡ଼ା ଖସି ଦୁଇ ନାବାଳକ ମୃତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସଦରଥାନା ମାଗୁରାଗଣ୍ଡ ପାଟଣା ଆଦିବାସୀ ବସ୍ତିରେ ଅଭାବନୀୟ ଘଟଣା ଘଟିଯାଇଛି। ଖନନ ହେଉଥିବା ପୋଖରୀ ଭିତରେ ପଶି ଖେଳୁଥିବା ସମୟରେ ମାଟି ଧସି ଯିବାରୁ ଦୁଇ ନାବାଳକଙ୍କର ମୃତ୍ୟୁ ଘଟିଛି।…

ପୋପ୍‌ଙ୍କୁ ଭେଟିବେ ନବୀନ, ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ସୁଯୋଗ ପାଇବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୀର୍ଘ ୧୨ ବର୍ଷ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ମାସ ଶେଷ ସପ୍ତାହରେ ସମ୍ଭବତଃ ୨୨ ତାରିଖରେ ଇଟାଲୀ ଏବଂ ସାଉଦି ଆରବ ଗସ୍ତରେ ଯିବେ। ଏହି ଗସ୍ତ ସମୟରେ ସେ ଭାଟିକାନ୍-ସିଟିରେ…

ପୁଣି ଡରାଉଛି କରୋନା: କଟକର ଏକ ଘରୋଇ ହଷ୍ଟେଲରୁ ୧୩ ଛାତ୍ର ପଜିଟିଭ୍

କଟକ(ଓଡ଼ିଶା ଭାସ୍କର): କରୋନା ସଂକ୍ରମଣ ହାର କମିଥିଲେ ଏହା ସମ୍ପୂର୍ଣ୍ଣ ଭାବେ ଦୂରେଇ ଯାଇନି । ଦେଶରେ କରୋନା ସଂକ୍ରମଣ ପୁଣି ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ କଟକର ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ୧୩ ଜଣ କରୋନା…

ଗୁପ୍‌ଚୁପ୍ ଖାଇ ଟଙ୍କା ନ ଦେବାରୁ ତଣ୍ଟି କାଟିଦେଲେ ଦୋକାନୀ

କଟକ(ଓଡ଼ିଶା ଭାସ୍କର): ଗୁପ୍‌ଚୁପ୍ ଖାଇ ଟଙ୍କା ନ ଦେବାରୁ ପିଆଜକଟା ଛୁରିରେ ଗ୍ରାହକଙ୍କ ତଣ୍ଟି କାଟିଦେଲେ ଦୋକାନୀ । ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଲୋଧଣୀ ପଞ୍ଚାୟତ ପାଳସାହି ଗ୍ରାମରେ ବୁଧବାର ରାତିରେ ଘଟିଛି ଏଭଳି…