Browsing Category

ରାଜ୍ୟ

ରାଜ୍ୟସଭା ଉପ-ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି । ବିଧାନସଭା ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠୁ ଜୁନ୍ ୨ ତାରିଖ ଯାଏଁ ନାମାଙ୍କନ ଦାଖଲ କରିବାର ସମୟ ରହିଛି । ୨ ଜୁନ୍…

ଶିକ୍ଷା ବିଭାଗ ଓ UPSCକୁ ୟୁଜିସିର ତାଗିଦ୍, ଜାଣନ୍ତୁ କାହିଁକି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ପ୍ରସଙ୍ଗରେ ରାଜ୍ୟ ଶିକ୍ଷା ବିଭାଗ ଓ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)କୁ ଚିଠି ଲେଖିଛି ୟୁନିଭରସିଟି ଗ୍ରାଣ୍ଟ କମିଶନ (ୟୁଜିସି) । ସୁପ୍ରିମକୋର୍ଟଙ୍କ…

ପୁରୀ ବ୍ରହ୍ମଗିରିରେ ଚାଞ୍ଚଲ୍ୟ! ପ୍ରେମିକା ଘରୁ ପ୍ରେମିକର ଝୁଲନ୍ତା ମୃତ ଦେହ ଉଦ୍ଧାର

ପୁରୀ: ପ୍ରେମିକାର ଘରୁ ଜବତ ହେଲା ପ୍ରେମିକର ଶବ । ଏଭଳି ଚାଞ୍ଚଲ୍ୟକର ଖବର ଆସିଛି ପୁରୀରୁ । ବ୍ରହ୍ମଗିରି ସାହୁପଡା ଗାଁରେ ଘଟିଛି ଏଭଳି ଅଘଟଣ, ପ୍ରେମିକା ଘରୁ ପ୍ରେମିକର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ତେବେ ଏହା…

୨୭ରେ ଦୁଇଦିନିଆ ଓଡିଶା ଗସ୍ତରେ ଆସିବେ ତେଲେଙ୍ଗାନା ଆଦିବାସୀ କଲ୍ୟାଣ ମନ୍ତ୍ରୀ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ତେଲେଙ୍ଗାନାର ଆଦିବାସୀ କଲ୍ୟାଣ ଓ ମହିଳା ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ସତ୍ୟବତୀ ରାଠୋର ଏକ ଅଧିକାରୀ ଦଳ ସହ ଆସନ୍ତା ୨୭ ତାରିଖରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଓଡ଼ିଶା…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପରେ ମୁହଁ ଖୋଲିଲେ ଶଙ୍କରାଚାର୍ଯ୍ୟ: ଶୁଣନ୍ତୁ କ’ଣ କହିଲେ ନିଶ୍ଚଳାନନ୍ଦ ସରସ୍ୱତୀ

ପୁରୀ: ଐତିହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ନେଇ ପୁଣି ଥରେ ମତ ରକିଛନ୍ତି ନିଶ୍ଚଳାନନ୍ଦ ସରସ୍ୱତୀ । ଏହି ପ୍ରସଙ୍ଗ ଉପରେ ସମର୍ତକ ଏବଂ ବିରୋଧୀମାନଙ୍କ ସହ ଆଲୋଚନା କରିବା ପରେ ଏହି ମନ୍ତବ୍ୟ ରଖିଛନ୍ତି…

ଏଣିକି ରଙ୍ଗ ରୁଟରେ ଗାଡ଼ି ଚଳାଇଲେ ପଡ଼ିବ ମହଙ୍ଗା: ଦେବେ ଜରିମାନା, କୋର୍ଟରୁ ମୁକୁଳାଇବେ ଗାଡ଼ି, ଯାଇପାରନ୍ତି ଜେଲ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ସରକାର ଯେତେ ନିୟମ ପ୍ରଣୟନ କଲେ ମଧ୍ୟ ଅଧିକାଂଶ ଲୋକ ତାହାକୁ ଖାତିର କରିନଥାନ୍ତି । ଟ୍ରାଫିକ ନିୟମ ଉଲ୍ଲଂଘନ କରି ଅନେକ ଗାଡ଼ି ଚାଳକଙ୍କଠାରୁ ହଜାର ହଜାର…

ବାଇକ୍ ଆରୋହୀଙ୍କୁ ଚାପିଦେଲା ହାଇୱା: ୩ ମୃତ, ଜଣେ ଗୁରୁତର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ବଲପୁର ଜିଲ୍ଲା ଯୁଯୁମୁରା ଅଞ୍ଚଳରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଯାଇଛି । ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ଏକ ହାଇୱା ଏକ ବାଇକକୁ ପଛପଟୁ ଧକ୍କା ଦେବା ଫଳରେ ଏହି…

ରାଜ୍ୟରୁ ପୁଣି ଚିହ୍ନଟ ହେଲେ ଆକ୍ରାନ୍ତ: କମୁଛି ସଂକ୍ରମଣ କିନ୍ତୁ ଏବେ ବି ଡରାଉଛି ଚତୁର୍ଥ ଲହର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ତଳମୁହାଁ ହୋଇଛି ଦୈନିକ କୋଭିଡ୍ ସଂକ୍ରମଣ । ଆଜି ୩ ଜଣ କରୋନା ମହାମାରୀରେ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୨ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ଓ ସ୍ଥାନୀୟ…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୩ ଜଣ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…

ଅନୁଭବଙ୍କ ଭିଡିଓକୁ ନେଇ ସାଇବର ଥାନାର ଦ୍ୱାରସ୍ଥ ହେଲେ ବର୍ଷା ପ୍ରିୟଦର୍ଶିନୀ

କଟକ(ଓଡ଼ିଶା ଭାସ୍କର): ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ପାରିବାରିକ ବିବାଦ ଜାରି ରହିଛି । ଏହାରି ମଧ୍ୟରେ କଟକ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି…