Browsing Category
ରାଜ୍ୟ
୪ ବର୍ଷ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡରେ ପାଇଲେ ସ୍ଥାନ: କରିଥିଲେ କିଛି ଏମିତି ଆଶ୍ଚର୍ଯ୍ୟକର ଘଟଣା
ତୁଳସୀ ଦୁଇପତ୍ରରୁ ବାସିଲା ପରି ମହକି ଉଠିଛନ୍ତି ଜଗତସିଂହପୁର ଜିଲ୍ଲା ବାଲିକୁଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅପଣ୍ଡରା ଗ୍ରାମ ପଂଚାୟତର ଓଳାସ ଗ୍ରାମର ଝିଅ ପ୍ରଲିପ୍ତା ପ୍ରିୟଦର୍ଶିନୀ ନାୟକ ( ପରୀ ) । ଇଣ୍ଡିଆ ବୁକ୍…
ସରକାରୀ କ୍ୱାର୍ଟର୍ସରେ ଝୁଲୁଛି କନେଷ୍ଟବଳଙ୍କ ମୃତଦେହ: ରହସ୍ୟ ଭିତରେ ମୃତ୍ୟୁର କାରଣ
ବାଲେଶ୍ୱର: ସରକାରୀ କ୍ୱାର୍ଟର୍ସରେ ଝୁଲୁଛି ସରକାରୀ ବାବୁଙ୍କ ମୃତ ଶରୀର । ବାଲେଶ୍ୱର ଜିଲ୍ଲା ପୋଲିସ ମୁଖ୍ୟାଳୟର କନେଷ୍ଟବଳ କରୁଣାକର ଜେନାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏବେ ବି ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା…
କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ିକୁ କାଳିମାଡ଼, ଦରଦାମ୍ ବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସର ବିରୋଧ
ପୁରୀ ଆସିଥିବା କେନ୍ଦ୍ର ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀଙ୍କ ଗାଡ଼ିକୁ କାଳିମାଡ଼ କରିଛି ଛାତ୍ର କଂଗ୍ରେସ । ଦେଶରେ ନିରନ୍ତର ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧିକୁ ବିରୋଧ କରି କେନ୍ଦ୍ରମନ୍ତ୍ରୀ ସଞ୍ଜୀବ…
ବଟି ନଦେବାର ଭୟଙ୍କର ପରିଣାମ, ରାସ୍ତାରେ ଅଟକାଇ ଗୁଳି ମାରିଲେ ଦୁର୍ବୁତ୍ତ
ବଟି ପାଇଁ ଟ୍ରକ୍ ଡ୍ରାଇଭରଙ୍କୁ ଗୁଳିମାଡ଼ । ବଟି ନଦେବାରୁ ରାସ୍ତାରେ ଅଟକାଇ ଡ୍ରାଇଭରଙ୍କୁ ଗୁଳିମାଡ଼ କରିଛନ୍ତି ୫/୬ ଦୁର୍ବୁତ୍ତ । ଏଭଳି ଅଭାବନିୟ ଘଟଣା ଘଟିଛି ଟିକିରି ଥାନା କାଳିଆପଡ଼ା ଅଞ୍ଚଳରେ । ଡ୍ରାଇଭରଙ୍କୁ…
ଆଗାମୀ ୨୪ ଘଣ୍ଟାରେ ଓଡ଼ିଶାର ୧୭ ଜିଲ୍ଲାରେ କାଳବୈଶାଖୀ ସମ୍ବାବନା, ୟେଲୋ ଓ୍ଵାର୍ଣ୍ଣିଂ ଜାରି
ଭୁବନେଶ୍ୱର: ବାତ୍ୟା ଅସାନି ପ୍ରଭାବରେ ହୋଇଥିବା ବର୍ଷାରେ ଓଡ଼ିଶାରେ ଗରମରୁ ତ୍ରାହି ମିଳିଛି । ଏବେ ପୁଣି ଏକ ଲଘୂଚାପ ବଙ୍ଗୋପସାଗରରେ ଆସୁଥିବାର ଖବର ଆସୁଛି । ତେବେ ଆଗମାୀ ୨୪ ଘଣ୍ଟା ଅର୍ଥାତ୍ ୧୬ ତାରିଖ ପୁର୍ବାହ୍ନ…
ଜଗା ପାଇଁ ବିକିଦେଲେ ଜମି, ମହାପ୍ରଭୁଙ୍କୁ ଏତିକି ଟଙ୍କା ଦାନ କରି ଚର୍ଚ୍ଚାରେ ବୃଦ୍ଧା
ଜମି ବିକି ଶ୍ରୀମନ୍ଦିରକୁ ଦାନ କଲେ ୨୦ ଲକ୍ଷ ଟଙ୍କା । କିଛି ଏଭଳି କାମ କରିଛନ୍ତି ଜଣେ ୭୦ ବର୍ଷୀୟ ମହିଳା । ବୟସର ଅପରାହ୍ନରେ ଯେତେବେଳେ ଅର୍ଥର ଆବଶ୍ୟକତା ରହିଥାଏ, ଏହାକୁ ଭୃକ୍ଷେପ ନକରି ନିଜର ସବୁ ସମ୍ପତ୍ତିଙ୍କୁ…
ବଦଳିଲେ ମାହାଙ୍ଗା ଥାନା ଆଇଆଇସି: ସ୍ତ୍ରୀ ଗିରଫ ହେବା ପରେ…
ମାହାଙ୍ଗା(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଛନ୍ଦି ହେବା ପରେ ବଦଳିଲେ ମାହାଙ୍ଗା ଥାନା ଆଇଆଇସି । ମାହାଙ୍ଗା ଆଇଆଇସି ନିହାର ରଞ୍ଜନଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । କାଲି ନିହାରଙ୍କ ସ୍ତ୍ରୀ…
ବ୍ରଜରାଜନଗର ଉପନିର୍ବାଚନ: ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା BJP
ଝାରସୁଗୁଡ଼ା(ଓଡ଼ିଶା ଭାସ୍କର): ବ୍ରଜରାଜନଗର ଉପନିର୍ବାଚନ ପାଇଁ ବାଜିସାରିଛି ନିର୍ବାଚନୀ ବିଗୁଲ । ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ପରେ ଆରମ୍ଭ ହୋଇଛି ରାଜନୀତି । ଏହାରି ମଧ୍ୟରେ ବ୍ରଜରାଜନଗର…
(Video)ଆସାମରେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଭୟଙ୍କର ପରିସ୍ଥିତି: ମହିଳାଙ୍କ ସମେତ ୩ ମୃତ, ଅନେକ ନିଖୋଜ
ନୂଆଦିଲ୍ଲୀ: ଆସାମରେ ପ୍ରବଳ ବର୍ଷା ଯୋଗୁଁ ଡିମାହାସା ଜିଲ୍ଲାର ଅନେକ ଅଞ୍ଚଳରେ ବନ୍ୟା ସହ ଭୂସ୍ଖଳନ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ବାତ୍ୟା ‘ଆସାନି’ ପରଠାରୁ ଲଗାତାର ଆସାମରେ ବର୍ଷା ହେଉଛି, ଯାହା ଫଳରେ ଅନେକ…
ଛାତ୍ରୀଙ୍କୁ ଅସଦାଚରଣ କରୁଥିଲେ କେମିଷ୍ଟ୍ରି ଶିକ୍ଷକ: ପୋକ୍ସୋ ଆକ୍ଟରେ ଗିରଫ କଲା ପୋଲିସ୍ (Video)
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୁରୁ-ଶିଷ୍ୟ ସମ୍ପର୍କ ଦୁନିଆର ସବୁଠୁ ପବିତ୍ର ସମ୍ପର୍କ । ତେବେ ଏହି ସମ୍ପର୍କକୁ କଳୁଷିତ କରିଛନ୍ତି ଜନୈକ ରସାୟନ ବିଜ୍ଞାନ(କେମିଷ୍ଟ୍ରି) ଶିକ୍ଷକ । ନବରଙ୍ଗପୁରର ଏହି ଶିକ୍ଷକଙ୍କ…