Browsing Category

ରାଜ୍ୟ

ଦୁର୍ବଳ ହେଲା ଅସାନୀ, କିଛି ଘଣ୍ଟା ମଧ୍ୟରେ ଅବପାତ ରୂପ ନେବ ବାତ୍ୟା: ସମୁଦ୍ର ଅସାନ୍ତ ରହିବ, କିଛି ଜିଲ୍ଲାରେ ବର୍ଷିବ

ହାଇଦ୍ରାବାଦ : ଆନ୍ଧ୍ର ପ୍ରଦେଶରେ ବାତ୍ୟା ଅସାନୀର ପ୍ରଭାବ ବେଶ୍‌ ଅନୁଭୂତ ହେଉଛି । ସିଭିୟର ସାଇକ୍ଲୋନିକ ଷ୍ଟର୍ମ ଅସାନ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଧୀରେ ଧୀରେ ଦୁର୍ବଳ ହୋଇଛି । ବୁଧବାର ସକାଳେ…

ବ୍ରଜରାଜନଗର ଉପ-ନିର୍ବାଚନ ଲଢ଼େଇ, ନାମାଙ୍କନ ଦାଖଲ କଲେ ବିଜେଡି, କଂଗ୍ରେସ ଓ ବିଜେପି

ଝାରସୁଗୁଡ଼ା: ୩୧ ତାରିଖରେ ହେବାକୁ ଥିବା ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ଆଜି ପ୍ରମୁଖ ତିନି ଦଳ ବିଜେଡି, କଂଗ୍ରେସ ଏବଂ ବିଜେପିର ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ବିଜେଡି ପକ୍ଷରୁ ପ୍ରଥମେ ବିରାଟ ପଟୁଆର ଧରି…

“ଅସାନି’କୁ ନେଇ ତାଜା ସୂଚନା ଦେଲେ ଏସଆରସି, ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା ନାହିଁ

ଭୁବନେଶ୍ୱର: ବାତ୍ୟା "ଅସାନି'ର ପ୍ରଭାବ ଓଡ଼ିଶା ଉପରେ କିଛି ରହିବ ନାହିଁ । ଆଉ କିଛି ସମୟ ମଧ୍ୟରେ ଆନ୍ଧ୍ର ଉପକୂଳ ଛୁଇଁବ ଓଡ଼ିଶା । ଭିଷଣ ବାତ୍ୟାର ରୂପ ନେଇଥିବା "ଅସାନି'ଆସନ୍ତା କାଲି ବାତ୍ୟାରେ ପରିଣତ ହେବ । ଏହା…

ରନ୍ଧନ ଗ୍ୟାସ ଏବଂ ତୈଳ ଦର ବୃଦ୍ଧି ପ୍ରତିବାଦରେ ସମ୍ବିତ ପାତ୍ରଙ୍କୁ ପୁରୀରେ ଛାତ୍ର କଂଗ୍ରେସ ପକ୍ଷରୁ କଳା ପତାକା ପ୍ରଦର୍ଶନ

ପୁରୀ: ବିଜେପି ରାଷ୍ଟ୍ରୀୟ ମୁଖ୍ୟପାତ୍ର ସମ୍ବିତ ପାତ୍ରଙ୍କୁ ପୁରୀରେ କାଳି ମାଡ଼ କରିଛି ଛାତ୍ର କଂଗ୍ରେସ । ଏହା ସହ ସମ୍ବିତଙ୍କୁ ଟମାଟୋ ମାଡ଼ କରିବା ସହିତ ଅକ୍ରମଣ କରିବାକୁ ଉଦ୍ୟମ କରିଛି ଛାତ୍ର କଂଗ୍ରେସ ।…

ପିସିସି ସଭାପତିକୁ ନେଇ ହୋଇନାହିଁ କୌଣସି ନିଷ୍ପତ୍ତି, ନିଜର ପ୍ରଚାର କରି କିଛି ଲୋକ ଖୁସି ହେଉଛନ୍ତି- ଶରତ ରାଉତ

ଭୁବନେଶ୍ୱର: କଂଗ୍ରେସ ଦଳକୁ ସୁଦୃଢ଼ କରିବା ପାଇଁ ରାଜସ୍ଥାନରେ ହେବ ମାନଗ୍ଦ ମନ୍ଥନ । ଓଡ଼ିଶା କଂଗ୍ରେସରେ ଦଳର ମୁଖିଆ ପଦବୀକୁ ନେଇ ଲାଗି ରହିଥିବା ବିଭିିନ୍ନ ଆକଳନ ମଧ୍ୟରେ ରାହୁଲ ଗାନ୍ଧୀ ସମସ୍ତଙ୍କୁ ବ୍ୟକ୍ତିଗତ ଭାବରେ…

ବ୍ରଜରାଜନଗର ବିଜେଡିକୁ କଡ଼ା ଟକ୍କର ଦେବ ବିଜେପି, ପ୍ରଚାର ମଇଦାନକୁ ଓହ୍ଲାଇବେ ତିନି କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ବ୍ରଜରାଜନଗର ଉପ-ନିର୍ବାଚନରେ ବିଜେଡିକୁ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ବିଜେପି । ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ଵିନୀ ବୈଷ୍ଣବ ଓ ବିଶ୍ୱେଶର ଟୁଡୁଙ୍କ…

ଓଡ଼ିଶାରେ ୪୩,୦୦୦ ଛାତ୍ରଛାତ୍ରୀ ଛାଡ଼ିଲେ ଦଶମ ଶ୍ରେଣୀ ପରୀକ୍ଷା: ସରକାର ବି ଆଶ୍ଚର୍ଯ୍ୟ, ତଦନ୍ତ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ୪୩,୦୦୦ରୁ ଅଧିକ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ଛାଡ଼ି ଯିବାକୁ ନେଇ ସରକାର ବି ଆଶ୍ଚର୍ଯ୍ୟ ହୋଇଛନ୍ତି । ଚଳିତ ବର୍ଷ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ୪୩,୪୮୯ ଜଣ ଦଶମ…

ଜିତୁ ପଟ୍ଟନାୟକଙ୍କ ଘରେ ଇଡି ରେଡ୍: ଭୁବନେଶ୍ୱର ଓ ଯୋଡ଼ାର ୨ଟି ଲେଖାଏଁ ସ୍ଥାନରେ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖଣି ମାଲିକ ଜିତୁ ପଟ୍ଟନାୟକଙ୍କ ଘରେ ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ମନି ଲଣ୍ଟ୍ରିଂ ମାମଲାରେ ଇଡି ଚଢ଼ାଉ କରିଥିବା ଜଣାପଡିଛି । ଭୁବନେଶ୍ୱରର ୨ଟି ଓ ଯୋଡ଼ାର ୨ଟି…

‘ଅସାନି’ର ପ୍ରଭାବ: ବାତିଲ ହେଲା ବିମାନ ଉଡ଼ାଣ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ସାମୁଦ୍ରିକ ବାତ୍ୟା ଅସାନି କାରଣରୁ ପ୍ରଭାବିତ ହୋଇଛି ବିମାନ ସେବା । ଆନ୍ଧ୍ରପ୍ରଦେଶ ଏବଂ ଚେନ୍ନାଇର ବିମାନ ଗୁଡିକୁ ବାତିଲ କରି ଦିଆଯାଇଛି । ଭୀଷଣ ବାତ୍ୟାରୁ ବାତ୍ୟାରେ ପରିଣତ ହୋଇଥିବା…

ଆସନ୍ତା ୧୩ରୁ ଓଡ଼ିଶାରେ ବଦଳିବ ପାଗ: ପାଣିପାଗ ବିଶେଷଜ୍ଞ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୧୩ ତାରିଖରୁ ରାଜ୍ୟରେ ବଦଳିଯିବ ପାଗ । ଆସନ୍ତାକାଲି ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ବାତ୍ୟା ଦୁର୍ବଳ ହେଉଥିବାରୁ ବିଶେଷ ପ୍ରଭାବ ରହିବ ନାହିଁ । ଦୁବର୍ଳ ହୋଇ କାଲି ଅବପାତରେ…