Browsing Category

ରାଜ୍ୟ

ଉତ୍ତରଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରରେ ନାହାନ୍ତି ଡାକ୍ତର, ଭରସା କମ୍ପାଉଣ୍ଡର୍

ଯାଜପୁର(ଓଡ଼ିଶା ଭାସ୍କର): ଯାଜପୁର ଜିଲ୍ଲା ବିଞ୍ଝାରପୁର ଉତ୍ତରଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୫ ବର୍ଷ ହେଲା ନାହାନ୍ତି ଡାକ୍ତର । ଜଣେ କମ୍ପାଉଣ୍ଡରଙ୍କ ହାତରେ ରହିଛି ସ୍ୱାସ୍ଥ୍ୟ ଭାର । ଫଳରେ ଲୋକଙ୍କୁ…

ବୋଲବମ୍ ଉପରେ ଲାଗିଲା ରୋକ୍, ଯାତ୍ରା କରିପାରିବେନି କାଉଡ଼ିଆ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ପାଇଁ ବୋଲବମ୍ ଉପରେ କଟକଣା ଲଗାଇଲେ ସରକାର । ଗତବର୍ଷ ଭଳି ଏ ବର୍ଷ ବି ବୋଲବମ୍ ଉପରେ ଲାଗିଲା କଟକଣା । ବୋଲବମରେ କଟକଣା ନେଇ ଏସଆରସିଙ୍କ ପକ୍ଷରୁ ନିର୍ଦ୍ଦେଶନାମା । କୌଣସି…

ଟୋକିଓ ଅଲିମ୍ପିକ୍ସ: ଖେଳାଳୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ, ଦୌଡ଼ରାଣୀ ଦୂତୀ ଚାନ୍ଦ ଥିଲେ ସାମିଲ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାଗ ନେଉଥିବା ଖେଳାଳିଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଛନ୍ତି । ଆଥଲେଟଙ୍କ ମଧ୍ୟରେ ଅଛନ୍ତି ଓଡ଼ିଆ ଖେଳାଳି ଦୂତୀ ଚାନ୍ଦ। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀଙ୍କ ସହ…

ଶ୍ରୀମନ୍ଦିରରେ ଆରମ୍ଭ ହେଲା ଲେଜର୍ ସ୍କାନିଂ ପ୍ରକ୍ରିୟା

ପୁରୀ: ଶ୍ରୀମନ୍ଦିରରେ ଆରମ୍ଭ ହେଲା ଲେଜର୍ ସ୍କାନିଂ । ଜଗମୋହନ, ନାଟମଣ୍ଡପ ଓ ଭୋଗମଣ୍ଡପର ଲେଜର୍ ସ୍କାନିଂ ପ୍ରକ୍ରିୟା ଆରମ୍ଭ ହୋଇଛି । ୧୩ ଜୁଲାଇ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ମୁମ୍ବାଇର ସେନ୍ସ ଜିଓ ମେଟ୍ରିକ୍ସ…

ମିଷ୍ଟର୍ ଡୋଲୁଙ୍କ ନିଧନ ପରେ ତାଙ୍କ ଚ୍ୟାନେଲ ମାଧ୍ୟମରେ ଲୋକଙ୍କୁ ହସାଇବେ ସାନଭାଇ

ଓଡ଼ିଶା ଭାସ୍କର ବ୍ୟୁରୋ: ସମ୍ବଲପୁରୀ କମେଡିଆନ୍ ତଥା ପଶ୍ଚିମ ଓଡ଼ିଶାର ମିଷ୍ଟର୍ ଡୋଲୁ ଅର୍ଥାତ୍ ଡୋଲାମଣି ଦାଶ ଲକ୍ଷ ଲକ୍ଷ ଲୋକଙ୍କ ମନ ଜିଣିଛନ୍ତି । ୟୁ-ଟ୍ୟୁବ୍ ରେ ଏକ ଚ୍ୟାନେଲ୍ ମାଧ୍ୟମରେ ସେ ଲୋକଙ୍କୁ ବେଶ୍ କମେଡି…

ବଜ୍ରପାତ ସାଜିଲା କାଳ ! ବାରିପଦାରେ ୩ ନାବାଳକଙ୍କ ମୃତ୍ୟୁ

ବାରିପଦା(ଓଡ଼ିଶା ଭାସ୍କର): ବଜ୍ରପାତ ସାଜିଲା କାଳ । ଭୟଙ୍କର ବଜ୍ରପାତ ଯୋଗୁଁ ୩ ନାବାଳକଙ୍କର ମୃତ୍ୟୁ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ବାରିପଦାର ଚାନ୍ଦୁଆ ଥାନା ଅନ୍ତର୍ଗତ ବାଘୁଆଶୋଳ ଗାଁରେ ଘଟିଛି । ସୂଚନା…

୧୦ମ ପାସ୍ ପିଲାଙ୍କୁ ଆଶ୍ୱସ୍ତି ! +୨ ସିଟ୍ ବଢ଼ାଇବା ପାଇଁ ମିଳିଲା ଅନୁମତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତବର୍ଷ ମାଟ୍ରିକ ପାସ୍ ହାର ୯୭.୮୯ ପ୍ରତିଶତ ଥିବା ବେଳେ +୨ ସିଟକୁ ନେଇ ଚିନ୍ତା ବଢ଼ିଛି । +୨ ସିଟ୍ ଠାରୁ ଅଧିକ ସଂଖ୍ୟାରେ ପିଲା ମାଟ୍ରିକ ପାସ୍ କରିବା ପ୍ରସଙ୍ଗରେ ପିଲାଙ୍କ ପାଇଁ…

ଶରଧାବାଲିରେ ତିନି ରଥ, ଆଜି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ବିନା ଭକ୍ତରେ ରୀତିନୀତି ଅନୁଯାୟୀ ପାଳିତ ହୋଇଯାଇଛି । ଗତକାଲି ମହାପ୍ରଭୁ ଶ୍ରୀଜଗନ୍ନାଥ, ମାଆ ସୁଭଦ୍ରା ଓ ପ୍ରଭୁ…

ଡେବିଟ୍ କାର୍ଡ କ୍ଲୋନିଂ ସାଇବର ଠକଙ୍କ ନୂଆ ଅସ୍ତ୍ର, ଜାଣନ୍ତୁ ଏଥିରୁ ବର୍ତ୍ତିବେ କିପରି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ରାଜ୍ୟରେ ସାଇବର ଠକେଇ ବଢ଼ି ଚାଲିଛି । ପୂର୍ବରୁ ରାଜ୍ୟରେ ହେଉଥିବା ସାଇବର ଠକେଇର ଲିଙ୍କ ରାଜ୍ୟ ବାହାରେ ରହୁଥିବା ବେଳେ ଏବେ ରାଜ୍ୟ ଭିତରର ଠକଙ୍କ ଉତ୍ପାତ ଦେଖିବାକୁ ମିଳୁଛି…

ରାଜଧାନୀର ଅଳିଆରୁ ତିଆରି ହେଉଛି ଜୈବିକ ଖତ, ଚାଷ ପାଇଁ ସର୍ବୋତ୍ତମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସହରରୁ ଦୈନିକ ବାହାରୁଛି ବିପୁଳ ଅଳିଆ ଆବର୍ଜନା । ତେବେ ଏହି ବର୍ଜ୍ୟବସ୍ତୁ ମଧ୍ୟରେ ଅନେକ ଅଳିଆକୁ ପୁନଃ ବିନିଯୋଗ କରିବା ଭଳି ସୁଯୋଗ ରହିଛି । ଏହାକୁ ଠିକ୍ ମାର୍ଗରେ ଉପଯୋଗ କରିପାରିଲେ…