Browsing Category

ରାଜ୍ୟ

ରାଜ୍ୟରେ ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ, ଆଜି ୨୮୭୦ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ ଦୈନିକ ସଂକ୍ରମଣ ୧୨ ହଜାରରୁ ହ୍ରାସ ପାଇ ୩ ହଜାରରେ ପହଞ୍ଚିବା ପରେ ଆଶା କରାଯାଉଥିଲା ଖୁବଶୀଘ୍ର ଏହି ସଂଖ୍ୟା ନିମ୍ନସ୍ତରରେ ପହଞ୍ଚିବ । ମାତ୍ର ରାଜ୍ୟରେ କରୋନା କଟକଣା ଲାଗୁ…

ଆଜି ରାଜ୍ୟରେ ୪୨ କରୋନା ରୋଗୀଙ୍କ ମୃତ୍ୟୁ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ପ୍ରାୟତଃ ଆୟତ୍ତକୁ ଆସିଯାଇଥିବା ବେଳେ ମୃତ୍ୟୁର କିନ୍ତୁ ଲଗାମ୍ ନାହିଁ । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ ।…

ମୋଦିଙ୍କ କ୍ୟାବିନେଟରେ ଓଡ଼ିଶାରୁ ଦୁଇଜଣ! ଜାଣନ୍ତୁ କିଏ ହେବ ବିଦା ଆଉ କିଏ ପାଇବ ପଦବୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ର କ୍ୟାବିନେଟରେ ହେବାକୁ ଥିବା ବଡ଼ଧରଣର ଅଦଳବଦଳକୁ ଏବେ ଚାରିଆଡ଼େ ଜୋରସୋରରେ ଚର୍ଚ୍ଚା ଚାଲିଛି । ୨୦୨୨ରେ ଗୋଆ, ମଣିପୁର, ପଞ୍ଜାବ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ,…

ମହିଳା କନିଷ୍ଠ ଯନ୍ତ୍ରୀଙ୍କ ଆତ୍ମହତ୍ୟା ଘଟଣାର ଦୂର ହେଲା ସସପେନ୍ସ , ଯୁବ କନିଷ୍ଠ ଯନ୍ତ୍ରୀଙ୍କୁ ବାନ୍ଧିଲା ପୋଲିସ

ଭଞ୍ଜନଗର (ଓଡ଼ିଶା ଭାସ୍କର): ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଜନ କାର୍ଯ୍ୟାଳୟର ଆକଳନ ସେକସନ୍‌ରେ କନିଷ୍ଠ ଯନ୍ତ୍ରୀଭାବେ କାର୍ଯ୍ୟରତ ଜଣେ ଅବିବାହିତା କନିଷ୍ଠ ଯନ୍ତ୍ରୀ ଜେ. ଅନୀତାଙ୍କ ଆତ୍ମହତ୍ୟା ପଛର କାରଣ ଶେଷରେ…

କାର ଓ ବାଇକ ଉପରେ ଚଢ଼ିଗଲା ୧୨ ଚକିଆ ଟ୍ରକ, ଜଣେ ଗୁରୁତର

ଝୁମ୍ପୁରା (ଓଡ଼ିଶା ଭାସ୍କର): କେନ୍ଦୁଝର ଜିଲ୍ଲା ସଦର ଥାନା ଅଧିନସ୍ଥ ଓଡିଶା ସ୍ପଞ୍ଜ ଆଇରନ କାରଖାନା ଛକ ନିକଟ ପଳାଶପଙ୍ଗା-ବାମେବାରୀ ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଜଣେ ଗୁରୁତର ଭାବେ ଆହତ ହୋଇଥିବା…

ଦୁଇଟି ବାଲ୍ୟବିବାହ ବନ୍ଦ କଲା ବାଲିଆପାଳ ଚାଇଲ୍ଡଲାଇନ, ଉଦ୍ଧାର ହେଲେ ୨ ନାବାଳିକା

ବାଲିଆପାଳ (ଓଡ଼ିଶା ଭାସ୍କର) : ବାଲ୍ୟବିବାହ ପୂର୍ବ ୨ ଜଣ ନାବାଳିକାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ।  ବାଲିଆପାଳ ବ୍ଲକର ପ୍ରତାପପୁର ଓ ଦେଉଳା ପଞ୍ଚାୟତ ଏହି ଭଳି ଘଟଣା ଘଟିଛି। ସୂଚନା ମୁତାବିତ, ବାଲିଆପାଳ ବ୍ଲକର…

ଭୁବନେଶ୍ୱରରୁ ଆଜି ୨୧୧ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠି କେତେ ?

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ପୁଣି ହ୍ରାସ ପାଇବାରେ ଲାଗିଛି । ଭୁବନେଶ୍ୱରରୁ ଆଜି ୨୧୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬୩ ଜଣ ଚିହ୍ନଟ…

ସରିଲା ଛତିଶାନିଯୋଗ ବୈଠକ, ଜାଣନ୍ତୁ ରଥଯାତ୍ରା ନେଇ କ’ଣ ହେଲା ନିଷ୍ପତ୍ତି?

ପୁରୀ (ଓଡ଼ିଶା ଭାସ୍କର): କରୋନାର ଦ୍ୱିତୀୟ ଲହର ହ୍ରାସ ପାଉଥିଲେ ବି ସମ୍ପୂର୍ଣ୍ଣ ଶେଷ ହୋଇନି ସଂକ୍ରମଣ । ଏହାରି ମଧ୍ୟରେ ପୁରୀ ରଥଯାତ୍ରାକୁ ନେଇ ଶେଷ ହୋଇଛି ଛତିଶାନିଯୋଗ ବୈଠକ । ଛତିଶାନିଯୋଗ ବୈଠକରେ ଆୟୋଜିତ…

ରାଜ୍ୟରେ ବନ୍ଧୁକ କାରଖାନା ଠାବ: ଜଣେ ଗିରଫ, ଜାଣନ୍ତୁ କେଉଁଠୁ ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର):ରାଜ୍ୟର ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ମାଣ୍ଡିଆବେଡ଼ାରେ ବନ୍ଧୁକ କାରଖାନା ଠାବ ହୋଇଛି । କୌଣସି ସୂତ୍ରରୁ ଖବର ପାଇ ବନ୍ଧୁକ କାରଖାନା ଠାବ କରିଛି ପୋଲିସ । ଏହି ମାମଲାରେ ଅଭିଯୁକ୍ତ…

‘ପ୍ରିୟଙ୍କାଙ୍କୁ ମାରିଦେଲା ବିବେକାନନ୍ଦ ହସ୍ପିଟାଲ୍’, ମାତ୍ର ଗୋଟିଏ ଇଞ୍ଜେକ୍ସନ୍ ପାଲଟିଗଲା ବିଷ!

ଭୁବନେଶ୍ୱର(ଓଡ଼ିଶା ଖବର): ଆମ ପ୍ରିୟଙ୍କାକୁ ମାରିଦେଲା ବିବେକାନନ୍ଦ ହସ୍ପିଟାଲ୍ । କିଛି ନଥିଲା, ସାଧାରଣ ବେକ ଯନ୍ତ୍ରଣା ହେବାରୁ ନେଇ ଯାଇଥିଲେ ଡାକ୍ତରଙ୍କ ପାଖକୁ । ହେଲେ ଗୋଟିଏ ଇଞ୍ଜେକ୍ସନ୍ କଣ ଦେଲେ କେଜାଣି ହଠାତ୍…