Browsing Category
ରାଜ୍ୟ
ବିଜେଡିରେ ବଢ଼ୁଛି ଗୋଷ୍ଠୀ କନ୍ଦଳ: ଅନଭିଜ୍ଞଙ୍କୁ ଦାୟିତ୍ୱ ପ୍ରଦାନ, ବରିଷ୍ଠଙ୍କୁ ଉପେକ୍ଷା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଶାସନ କ୍ଷମତାରେ ଥିବା ବିଜେଡିରେ ଯେ ଗୋଷ୍ଠୀ କନ୍ଦଳ ରହିଛି, ତାହା ଜଳ ଜଳ ହୋଇ ଦିଶୁଛି । କରୋନା ମହାମାରୀ ସମୟରେ ଦଳ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସଜାଗ ହୋଇଛି । ଦଳ…
ଓଡ଼ିଶାରୁ ୩୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଆୟତ୍ତକୁ ଆସିଯାଇଥିବା ବେଳେ ମୃତ୍ୟୁର କିନ୍ତୁ ଲଗାମ୍ ନାହିଁ । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ । ଗତ ୨୪…
ରାଜ୍ୟରେ କମିବା ବଦଳରେ ବଢ଼ିବାରେ ଲାଗିଛି କରୋନା: ଆଜି ୩୪୦୮ ପଜିଟିଭ୍
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବର୍ତ୍ତମାନ ଦୋଛକିରେ ପହଞ୍ଚିଛି । ଗୋଟିଏ ଦିନ ସଂକ୍ରମଣ ହ୍ରାସ ପାଇବା ପରେ ପୁଣି ସଂକ୍ରମଣ ବଢ଼ୁଥିବାର ଦେଖାଯାଉଛି । କିଛି ଜିଲ୍ଲାରେ ଏବେ ସଂକ୍ରମଣ…
ଷ୍ଟାର୍ ସ୍ପ୍ରିଣ୍ଟର୍ ହିମା ଦାସ ଆହତ, ଅଲିମ୍ପିକ୍ସରୁ ବାଦ୍ ପଡିବା ନେଇ ବଢ଼ିଲା ଆଶଙ୍କା
ପଟିଆଲା(ଓଡ଼ିଶା ଭାସ୍କର): ଭାରତର ମହିଳା ଆଥଲେଟ୍ ତଥା ଧାବିକା ହିମା ଦାସଙ୍କୁ ଝଟକା । ଏଠାରେ ଚାଲିଥିବା ଜାତୀୟ ଅନ୍ତ-ରାଜ୍ୟ ଆଥାଲଟିକ୍ ଚାମ୍ପିଅନଶି୍ର ଶନିବାର ଦିନ ଅନୁଷ୍ଠିତ ମହିଳା ୧୦୦ ମିଟର ହିଟ୍ ରେସ୍…
୧୭ ଜିଲ୍ଲାରେ ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର (ଓଡ଼ିଶା ଭାସ୍କର) ଆଜି ୧୭ ଜିଲ୍ଲାରେ ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।…
ଫିଅର୍ସ ଫିମେଲ୍: ପୁସ୍ତକରେ ଦୂତୀଙ୍କ ସଂଘର୍ଷର କାହାଣୀ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡ଼ିଆ ଟ୍ରାକ ଆଣ୍ଡ ଫିଲ୍ଡ ଆଥଲେଟ୍ ଦୂତୀ ଚାନ୍ଦଙ୍କ ସଫଳତା ଓ ସଂଘର୍ଷର କାହାଣୀକୁ ପୁସ୍ତକର ରୂପ ଦେଇଛନ୍ତି ସନ୍ଦୀପ ମିଶ୍ର। ଫିଅର୍ସ ଫିମେଲ୍ ନାମରେ ନାମିତ ଏହି ବହିରେ ଏସିଆନ ରୌପ୍ୟ…
ରାଜଧାନୀରେ ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୟୁନିଟ୍ ୫ ସ୍ଥିତ ଏସଆଇବି ଆବାସିକ କଲୋନୀର ଆପାର୍ଟମେଣ୍ଟ କମ୍ପ୍ଲେକ୍ସରୁ ଅନେକ କୋଭିଡ ପଜିଟିଭ ମାମଲା ଚିହ୍ନଟ ହେବାପରେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଶନିବାର ଏହି…
ପୁଣି ଥରେ ସିଲ୍ ହେଲା ୟୁନିଟ୍-୪ ଓ ବାପୁଜୀ ନଗର
ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ଗତକାଲି ୟୁନିଟ୍-୧ ହାଟକୁ ସିଲ୍ କରିବା ପରେ ପୁଣି ଥରେ ଆକ୍ସନ୍ ମୋଡ୍ରେ ନଜର ଆସିଛି ବିଏମ୍ସି । ଶନିବାର ବିଏମ୍ସି ପକ୍ଷର ୟୁନିଟ୍-୪ ମାଛ ମାର୍କେଟ୍ ଓ ବାପୁଜୀ ନଗରକୁ ପୁନର୍ବାର ସିଲ୍…
ରାଜ୍ୟ ପୋଲିସରେ ୩୯ କ୍ରୀଡ଼ାବିତଙ୍କୁ ଚାକିରି, E-FIR ବ୍ୟବସ୍ଥାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୋଲିସରେ ୩୯ କ୍ରୀଡ଼ାବିତଙ୍କୁ ଚାକିରି ମିଳିଛି । ୩୯ କ୍ରୀଡ଼ାବିତଙ୍କ ନିଯୁକ୍ତି ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖେଳାଳିଙ୍କ ମଧ୍ୟରୁ ୩୦ ଜଣ ମହିଳା ଥିବା…
ଇଞ୍ଜେକ୍ସନ ନେଇ ୨୦ରୁ ଅଧିକ ଅସୁସ୍ଥ
ପୁରୀ: ଇଞ୍ଜେକ୍ସନ ନେଇ ୨୦ରୁ ଅଧିକ ଅସୁସ୍ଥ ହୋଇଥିବା ଅଭିଯୋଗ । ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରୁ ଆସିଛି ଏହି ଅଭିଯୋଗ । ୨୦ରୁ ଅଧିକ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ସମସ୍ୟା ଦେଖାଦେଇଥିବା ନେଇ ହୋଇଛି ଅଭିଯୋଗ ।…