fbpx
Browsing Category

ରାଜ୍ୟ

ହାଇଦ୍ରାବାଦ ଏନକାଉଣ୍ଟର ମାମଲାରେ କଣ କହିଲେ ପ୍ରତାପ ଓ ସୁର ?

ଭୁବନେଶ୍ୱ.୬ ।୧୨: ହାଇଦ୍ରାବାଦ ଗଣଦୁଷ୍କର୍ମ ମାମଲାରେ ଆଜି ବଢ ପଦକ୍ଷେପ ନେଇଛି ତେଲେଙ୍ଗାନା ପୋଲିସ । ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ପୋଡି ଦେଇଥିବା ୪ ଅପରାଧୀଙ୍କୁ ଆଜି ପୋଲିସ ଏନକାଉଣ୍ଟର କରିଛି । ଏହି…

ବେଦାନ୍ତକୁ ମିଳିଲା ଜାମକାନି କୋଇଲା ଖଣି

ଭୁବନେଶ୍ୱର,୫ ।୧୨(ଓଡିଶା ଭାସ୍କର): ବେଦାନ୍ତକୁ ମିଳିଲା ସୁନ୍ଦରଗଡ ଜିଲ୍ଲାର ଜାମକାନି କୋଇଲା ଖଣି । ଇ-ନିଲାମ ପ୍ରକ୍ରିୟାରେ ଏହି ନିଷ୍ପତ୍ତି ନେଇଛି କେନ୍ଦ୍ର କୋଇଲା ମନ୍ତ୍ରଣାଳୟ । ନଭେମ୍ବରରେ ୫ଟି କୋଇଲା ଖଣିର…

୬ ବିଦେଶୀ ବାଲୁକାଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

କୋଣାର୍କ,୫ ।୧୨: କୋଣାର୍କ ବାଲୁକା କଳା ଉତ୍ସବର ଆଜି ଉଦଯାପନୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ୬ ବିଦେଶୀ ବାଲୁକାଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆମେରିକା, କାନାଡା,…

ଆରଟିଓ ଏଜେଣ୍ଟଙ୍କୁ ଚିହ୍ନଟ କର: ହାଇକୋର୍ଟ

ଭୁବନେଶ୍ୱର,୫ ।୧୨(ଓଡିଶା ଭାସ୍କର): ଆରଟିଓରେ ମଧ୍ୟସ୍ଥଙ୍କୁ ସରକାର ହଟାଇବା ମାମଲାରେ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ହାଇକୋର୍ଟ । ସବୁ ଆରଟିଓରେ କାମ କରୁଥିବା ମଧ୍ୟସ୍ଥଙ୍କୁ ଚିହ୍ନଟ ପାଇଁ ପରିବହନ ସଚିବଙ୍କୁ…

ମିଶ୍ରଣ ହେବ, କିନ୍ତୁ ଚାଲିବ ‘କାଳିଆ’ ଯୋଜନା: କୃଷିମନ୍ତ୍ରୀ

ଭୁବନେଶ୍ୱର,୫ ।୧୨(ଓଡିଶା ଭାସ୍କର): ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଓ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ମିଶିବାକୁ ନେଇ ପୂର୍ବରୁ ବହୁ ଚର୍ଚ୍ଚା ଚାଲିଥିଲା । ଏହି ମିଶ୍ରଣକୁ ନେଇ ଆଜି ନିଜର ପ୍ରତିକ୍ରିୟା ରଖିଛନ୍ତି…

ବ୍ୟାଙ୍କ ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର,୫ ।୧୨(ଓଡିଶା ଭାସ୍କର) : ଭୁବନେଶ୍ୱର ଅଶୋକନଗର ସ୍ଥିତ ୟୁକୋ ବ୍ୟାଙ୍କରେ କାମ କରୁଥିବା ସିନିୟର ମ୍ୟାନେଜର ଆର ରଞ୍ଜିତା ରାଓଙ୍କ ଝୁଲନ୍ତା ମୃତଦେହ ଆଜି ଉଦ୍ଧାର ହୋଇଛି । ବରମୁଣ୍ଡା ହାଉସିଂବୋର୍ଡ କଲୋନୀର…

ଅଜଣା ଗାଡି ଧକ୍କାରେ ଦମ୍ପତ୍ତି ମୃତ

କୋକସରା,୫ ।୧୨(ଓଡିଶା ଭାସ୍କର): ମର୍ଣ୍ଣିଂ ୱର୍କ ଯାଉଥିବାବେଳେ ଅଜଣା ଗାଡି ଧକ୍କାରେ ଆଜି ସ୍ବାମୀ ସ୍ତ୍ରୀଙ୍କର ମୃତ୍ୟୁ ଘଟିଛି। ଘଟଣାଟି ଘଟିଛି କଳାହାଣ୍ଡି ଜିଲ୍ଲା ୨୬ ନମ୍ବର ଜାତୀୟ ରାଜପଥ ମଇଚଲା ନିକଟରେ। ମୃତ…

୧୫ ସୁଦ୍ଧା କମିବ ପିଆଜ ଦର

ଭୁବନେଶ୍ୱର,୪ ।୧୨(ଓଡିଶା ଭାସ୍କର):୧୫ ତାରିଖ ସୁଦ୍ଧା କମିପାରେ ପିଆଜ ଦର । ଏନେଇ ଆଜି ସୂଚନା ଦେଇଛନ୍ତି ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା । ସେ କହିଛନ୍ତି ଯେ, ‘ଡିସେମ୍ବର ୧୫ ସୁଦ୍ଧା ପିଆଜ ଦର…

ଭୁଲ୍ ଇନଜେକ୍ସନ ଦେଇ ଡାକ୍ତର ନିଲମ୍ବିତ

ପାଟଣାଗଡ,୪ ।୧୨(ଓଡିଶା ଭାସ୍କର): ନିରାମୟ ଯୋଜନା ଉଲ୍ଲଂଘନ ନେଇ ସରକାରଙ୍କ ଜିରୋ ଟଲରାନ୍ସ । ଏନେଇ ପାଟଣାଗଡ଼ ହସ୍ପିଟାଲର ଶିଶୁ ବିଶେଷଜ୍ଞ ଡାକ୍ତର ବିଜୁ ଅଗ୍ରୱାଲଙ୍କୁ ଆଜି ନିଲମ୍ବିତ କରାଯାଇଛି । ଏହା ସହ ପାଟଣାଗଡ଼…

ନେତାଙ୍କ ବଡ ବୟାନ: ମିଶିବ କି ‘କାଳିଆ’ ଓ ‘ପିଏମ୍ କିଷାନ’ ଯୋଜନା !

ଭୁବନେଶ୍ୱର,୪ ।୧୨(ଓଡିଶା ଭାସ୍କର): ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଓ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି । ଏହି ପ୍ରସଙ୍ଗରେ ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି ନିଜର ପ୍ରତିକ୍ରିୟା…