fbpx
Browsing Category

ରାଜ୍ୟ

‘ମୋ ସରକାର’ରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା

ଭୁବନେଶ୍ୱର,୭ ।୧୨(ଓଡିଶା ଭାସ୍କର): ସ୍ୱାସ୍ଥ କ୍ଷେତ୍ରରେ ଉନ୍ନତି ଆଣିବାକୁ ‘ମୋ ସରକାର’ ଯୋଜନାରେ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ୬ଟି ଜିଲ୍ଲାକୁ ‘ମୋ ସରକାର’ ଟିମ୍ ଗସ୍ତ କରିଥିଲେ ।…

ଛାତ୍ରୀ ମୃତ, ଉତ୍ତ୍ୟକ୍ତ ହୋଇ ଗାଁ ଲୋକେ ଜାଳିଲେ ଅଟୋ

କେନ୍ଦ୍ରାପଡ଼ା,୭ା୧୨(ଓଡ଼ିଶା ଭାସ୍କର): କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଗରା ଛକରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସେଠାରେ ଭାରସାମ୍ୟ ହରାଇ ଏକ ସ୍କୁଲ ଅଟୋ ଓଲଟି ପଡ଼ିଛି । ସେହି ଦୁର୍ଘଟଣାରେ ସରସ୍ୱତୀ ବିଦ୍ୟା…

ସ୍କୁଲ ତରଫରୁ ଛାତ୍ରୀଙ୍କୁ କୌଣସି ପ୍ରକାରର ନିର୍ଯାତନା ଦିଆଯାଇନାହିଁ: ଅଧ୍ୟକ୍ଷା

ଭୁବନେଶ୍ୱର,୭ା୧୨(ଓଡ଼ିଶା ଭାସ୍କର): ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ-୩ର ଛାତରୁ ଡ଼େଇଁ ଛାତ୍ରୀ ଗୁରୁତର ହୋଇଯାଇଥିଲେ । ଏହି ଘଟଣା ସମ୍ପର୍କରେ ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୩ର ଅଧ୍ୟକ୍ଷା ପ୍ରତିକ୍ରିୟା…

ଚାଷୀଙ୍କ ପାଇଁ ମିଶିଲା କାଳିଆ-କିଷାନ, ମିଳିବ ୧୦ ହଜାର ଟଙ୍କା

ଭୁବନେଶ୍ୱର,୭ ।୧୨(ଓଡିଶା ଭାସ୍କର): କେନ୍ଦ୍ର ଓ ରାଜ୍ୟ ସରକାର ମିଳିମିଶି ଚାଷୀମାନଙ୍କୁ ସାବଲମ୍ବୀ କରିବେ । କାଳିଆ ଯୋଜନା ଗାଇଡ୍ ଲାଇନରେ କିଛିଟା ପରିବର୍ତ୍ତନ ଆଣିଛନ୍ତି ସରକାର । ଏନେଇ କୃଷି ବିଭାଗ ବୈଠକରେ…

ଆଜି ଓଡିଶା ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର,୭ ।୧୨(ଓଡିଶା ଭାସ୍କର): ଆଜିଠାରୁ ୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବାୟୁସେନାର ସ୍ବତନ୍ତ୍ର ବିମାନଯୋଗେ ଭୁବନେଶ୍ୱର…

ପୁରୀ ଗଣଦୁଷ୍କର୍ମ ମାମଲା, ଆଉ ଏକ ଅଭିଯୁକ୍ତ ଗିରଫ

ପୁରୀ,୬ା୧୨(ଓଡ଼ିଶା ଭାସ୍କର): ପୁରୀରେ ଏକ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଥାନାରେ ମାମଲା ରୁଜୁ ହୋଇଥିଲା । ସେହି ମାମଲାରେ ଆଜି ଆଉ ଜଣେ ଅଭିଯୁକ୍ତକୁ କୁମ୍ଭାରପଡ଼ା ପୋଲିସ ଗିରଫ କରିଛି । ବ୍ରହ୍ମଗିରି ଆଳିପଟୁ ଗାଁର…

ଶ୍ରମନ୍ଦିରର ଏରିଅଲ ଭିଡ଼ିଓ ଅନଲାଇନରେ ବିକ୍ରି!

ପୁରୀ,୬ା୧୨(ଓଡ଼ିଶା ଭାସ୍କର): ପୁରୀ ଶ୍ରମନ୍ଦିରର ଏରିଅଲ ଭିଡ଼ିଓ ଅନଲାଇନରେ ବିକ୍ରି ଅଭିଯୋଗ ହୋଇଛି । ଜଗନ୍ନାଥ ଷ୍ଟକ ଭିଡ଼ିଓ ଫୁଟେଜ ସଟରଷ୍ଟକ ସାଇଟରେ ଏହି ଭିଡ଼ିଓ ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ସେହି ସରଇଟରୁ…

ଉଡ଼ାନ୍-୪ରେ ସାମିଲ ହେବ ଓଡ଼ିଶାର ୩ ବିମାନବନ୍ଦର

ଭୁବନେଶ୍ୱର,୬ା୧୨(ଓଡ଼ିଶା ଭାସ୍କର): ମୁଖ୍ୟ ଶାସନ ସଚିବଙ୍କ ସହ ବେସାମରିକ ବିମାନ ଚଳାଚଳ ସଚିବ ଆଜି ଆଲୋଚନା କରିଥିଲେ । ଏହି ଆଲୋଚନା ପରେ ଉଡ଼ାନ୍-୪ରେ ଓଡ଼ିଶାର ୩ ବିମାନବନ୍ଦର ସାମିଲ ହେବ ବୋଲି ଜଣାପଡ଼ିଛି । ଜୟପୁର,…

ସେବାଶ୍ରମରେ ଛାତ୍ରୀ ଗର୍ଭବତୀ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

କୋରାପୁଟ,୬ ।୧୨(ଓଡିଶା ଭାସ୍କର): କୋରାପୁଟ ଜିଲ୍ଲାର ଜୟପୁର ସେବାଶ୍ରମର ଛାତ୍ରୀ ଗର୍ଭବତୀ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ହେଉଛନ୍ତି ସେବାଶ୍ରମର ପ୍ରଧାନ ଶିକ୍ଷୟିତ୍ରୀଙ୍କ ୬୦ ବର୍ଷିୟ…

ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୬ା୧୨(ଓଡ଼ିଶା ଭାସ୍କର): +୨ରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଆଜି ଲାପଟପ୍ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୫ହଜାର ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ବଣ୍ଟାଯାଇଛି । ବର୍ତ୍ତମାନ…