Browsing Category

ରାଜ୍ୟ

ତେଜିଲା ଫଟୋ ରାଜନୀତି: ଅପରାଜିତାଙ୍କୁ ଏପରି ଜବାବ୍ ଦେଲେ ସସ୍ମିତ ପାତ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟିକାକରଣରେ ଫଟୋକୁ ନେଇ ତେଜିଛି ରାଜନୀତି । ମୁହାଁମୁହିଁ ହୋଇଛି ବିଜେଡି ଓ ବିଜେପି । କୋଭିଡ ଟିକାକରଣ କେନ୍ଦ୍ରରେ ଫଟୋକୁ ନେଇ ସାଂସଦ ଅପରାଜିତାଙ୍କ ଟ୍ୱିଟ ପରେ କଡା ଜବାବ ଦେଇଛନ୍ତି…

କରୋନାର ତୃତୀୟ ଲହର ଓ ଡେଲଟା ପ୍ଲସ ନେଇ କ’ଣ କହିଲେ ଡିଏମଇଟି ? ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଏବେ ବି ଜାରି ରହିଥିବା ବେଳେ ତୃତୀୟ ଲହରକୁ ନେଇ ଚିନ୍ତା ବଢିଛି । ଏହାରି ମଧ୍ୟରେ ତୃତୀୟ ଲହର ଓ ଡେଲଟା ପ୍ଲସ ଭେରିଏଣ୍ଟ ନେଇ ପ୍ରତିକ୍ରିୟା ପ୍ରକାଶ…

ଚଳିତ ବର୍ଷ ନବମ ଓ ଦଶମ ପିଲାଙ୍କ ସିଲାବସ୍ ୩୦ ପ୍ରତିଶତ କମିବ, ଗଣଶିକ୍ଷା ବିଭାଗ ପକ୍ଷରୁ ଦିଆଗଲା ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନାର ଦ୍ୱିତୀୟ ଲହରର ପ୍ରଭାବ ସମ୍ପୂର୍ଣ୍ଣ ଭାବେ ହ୍ରାସ ପାଇନାହିଁ । ପୂର୍ବରୁ କୋଭିଡ୍ କାରଣରୁ ସମସ୍ତ ସ୍କୁଲ ବନ୍ଦ ରହିଥିବା ବେଳେ କେବେ ଖୋଲିବ ସେଇ କୌଣସି ନିଷ୍ପତ୍ତି…

ରାଜ୍ୟରେ ପୁଣି ବଢ଼ିଲା କରୋନା ମୃତ୍ୟୁସଂଖ୍ୟା: ଆଜି ୪୬ ଜଣଙ୍କ ପ୍ରାଣହାନୀ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଆୟତ୍ତକୁ ଆସିଯାଇଥିବା ବେଳେ ମୃତ୍ୟୁର କିନ୍ତୁ ଲଗାମ୍ ନାହିଁ । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ । ଗତ ୨୪…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୩୪୫୬ ପଜିଟିଭ୍

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଲକଡାଉନ୍, ସଟଡାଉନ୍ ଓ କର୍ଫ୍ୟୁ ଆଦି କଟକଣା ସହ ଜନସାଧାରଣଙ୍କ କୋଭିଡ୍ ସଚେତନତା ଯୋଗୁଁ କରୋନା ନିମ୍ନମୁଖୀ ହେବାରେ…

କେନ୍ଦ୍ର ସରକାରଙ୍କ ଲାଗୁ କଲେ ପରିବର୍ତ୍ତିତ ନୂଆ ଟିକାକରଣ ନୀତି, ଏଣିକି କମ୍ପାନୀଠାରୁ ସିଧା ଟିକା କିଣିବେ ଘରୋଇ ହସ୍ପିଟାଲ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): କେନ୍ଦ୍ର ସରକାରଙ୍କ ପରିବର୍ତିତ ଟିକାକରଣ ନୀତି ଲାଗୁ ହେବା ପରେ ଘରୋଇ ହସ୍ପିଟାଲ ଗୁଡିକ ସର୍ଭିସ ଚାର୍ଜ ନେଇ ଦେଉଥିବା ଟିକାକୁ ବନ୍ଦ କରି ଦିଆଯାଇଛି । ଘରୋଇ ହସ୍ପିଟାଲ ଗୁଡିକ ଚାହିଁଲେ…

ପୂର୍ବତଟ ରେଳପଥରେ ଚାଲିବ ୯ ଯୋଡ଼ା ବିଶେଷ ଟ୍ରେନ, ଜାଣନ୍ତୁ ଚଳାଚଳାର ତାରିଖ ଓ ସମୟ..

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପୂର୍ବତଟ ରେଳପଥ ମଧ୍ୟରୁ ଏବଂ ଏହାର ପରିସୀମା ମଧ୍ୟ ଦେଇ ୯ ଯୋଡ଼ା ବିଶେଷ ଟ୍ରେନ ପରବର୍ତ୍ତୀ  ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରାଇବାକୁ ରେଳ ମନ୍ତ୍ରଣାଳୟ ନିଷ୍ପତି ନେଇଛି । ଏହି ବିଶେଷ…

ଫାଟିଲା ପାଣି ପାଇପ୍, ବିପଦରେ ବାଙ୍କୀ ମୁଖ୍ୟରାସ୍ତା

ବାରଙ୍ଗ (ଓଡ଼ିଶା ଭାସ୍କର) : ବାଙ୍କୀ-କଟକ ମୁଖ୍ୟ ରାସ୍ତା ଗୋଡିସାହି ପୁରୀ ମୁଖ୍ୟ କେନାଲ ବ୍ରିଜ ନିକଟରେ ପାଣି ପାଇପ ଫାଟି ଯିବା ଫଳରେ ୧୦ଫୁଟ ଉର୍ଦ୍ଧ ଓସାରର ରାସ୍ତା ଧସିଛି । ବିଦ୍ୟାଧରପୁର ପାହାଡରେ ନୂତନ ଭାବେ…

ଟ୍ରଫ୍‌-ଲାଇନ୍‌ର ପ୍ରଭାବରେ ଲଗାଣ ବର୍ଷା ଆଶଙ୍କା, ୨୪ ଘଣ୍ଟା ମଧ୍ୟରେ ୭ ଜିଲ୍ଲାରେ ପ୍ରବଳ ବର୍ଷା ଛେଚିବ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଟ୍ରଫ୍‌-ଲାଇନ୍‌ର ପ୍ରଭାବ ଏବଂ ଦକ୍ଷିଣ ବଙ୍ଗଳାଦେଶ ତଥା ତାର ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗର ଅଂଚଳରେ ସମୁଦ୍ରତ ଥାନ ଠାରୁ ୨.୧ ରୁ ୭.୬ କିମି ଯାଏଁ ବ୍ୟାପିଥିବା ଘୁର୍ଣ୍ଣି ବଳୟ…

ଯୁବତୀଙ୍କୁ ଜବରଦସ୍ତି ବାହା ହେବା ଜିଦ୍‌ରେ କ୍ଲିନିକ୍‌ରେ ହାଇଡ୍ରାମା କଲେ ଓ୍ବାନ୍ ସାଇଡ୍ ଲଭର୍, ଅଭିଯୋଗ ପରେ ବନ୍ଧା ହେଲେ ୨ଟି ସନ୍ତାନର…

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଏକତରଫା ପ୍ରେମ କରିବା ଜଣେ ବିବାହିତ ଯୁବକଙ୍କୁ ମହଙ୍ଗା ପଡିଛି । ଶେଷରେ ଯୁବକ ଜଣକ ଉକ୍ତ ଯୁବତୀଙ୍କୁ ବଳପୂର୍ବକ ମାଡ ମାରିବା ସହ ନିଜ ସାଥିରେ ନେଇ ଯିବାକୁ ଜିଦ୍‌ ଧରିଥିଲେ । ଏହି ଭଳି…