Browsing Category

ରାଜ୍ୟ

ଆସନ୍ତା ୧୪ ଓ ୧୫ରେ ମାଟ୍ରିକ ଖାତା ଦେଖା ବନ୍ଦ

ଭୁବନେଶ୍ୱର, ୧୨ା୬(ଓଡ଼ିଶା ଭାସ୍କର): ଦୁଇ ଦିନ ମାଟ୍ରିକ ଖାତା ଦେଖା ବନ୍ଦ ରହିବ । ଚଳିତ ମାସ ୧୪ ଓ ୧୫ ତାରିଖରେ ମାଟ୍ରିକ ଖାତା ଦେଖା ବନ୍ଦ ରହିବ ବୋଲି ସୂଚନା ମିଳିଛି । ଓଡ଼ିଆ ପର୍ବ ରଜ ଉପଲକ୍ଷେ ସବୁ ମୂଲ୍ୟାୟନ…

୧୭ରୁ ଖୋଲିବ ରାଜ୍ୟର ସବୁ କଲେଜ ଓ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର, ୧୨ା୬(ଓଡ଼ିଶା ଭାସ୍କର): ଚଳିତମାସ ୧୭ରୁ ରାଜ୍ୟର ସବୁ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବ । ଏଥି ସହିତ ସମସ୍ତ ଶିକ୍ଷକ, ଅଣଶିକ୍ଷକ ଓ ଅଧିକାରୀ କାର୍ଯ୍ୟରେ ଯୋଗ ଦେବେ । ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସବୁ…

ମାର୍କେଟ ବିଲ୍ଡିଂ ସିଲ୍

ଭୁବନେଶ୍ୱର, ୧୨ା୬(ଓଡ଼ିଶା ଭାସ୍କର): ଆଉ ଦୁଇ ଦିନ ଗଲେ ଓଡ଼ିଆ ପର୍ବ ରଜ । ରଜ ପାଇଁ କିଛିଟା କଟକଣା କୋହଳ କରାଯାଇ ଦୋକାନ ବଜାର ସବୁ ଖୋଲା ରଖାଯିବା ସହ ଆଜି ନାଇଟ କର୍ଫ୍ୟୁକୁ କୋହଳ କରାଯାଇଥିଲା । କିନ୍ତୁ କୋଭିଡ଼ ନିୟମ…

ରାଜ୍ୟର ୧୪ଜିଲ୍ଲାରୁ ୧୨୦ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୧୨ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୧୨୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୨୪୭୪ରେ ପହଞ୍ଚିଛି । ୧୪ ଜିଲ୍ଲାରୁ ସୁସ୍ଥ ହୋଇଥିବା ୧୨୦…

ସତର୍କତା ଓ ଦକ୍ଷତାର ସହ କାମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର, ୧୨ା୬(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ଡିଆଇଜି ଓ ଏସପିଙ୍କ ସହ ଭିଡ଼ିଓ କନଫରେନ୍ସ ଜରିଆରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି । ଜିଲ୍ଲା ସ୍ତରରେ କରୋନା ଓ ଆଇନଶୃଙ୍ଖଳା ସ୍ଥିତି ନେଇ…

ବରକୁ ୫୨ ତ କନ୍ୟାକୁ ୨୫! ଅସଂଯତ ଅବସ୍ଥାରେ ଧରାପଡିବାରୁ ଗାଁ ଦାଣ୍ଡରେ ହେଲା ବାହାଘର

ସରକାରୀ ବାବୁଙ୍କୁ ଭାରି ପଡିଲା ଚୋରା ପୀରତି । ଅସଂଯତ ଅବସ୍ଥାରେ ଯୁବତୀଙ୍କ ସହ ଧରାପଡିବାରୁ ଗାଁ ଦାଣ୍ଡରେ ଦୁହିଁଙ୍କ ବାହାଘର କରାଇଲେ ଗ୍ରାମବାସୀ । ଅନ୍ୟପଟେ ଝିଅକୁ ମାତ୍ର ୨୫ ବର୍ଷ ହୋଇଥିବା ବେଳେ ବରକୁ ୫୨ ବର୍ଷ ।…

ଗଞ୍ଜାମରେ ରଜ ମହୋତ୍ସବ ପାଳନ ଉପରେ କଟକଣା

ଗଞ୍ଜାମ, ୧୨ା୬(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ସତର୍କତା ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲାରେ ରଜ ମହୋତ୍ସବ ପାଳନ ଉପରେ କଟକଣା ଲାଗୁ କରାଯାଇଛି ।…

ଡଙ୍ଗା ବୁଡ଼ି ୨ ମୃତ

ପାରାଦୀପ, ୧୨ା୬(ଓଡ଼ିଶା ଭାସ୍କର): ମହାନଦୀ ମୁହାଣରେ ଏକ ମାଛଧରା ଡ଼ଙ୍ଗା ଓଲଟି ପଡ଼ିଛି । ଯାହାଫଳରେ ସେଥିରେ ଥିବା ୨ଜଣ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଛି । ୧୩ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ସୂଚନା ମିଳିଛି ।…

ପୋଲିସ କର୍ମଚାରୀଙ୍କୁ କରୋନା, ଥାନା ସିଲ୍

ମାଲକାନଗିରି, ୧୨ା୬(ଓଡ଼ିଶା ଭାସ୍କର): ମାଲକାନଗିରିରେ ପୋଲିସ କର୍ମଚାରୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ସୂଚନା ମିଳିଛି । ତେଣୁ ମୋଟୁ ଥାନା ଅଧିକାରୀ ଓ ସମସ୍ତ କର୍ମଚାରୀଙ୍କୁ ସଙ୍ଗରୋଧରେ ରଖାଯାଇଛି । ଏଥିସହିତ…

ରାଜ୍ୟରେ କମିଛି ସଡ଼କ ଦୁର୍ଘଟଣା: ପରିବହନ ମନ୍ତ୍ରୀ

ଭୁବନେଶ୍ୱର, ୧୨ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ନୂଆ ମୋଟର ଯାନ ଆଇନ ଲାଗୁପରେ ସଡ଼ ଦୁର୍ଘଟଣା କମିଛି । ଦୁର୍ଘଟଣା ଜନିତ ମୃତ୍ୟୁହାର ସହ ଆହତଙ୍କ ସଂଖ୍ୟା ମଧ୍ୟ କମିଛି । ସଡ଼କ ଦୁର୍ଘଟଣା ହ୍ରାସ ନେଇ ପରିବହନ ମନ୍ତ୍ରୀ…