Browsing Category

ରାଜ୍ୟ

୧୬ରେ ରାଉରକେଲା ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩ ।୨(ଓଡିଶା ଭାସ୍କର): ଫେବ୍ରୁଆରୀ ୧୬ରେ ରାଉରକେଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଉରକେଲାରେ ବିଭିନ୍ନ ପ୍ରକଳ୍ପର ଲୋକର୍ପଣ କରିବେ ମୁଖ୍ୟମନ୍ତ୍ରୀ । ଏହା ସହ ମୁଖ୍ୟମନ୍ତ୍ରୀ ବିଭିନ୍ନ…

ପଶ୍ଚିମ ଓଡିଶାରେ ‘ଚକାଜାମ୍’

ସମ୍ବଲପୁର, ୧୩ ।୨(ଓଡିଶା ଭାସ୍କର): ପଶ୍ଚିମ ଓଡିଶାରେ ବିଜେପି ପକ୍ଷରୁ ୩ ଘଣ୍ଟିଆ ଚକାଜାମ ଆରମ୍ଭ ହୋଇଛି । ଜାତୀୟ ଓ ରାଜ୍ୟ ରାଜପଥରେ ଦିନ ୧୦ରୁ ୧ଟା ପର୍ଯ୍ୟନ୍ତ ଚକାଜାମ କରିଛି ବିଜେପି । ପଶ୍ଚିମ ଓଡିଶାର ମୋଟ ୩୭ଟି…

ଦେଶରେ ୨୪ ଘଣ୍ଟାରେ ୧୦୩ ମୃତ

ନୂଆଦିଲ୍ଲୀ, ୧୩ ।୨: ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଦେଶରେ ୧ ଲକ୍ଷ ୫୫ ହଜାର ୫୫୦ ମୃତକଙ୍କ ସଂଖ୍ୟା ପାର ହୋଇଥିବା ବେଳେ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ୧୦୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।…

ଶ୍ରୀମନ୍ଦିର ଭିତର ଫଟୋ ପୁଣି ଭାଇରାଲ

ପୁରୀ,୧୩ ।୨(ଓଡିଶା ଭାସ୍କର): ସୋସିଆଲ ମିଡିଆରେ ଶ୍ରୀମନ୍ଦିରର ଭିତର ଫଟୋ ଭାଇରାଲ ହୋଇଛି । ଶ୍ରୀମନ୍ଦିରର ଦକ୍ଷିଣଦ୍ୱାର ପକ୍ଷ ମନ୍ଦିରର ଭିତର ଫଟୋ ଭାଇରାଲ ହୋଇଛି । ଇନଷ୍ଟାଗ୍ରାମରେ ଶ୍ରୀମନ୍ଦିର ଭିତରର ୨ଟି ଫଟୋ…

ଆଜି ଶ୍ରୀଜିଉଙ୍କ ‘ପଦ୍ମବେଶ’

ପୁରୀ,୧୩ ।୨(ଓଡିଶା ଭାସ୍କର): ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ‘ପଦ୍ମବେଶ’ । ପରମ୍ପରା ଅନୁଯାୟୀ ବଡସଂହାର ବେଶରେ ମହାପ୍ରଭୁଙ୍କ ବେଶ ଲାଗି ନୀତି ଆରମ୍ଭ ହେବ । ବଡଛତା ମଠ ପକ୍ଷରୁ ପଦ୍ମବେଶ ଶ୍ରୀମନ୍ଦିରକୁ ବିଜେ…

କୋଟିଆରେ ଚାଲିଛି ମତଦାନ

କୋଟିଆ,୧୩ ।୨(ଓଡିଶା ଭାସ୍କର): କୋରାପୁଟ ‘କୋଟିଆ’ରେ ଆନ୍ଧ୍ର ପକ୍ଷରୁ ପଞ୍ଚାୟତ ନିର୍ବାଚନ ଚାଲିଛି । ଭୋଟ ଦେବାକୁ ମତଦାନ କେନ୍ଦ୍ରରେ ମତଦାତାମାନେ ଧାଡିବାନ୍ଧି ଠିଆ ହୋଇଛନ୍ତି । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ…

ଜଳିଗଲା ଯାତ୍ରୀବାହୀ ବସ୍

ରାୟଗଡ଼ା,୧୩ ।୨(ଓଡିଶା ଭାସ୍କର): ରାୟଗଡା ଶିରିଗୁଡା ତାରିଣୀ ଛକରେ ଜଳିଗଲା ଯାତ୍ରୀବାହୀ ବସ୍ । ଅଗ୍ନିକାଣ୍ଡର କାରଣ  ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । କିନ୍ତୁ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରୁ ଅଳ୍ପକେ…

ଘାଟି ତଳକୁ ଖସିଲା ମିନି ବସ,୪ ମୃତ

କୋରାପୁଟ, ୧୩।୨ : କୋରାପୁଟ-ଆନ୍ଧ୍ର ସୀମାନ୍ତ ଅନନ୍ତଗିରିରେ ଘାଟି ତଳକୁ ଖସିଛି ମିନି ବସ୍‌ । ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଜଣ ଆହତ ହୋଇଥିବା ଜଣାପଡିଛି । ତେବେ ମୃତକଙ୍କ ମଧ୍ୟରେ ୨ ଜଣ…

ବାଇ-ଲ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ୱିଟ୍ ।

ଭୁବନେଶ୍ୱର, ୧୨ା୨ (ଓଡିଶା ଭାସ୍କର) ବାଇ-ଲ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରିଛନ୍ତି ।ଏହି ଟ୍ୱିଟ୍ ରେ ସେ କହିଛନ୍ତି ଯେ ଓଡିଶାର ସଂସ୍କୃତି, ଭାବନାକୁ ଗୁରୁତ୍ୱ ଦିଅନ୍ତି ମୋଦୀ ସରକାର ।…