Browsing Category

ରାଜ୍ୟ

କରୋନା ଭାଇରସ୍: ଥଣ୍ଡା, ଜ୍ୱର ଅନୁଭବ କଲେ ୧୪ଦିନ ଛୁଟି

ନୂଆଦିଲ୍ଲୀ, ୧୯ା୩: ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ । କରୋନା ପାଇଁ ଲୋକସେବା ଭବନ କର୍ମଚାରୀଙ୍କ ପାଇଁ କଟକଣା ଲାଗୁ ହୋଇଛି । ଯଦି କୌଣସି କର୍ମଚାରୀ ଥଣ୍ଡା, ଜ୍ୱର ଅନୁଭବ କରିବେ ତେବେ…

ୟେସ୍ ବ୍ୟାଙ୍କରୁ ଫେରିଲା ଶ୍ରୀମନ୍ଦିର ଟଙ୍କା

ପୁରୀ,୧୯ ।୩(ଓଡିଶା ଭାସ୍କର): ସଙ୍କଟରେ ଚାଲିଥିବା ୟେସ୍ ବ୍ୟାଙ୍କର ବ୍ୟାଙ୍କିଂ ସେବା ଗତକାଲିଠାରୁ ସ୍ୱାଭାବିକ ହୋଇଛି । ଏହାରି ମଧ୍ୟରେ ବ୍ୟାଙ୍କରୁ ଫେରିଆସିଛି ଜଗନ୍ନାଥଙ୍କ ଜମା ଟଙ୍କା । ଶ୍ରୀମନ୍ଦିରର ୩୯୭ କୋଟି ୨୩…

ନବୀନଙ୍କୁ ପ୍ରଶଂସା କଲେ ମୋଦୀ

ଭୁବନେଶ୍ୱର,୧୮ ।୩(ଓଡିଶା ଭାସ୍କର): କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଦେଶରୁ ଫେରିଥିବା ବ୍ୟକ୍ତିଙ୍କ ପଞ୍ଜୀକରଣ ନେଇ ପ୍ରଶଂସା…

ଲୋକସେବା ଭବନରେ ‘କରୋନା’ ଆଲୋଚନା

ଭୁବନେଶ୍ୱର,୧୮ ।୩(ଓଡିଶା ଭାସ୍କର): ଜିଲ୍ଲା ଓ ଗ୍ରାମାଞ୍ଚଳରେ କରୋନା ସଚେତନକୁ ଜୋରଦାର କରିବା ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଓ ବରିଷ୍ଠ ଅଧିକାରୀମାନେ ଭିଡିଓ କନଫରେନ୍ସିଂ ଜରିଆରେ ୩୦ଟି…

ବଢିଲା ଡିଜି ଅଭୟଙ୍କ କାର୍ଯ୍ୟକାଳ

ଭୁବନେଶ୍ୱର,୧୮ ।୩(ଓଡିଶା ଭାସ୍କର): ଡିଜି ଅଭୟଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ୨୦୨୧ ଡିସେମ୍ବର ୩୧ ଯାଏଁ ତାଙ୍କର କାର୍ଯ୍ୟକାଳ ବୃଦ୍ଧି ହୋଇଛି । ଡିଜିଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ଗୃହ ବିଭାଗ…

ରାଜ୍ୟରେ ବଢିଲା ପ୍ଲାଟଫର୍ମ ଟିକେଟ୍ ଦର

ଭୁବନେଶ୍ୱର,୧୮ ।୩(ଓଡିଶା ଭାସ୍କର): କରୋନା ପ୍ରଭାବରେ ବଢିଲା ଷ୍ଟେସନ ପ୍ଲାଟଫର୍ମ ଟିକେଟ୍ ଦର । ପୂର୍ବତଟ ରେଳବାଇର ୧୦ଟି ଷ୍ଟେସନରେ ବଢିଛି ଟିକେଟର ଦର । ୧୦ ଟଙ୍କା ବଦଳରେ ଏବେ ଷ୍ଟେସନରେ ପ୍ରବେଶ ପାଇଁ ଦେବାକୁ ପଡିବ…

ଗଛରେ ପିଟିହେଲା କାର୍

ପାଟଣାଗଡ,୧୮ ।୩(ଓଡିଶା ଭାସ୍କର): ବଲାଙ୍ଗୀର ଜିଲ୍ଲା ବେଲପଡା ଅନ୍ତର୍ଗତ ମଣ୍ଡଳ ଛକରୁ ଶହେ ମିଟର ଦୂରତାରେ ଏକ କାର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । କାରଟିରେ କଳାହାଣ୍ଡି ଜିଲ୍ଲା ରୁଫଡା ଗ୍ରାମର ଦୀପକ…

କରୋନା ଗୀତକୁ ନେଇ ବିବାଦ ପରେ କଣ୍ଠଶିଳ୍ପୀ ହ୍ୟୁମାନଙ୍କ ସଫେଇ

ଭୁବନେଶ୍ୱର, ୧୮ା୩(ଓଡ଼ିଶା ଭାସ୍କର): ବର୍ତ୍ତମାନ ସାରା ବିଶ୍ୱରେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି କରୋନା । ଏହି ଭାଇରସ୍ ଉପରେ ପ୍ରସ୍ତୁତ ଏକ ଗୀତରେ କିଛି ଦିନ ତଳେ ବହୁ ଚର୍ଚ୍ଚିତ କଣ୍ଠଶିଳ୍ପୀ ହ୍ୟୁମାନ ସାଗର କଣ୍ଠଦାନ…

ଓଡ଼ିଶାରେ ୪୭ନମୁନାରୁ ୪୬ନେଗଟିଭ୍ : ସୁବ୍ରତ ବାଗଚୀ

ଭୁବନେଶ୍ୱର, ୧୮ା୩(ଓଡ଼ିଶା ଭାସ୍କର): ଗତ ତିନି ଦିନ ପରି ଆଜି ମଧ୍ୟ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କରୋନା ସମ୍ପର୍କିତ ୨୪ଘଣ୍ଟାର ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି କରୋନା ନେଇ…