Browsing Category

ରାଜ୍ୟ

ମାତାଲ OAPF କନେଷ୍ଟବଳ ନିଲମ୍ବିତ

ମୟୁରଭଞ୍ଜ, ୧୪ା୨(ଓଡ଼ିଶା ଭାସ୍କର): ମୟୁରଭଞ୍ଜ ହିଙ୍ଗୁଳା ଯାତ୍ରାରେ ପୋଲିସ ମାତାଲ ହେବା ଘଟଣା ଘଟିଥିଲା । ଏହି ଘଟଣାରେ ମାତାଲ ଓଏପିଏଫ କନେଷ୍ଟବଳ ଗଗନ ବିହାରୀ ନାୟକଙ୍କୁ ନିଲମ୍ବିତ କରାଯାଇଛି । ମାତାଲ ଗଗନ…

ଅନୁପ ସାଏଙ୍କ ଗିରଫ ମାମଲା, ତଦନ୍ତ କରିଥିବା ସମସ୍ତ ପୋଲିସକୁ ମିଳିବ ପୁରସ୍କାର

ବିଳାସପୁର, ୧୪ା୨(ଓଡ଼ିଶା ଭାସ୍କର): ପୂର୍ବତ୍ତନ ବିଜେଡ଼ି ବିଧାୟକ ଅନୁପ ସାଏଙ୍କ ଡବଲ ମର୍ଡ଼ର ମାମଲାରେ ଗିରଫ କରିଥିଲା ଛତିଶଗଡ଼ ପୋଲିସ । ଏହି ମାମଲାରେ ତଦନ୍ତ କରିଥିବା ସମସ୍ତ ପୋଲିସକୁ ପୁରସ୍କାର ମିଳିବ । ପ୍ରତି…

ଜେଲ ଗଲେ ଅନୁପ ସାଏ

ସମ୍ବଲପୁର,୧୪ ।୨(ଓଡିଶା ଭାସ୍କର): ୨୦୧୬ରେ କଳ୍ପନା ଓ ତାଙ୍କ ନାବାଳିକା ଝିଅକୁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଅର୍ଥାତ୍ ବ୍ରଜରାଜନଗରର ପୂର୍ବତନ ବିଜେଡି ନେତା ଅନୁପ ସାଏଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଲେ…

ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ

ମୟୂରଭଞ୍ଜ,୧୪ ।୨(ଓଡିଶା ଭାସ୍କର): ପାରିବାରିକ କଳହର କରୁଣ ପରିଣତି । ପୁଅର ଟାଙ୍ଗିଆ ଚୋଟରେ ବାପର ମୃତ୍ୟୁ । ଏମିତି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ରଙ୍ଗଜାମ୍…

ଟ୍ରାଫିକ ଭିଡ଼ ଯୋଗୁଁ ଆମ୍ବୁଲାନ୍ସରେ ଶିଶୁର ମୃତ୍ୟୁ, ପୋଲିସ କମିସନରଙ୍କ ସ୍ପଷ୍ଟୀକରଣ

ଭୁବନେଶ୍ୱର, ୧୪ା୨(ଓଡ଼ିଶା ଭାସ୍କର): ଟ୍ରାଫିକ ଭିଡ଼ରେ ଫସି ଆମ୍ବୁଲାନ୍ସରେ ଶିଶୁର ମୃତ୍ୟୁ ଘଟଣାକୁ ନେଇ ପୋଲିସ କମିସନର ଆଜି ସ୍ପଷ୍ଟୀକରଣ ରଖିଛନ୍ତି । ସିସିଟିଭି ଫୁଟେଜ ଯାଞ୍ଚ କରି କମିସନର ଏହି ଘଟଣାର ନୂଆ ତଥ୍ୟ…

ଦୋଷ ମାନିଲେ ଅନୁପ ସାଏ: ରାୟଗଡ଼ ଏସପି

ଭୁବନେଶ୍ୱର, ୧୪ା୨(ଓଡ଼ିଶା ଭାସ୍କର): ପୂର୍ବତନ ବିଜେଡ଼ି ବିଧାୟକ ଅନୁପ ସାଏଙ୍କ ଗିରଫକୁ ନେଇ ଛତିଶଗଡ଼ ରାୟଗଡ଼ ଏସପି ସନ୍ତୋଷ ସିଂ ଏକ ସାମ୍ମାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ୨୦୧୬ ମସିହାର ଡବଲ ମର୍ଡ଼ର ମାମଲାରେ…

ଦିଲ୍ଲୀରୁ ଫେରିବା ପରେ ମହମ୍ମଦ ମୋକିମଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ, ୧୪ା୨: ଦିଲ୍ଲୀରୁ ଫେରିବା ପରେ ମହମ୍ମଦ ମୋକିମ ଆଜି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଓଡ଼ିଶାରେ କଂଗ୍ରେସ ସଙ୍ଗଠନ ନେଇ ସେଠାରେ ଆଲୋଚନା ହୋଇଛି । ଦିଲ୍ଲୀ ଗସ୍ତରେ ସଙ୍ଗଠନ ସମ୍ପାଦକଙ୍କୁ ଭେଟିଥିଲେ…

କାଲି ଯାଏଁ ଗୃହ ମୁଲତବି

ଭୁବନେଶ୍ୱର,୧୪ ।୨(ଓଡିଶା ଭାସ୍କର): ୨୦୨୦ ମସିହା ପାଇଁ ଆଜିଠାରୁ ବଜେଟ୍ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ଯାଏଁ ଗୃହକୁ ମୁଲତବି ରହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ତେବେ ଆଜି ଗୃହରେ…

ଅନୁପଙ୍କ ନାମରେ ଠୋସ୍ ପ୍ରମାଣ ପାଇଲା ପୋଲିସ

ଝାରସୁଗୁଡା,୧୪ ।୨(ଓଡିଶା ଭାସ୍କର): ୨୦୧୬ରେ ହୋଇଥିବା ଏକ ହତ୍ୟା ମାମଲାରେ ପୂର୍ବତନ ବିଜେଡି ନେତା ଅନୁପ ସାଏଙ୍କ ବିରୋଧରେ ପୋଲିସକୁ ଆଜି ଠୋସ୍ ପ୍ରମାଣ ମିଳିଛି । ଛତିଶଗଡ ପୋଲିସଙ୍କ ସୂଚନା ଅନୁସାରେ ଅନୁପ ହେଉଛନ୍ତି…

ଗୃହରେ ବଜେଟ୍ ଅଧିବେଶନ ଆରମ୍ଭ

ଭୁବନେଶ୍ୱର,୧୪ ।୨(ଓଡିଶା ଭାସ୍କର): ୨୦୨୦ ପାଇଁ ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ଗୃହରେ ଦିବଙ୍ଗତ ସଦସ୍ୟ ଓ ସହିଦ ବିୟୋଗରେ ଶ୍ରଦ୍ଧାଞ୍ଜଳି ଦେବା ସହ ପ୍ରଥମ ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ୍ ।…