Browsing Category

ରାଜ୍ୟ

ମାନବିକତା ଦେଖାଇଲେ ଗଞ୍ଜାମ ଜିଲ୍ଲାପାଳ, ଗୁରୁତର ବ୍ୟକ୍ତିଙ୍କୁ ନିଜ ଗାଡ଼ିରେ ନେଲେ ଡାକ୍ତରଖାନା

ବ୍ରହ୍ମପୁର,୨୨ ।୧୨(ଓଡିଶା ଭାସ୍କର): ସ୍ୱାର୍ଥପର ସମାଜରେ ମାନବିକତା ଦେଖାଇଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗ । ଦୁର୍ଘଟଣାରେ ଗୁରୁତର ବ୍ୟକ୍ତିଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନା ନେଇ ପ୍ରଶଂସାର…

ଜାହାଜ ଭିତରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ

ଭୁବନେଶ୍ୱର,୨୨ ।୧୨(ଓଡିଶା ଭାସ୍କର): ପାଣି ଜାହାଜରେ ଯାତାୟାତ କରିବା କଥା ଆପଣ ମାନେ ଜାଣିଥିବେ, କିନ୍ତୁ ଆପଣମାନେ କେବେ ଦେଖି ନଥିବେ କି ଶୁଣିନଥିବେ ଜାହାଜ ଭିତରେ ବସି କୁନିକୁନି ଛାତ୍ରଛାତ୍ରୀ ପାଠ ପଢ଼ିବାର। ଏହା…

ଡିସେମ୍ବର ୨୭ରେ ବଲାଙ୍ଗିର ଆସୁଛନ୍ତି ଉପରାଷ୍ଟ୍ରପତି

ଭୁବନେଶ୍ୱର,୨୨ ।୧୨(ଓଡିଶା ଭାସ୍କର): ଡିସେମ୍ବର ୨୭ରେ ବଲାଙ୍ଗିର ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ । ବଲାଙ୍ଗିର ଆସି ସେ ବରକାନିରେ BPCL ଏଲ୍‌ପିଜି ବଟଲିଂ ପ୍ଲାଣ୍ଟକୁ ଲୋକାର୍ପିତ କରିବେ । ଏଥିରେ ରାଜ୍ୟପାଳ…

ଜଳିଗଲା ୨୦୦ କ୍ୱିଣ୍ଟାଲ ଧାନ

ବଲାଙ୍ଗିର,୨୨ ।୧୨(ଓଡିଶା ଭାସ୍କର): ବଲାଙ୍ଗିର ଲୋଇସିଂହା ବ୍ଲକ ଗୁର୍ଜୀଭଟ୍ଟା ଗାଁରେ ଅଗ୍ନିକାଣ୍ଡ । ଚାଷୀଙ୍କ ୨୦୦ କ୍ୱିଣ୍ଟାଲ ଧାନ ନିଆଁରେ ପୋଡି ପାଉଁଶ ହୋଇଯାଇଛି । ଚାଷୀ ସଦାନନ୍ଦ ପ୍ରଧାନଙ୍କ ସମେତ ୫ ଜଣଙ୍କ…

ଦିନ ୧୧ଟାରେ ବାରବାଟୀ ଷ୍ଟାଡ଼ିଅମରେ ପହଞ୍ଚିବେ ଦୁଇ ଦେଶର ଖେଳାଳି

କଟକ, ୨୨ା୧୨(ଓଡ଼ିଶା ଭାସ୍କର): ଆଜି ବାରବାଟୀ ଷ୍ଟାଡ଼ିଅମରେ ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚ ଖେଳାଯିବ । ୩ଟିକିଆ ସିରିଜ ୧-୧ ବରାବର ସ୍ଥିତିରେ ରହିଛି । ସକାଳ ୯ଟାରୁ ଦର୍ଶକଙ୍କ ପାଇଁ ବାରବାଟୀ ଷ୍ଟାଡ଼ିଅମର…

୩ ଆଇପିଏସ ଅଫିସରଙ୍କ ଡିଜି ପାହ୍ୟାଙ୍କୁ ପଦୋନ୍ନତି

ଭୁବନେଶ୍ୱର, ୨୧ା୧୨(ଓଡ଼ିଶା ଭାସ୍କର): ୩ଜଣ ଆଇପିଏସ ଅଫିସରଙ୍କ ଡିଜି ପାହ୍ୟାଙ୍କୁ ପଦୋନ୍ନତି ହୋଇଛି । ରାଧାକ୍ରିଷ୍ଣନ ଶର୍ମା, ସନ୍ତୋଷ ବାଲା ଓ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କର ମଧ୍ୟ ଡିଜି ପାହ୍ୟାଙ୍କୁ ପଦୋନ୍ନତି…

ଚାହାଣୀ ମଣ୍ଡପ ପରେ ଗୁଣ୍ଡିଚା ମନ୍ଦିରର ଫଟୋ ଭାଇରାଲ

ପୁରୀ,୨୧ ।୧୨(ଓଡିଶା ଭାସ୍କର): ପୁଣିଥରେ ପୁରୀ ଶ୍ରୀମନ୍ଦିର ଭିତର ଫଟୋ ଓ ଭିଡିଓ ଭାଇରାଲ ହୋଇଛି । ଗୁଣ୍ଡିଚା ମନ୍ଦିରର ଭିତର ଫଟୋ ଓ ଭିଡିଓ ମଧ୍ୟ ଭାଇରାଲ ହୋଇଛି । ପଶ୍ଚିମବଙ୍ଗର ସୋମ୍ ମୋଡାକଙ୍କ ଫେସବୁକରେ ଏହି ଫଟୋ…

କୋର୍ଟରୁ ଫାଇଲ୍ ଗାଏବ, ନକଲି ଓକିଲ ଗିରଫ

ବାଲେଶ୍ୱର,୨୧ ।୧୨(ଓଡିଶା ଭାସ୍କର): ବାଲେଶ୍ୱର ଜିଲ୍ଲା ସିଭିଲ କୋର୍ଟରୁ ନଥିପତ୍ର ଚୋରି ମାମଲାରେ ପୋଲିସକୁ ମିଳିଛି ବଡ ସଫଳତା । ଏହି ମାମଲାରେ ନକଲି ଓକିଲ ରବି ମଲ୍ଲିକ ଓ ତାଙ୍କ ସହଯୋଗୀ ଅକ୍ଷୟଙ୍କୁ ଗିରଫ କରିଛି…