CHARIDHAM
Browsing Category

ରାଜ୍ୟ

ସୋମବାର ପ୍ରକାଶ ପାଇପାରେ ମାଟ୍ରିକ ରେଜଲ୍ଟ; ଆଜି ପୂର୍ବାହ୍ନରେ ତାରିଖ ଘୋଷଣା କରିବ ବୋର୍ଡ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ସୋମବାର ପ୍ରକାଶ ପାଇପାରେ ମାଟ୍ରିକ ରେଜଲ୍ଟ । ଆଜି ପୂର୍ବାହ୍ନରେ ତାରିଖ ଘୋଷଣା କରିବ ବୋର୍ଡ । ୨୭ ତାରିଖରେ ପରୀକ୍ଷା ଫଳ ପ୍ରକାଶ ସମ୍ଭାବନା । ସାଢ଼େ ୫ ଲକ୍ଷରୁ ଊର୍ଦ୍ଧ୍ବ…

ଅନୁଗୁଳ ଛେଣ୍ଡିପଦାରେ ନିର୍ବାଚନୀ ହିଂସା, ଜଣେ ଗୁରୁତର

ଅନୁଗୁଳ: ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟରେ ହେବ ଲୋକସଭା ନିର୍ବାଚନ । ଏଥିପାଇଁ ଗତକାଲି ପ୍ରଚାର ଶେଷ ହୋଇଛି । ଏହା ପୂର୍ବରୁ ରାଜ୍ୟରେ ହିଂସା କାଣ୍ଡ ଦେଖିବାକୁ ମିଳିଛି । ପିପିଲି ଏବଂ ଆଠଗଡ଼ରେ ନିର୍ବାଚନୀ…

BIG BREAKING…ପିପିଲି-ଆଠଗଡ଼ରେ ନିର୍ବାଚନୀ ହିଂସା!; ୯ରୁ ଅଧିକ ଆହତ, ସମିତି ସଭ୍ୟଙ୍କ ଗୋଡ଼ ଭାଙ୍ଗିଦେଲେ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରାଜ୍ୟରେ ଦୁଇଟି ସ୍ଥାନରେ ନିର୍ବାଚନୀ ହିଂସା! ଆଠଗଡ଼-ପିପିଲିରେ ହିଂସା । ଉଭୟ ଘଟଣାରେ ଦୁଇ ଗୋଷ୍ଠୀ ହେଲେ ମୁହାଁମୁହିଁ , ଆକ୍ରମଣ ଓ ପ୍ରତିଆକ୍ରମଣ । ୯ରୁ ଅଧିକ ଆହତ ।…

କଟକ: ଟଙ୍କା ବାଣ୍ଟିବା ଅଭିଯୋଗରେ ଗିରଫ ହେଲେ ଅଙ୍ଗନବାଡ଼ି ଦିଦି, ପୋଲିସ ଜିମା ଦେଲେ ବସ୍ତିବାସିନ୍ଦା

କଟକ: (ଓଡ଼ିଶା ଭାସ୍କର) ଟଙ୍କା ବାଣ୍ଟିବା ଅଭିଯୋଗରେ ଅଙ୍ଗନବାଡ଼ି ଦିଦି ଅଟକ । ମର୍କତନଗର ଥାନା ଇମାମ ନଗର ବସ୍ତିରେ ଟଙ୍କା ବାଣ୍ଟୁଥିବା ଅଭିଯୋଗ । ଅଙ୍ଗନବାଡ଼ି ଦିଦିଙ୍କୁ ଘେରି ପୋଲିସ ଜିମା ଦେଲେ ବସ୍ତିବାସିନ୍ଦା ।…

(Video) କାହିଁକି ଏହି ଦୁଇ ବୁଥ୍‌ରେ ୨ ଥର ହେଲା ମତଦାନ; ଏହା ପଛରେ କ’ଣ ରହିଛି କାରଣ…

ବୌଦ୍ଧ: କେନ୍ଦ୍ର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଆଜି ବୌଦ୍ଧ ଜିଲ୍ଲା କଣ୍ଟାମାଲ ବିଧାନସଭା ନିର୍ବାଚନ ମଣ୍ଡଳୀର ମହିସୁରପିଣ୍ଡା ଏବଂ କପାଶିରା ବୁଥରେ ସାନି ମତଦାନ ହେଉଛି ।ଗତ ୨୦ ତାରିଖ ଦିନ ମହିସୁରପିଣ୍ଡା…

ସରିଲା ପ୍ରଚାର, ଦିନକ ପରେ ରାଜ୍ୟରେ ୩ୟ ପର୍ଯ୍ୟାୟ ମତଦାନ, ନିର୍ଦ୍ଧାରଣ ହେବ ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ

ଭୁବନେଶ୍ୱର: ରାଜ୍ୟରେ ଆଉ ୧ଦିନ ପରେ ୩ୟ ପର୍ଯ୍ୟାୟ ମତଦାନ ହେବ । ଏହାରି ମଧ୍ୟରେ ଏଥିପାଇଁ ଗୁରୁବାର ଦିନ ପ୍ରଚାର ଶେଷ ହୋଇଛି । ଏହି ୩ଦିନ ମଧ୍ୟରେ ବିଜେପି, ବିଜେଡି ଏବଂ କଂଗ୍ରେସ ଖୁବ ଜୋରରେ ପ୍ରଚାର କରିଛନ୍ତି ।…

(Video) ଭୁବନେଶ୍ୱରକୁ ମାଡ଼ି ଆସିଲେ ମାଳ ମାଳ ଯବାନ; ଯୁଦ୍ଧର ପୂର୍ବ ପ୍ରସ୍ତୁତି ଭଳି ଦେଖାଗଲା ଚିତ୍ର…

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଭୁବନେଶ୍ୱରକୁ ମାଡ଼ି ଆସିଲେ ମାଳ ମାଳ ଯବାନ। ଯେମିତି ଯୁଦ୍ଧ ସମୟରେ ଯବାନ ମାନେ ବନ୍ଧୁକ ଧରି ଧାଡ଼ି ବାନ୍ଧି ଚାଲନ୍ତି । ଠିକ ସେମିତି ଏହି ଦୃଶ୍ୟ ଦେଖା ଯାଉଛି । ସବୁ ଯବାନ ମାନଙ୍କ…

ବିଜେପିରେ ସାମିଲ ହେଲେ ଖୋର୍ଦ୍ଧା ବିଧାୟକ; ପ୍ରଚାର ବେଳେ ହଠାତ୍ ବିଜେପି ଗାଡ଼ି ଉପରକୁ ଉଠିଗଲେ ଜିତୁ ମିତ୍ର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବିଜେପିରେ ସାମିଲ ହେଲେ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର । ଅପରାଜିତା ଷଡ଼ଙ୍ଗୀ ଓ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ପ୍ରଚାର କଲେ । ଗୋଶାଳା ପଡ଼ିଆରୁ ବାହାରିଥିବା ରୋଡ୍‌ ସୋ'ରେ ସାମିଲ୍…

(Video) ପ୍ରଚାରରୁ ବାରି ହେଉଛି ବିଜେପିର ବିଜୟ!, ”ଲଢେଇ ନୁହଁ ଧାମନଗରରେ ଏକପାଖିଆ ବିଜୟୀ ହେବେ ସୂରଜ”

ଧାମନଗର: ରାଜ୍ୟ ରାଜନୀତି ରେ ବେଶ ଚଂଚକତା ଦେଖାଉଛନ୍ତି ପ୍ରାର୍ଥୀମାନେ। ଯିଏ ଦିନେ ଏସି ରୁମରୁ ବାହାରି ନଥିଲେ ସେ ଆଜି ଭୋଟ ଖଣ୍ଡେ ପାଇଁ ଡୋର ଟୁ ଡୋର ବୁଲି ଗୋଡ ହାତ ତଳେ ପଡି ଭୋଟ ଭିକ୍ଷା କରୁଛନ୍ତି। ତେବେ ସେଭଳି…

ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା; ଜାଣନ୍ତୁ ଏହାର ପ୍ରଭାବ ଓଡ଼ିଶାରେ ପଡ଼ିବ କି ନାହିଁ

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ବାତ୍ୟା ହେବାର ସମ୍ଭାବନା ରହିଛି । ଲଘୁଚାପ କ୍ଷେତ୍ର ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଆସନ୍ତାକାଲି ସକଳା ସୁଦ୍ଧା ଘନୀଭୂତ ହୋଇ ଅବପାତ…