Browsing Category

ରାଜ୍ୟ

(Video) ରାଜଭବନ ସାମ୍ନାରେ ୧୦ ଫୁଟ ଉପରକୁ ଉଡ଼ିଲା କାର: ଏହି ଦୃଶ୍ୟ ଦେଖି କାବା ହୋଇଗଲେ ରାଜଧାନୀବାସୀ….

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ଯାନବାହାନର ଚଳପ୍ରଚଳ ବଢ଼ିବା ସହିତ ଦୁର୍ଘଟଣା ମଧ୍ୟ ବୃଦ୍ଧି ପାଉଥିବାର ଦେଖାଯାଉଛି । ତେବେ ଅନେକ ସମୟରେ ଏପରି କିଛି ଦୁର୍ଘଟଣା ଘଟିଥାଏ, ଯେଉଁ ଖବର ବିଷୟରେ ଶୁଣି ସହଜରେ କେହି…

ଓଡ଼ିଶା ହେବ ଦେଶରେ ପ୍ରଥମ: ରାଜ୍ୟରେ ଏକସଙ୍ଗେ ପ୍ରତିଷ୍ଠା ହେବ ୪୧ଟି କ୍ରିକେଟ ଏକାଡେମୀ, ମୁଖ୍ୟମନ୍ତ୍ରୀ କରିବେ ଶିଳାନ୍ୟାସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ଷ ବର୍ଷ ଧରି ଜାତୀୟ ସ୍ତରୀୟ କ୍ରିକେଟରେ ଓଡ଼ିଶାର କ୍ରିକେଟରଙ୍କ ଅନୁପସ୍ଥିତି ରାଜ୍ୟର କ୍ରୀଡ଼ାପ୍ରେମୀଙ୍କୁ ବଡ଼ ଆଘାତ ଦେଇଛି । ଦେବାଶିଷ ମହାନ୍ତି, ଶିବସୁନ୍ଦର ଦାସଙ୍କ ପରି ହାତ ଗଣତି…

ବଢିବ ବିଜୁ ପଟ୍ଟନାୟକ ପୁରସ୍କାର ରାଶି, ଜାଣନ୍ତୁ କେତେ ?

ଭୁବନେଶ୍ୱର: ବିଜ୍ଞାନ କ୍ଷେତ୍ରରେ ଉକ୍ରର୍ଷତା ଲାଗି ଯୁବ ବୈଜ୍ଞାନିକମାନଙ୍କୁ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ସହାୟତା ରାଶି ଖୁବ୍‍ ଶୀଘ୍ର ବୃଦ୍ଧି କରାଯିବ ବୋଲି ଜଣାପଡ଼ିଛି । ପୂର୍ବରୁ ବିଜୁ ପଟ୍ଟନାୟକ…

CHSE ଉପସଚିବଙ୍କ ପକ୍ଷରୁ ସୂଚନା: ଯୁକ୍ତଦୁଇ ପାଇଁ ଦକ୍ଷିଣାଞ୍ଚଳର ୮ଟି ଜିଲ୍ଲାରେ ଫର୍ମପୂରଣ କରିଛନ୍ତି ୭୯ ହଜାର ପରୀକ୍ଷାର୍ଥୀ

ବ୍ରହ୍ମପୁର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବହୁ ପ୍ରତୀକ୍ଷିତ ୨୦୨୪ ବର୍ଷର +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ବାର୍ଷିକ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି । ଏହା ମାର୍ଚ୍ଚ ୨୦…

ଆଜି ରାଜ୍ୟ କ୍ୟାବିନେଟ୍‍, ଏହିସବୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମିଳିପାରେ ମଂଜୁରୀ

ଭୁବନେଶ୍ୱର: ଆଜି ସନ୍ଧ୍ୟା ସାଢ଼େ ୬ଟାରେ ରାଜ୍ୟ କ୍ୟାବିନେଟ୍‍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ନଗର ଉନ୍ନୟ, ବାଣିଜ୍ୟ…

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ବଡ଼ ଘୋଷଣା: ମାଗଣା ଚିକିତ୍ସା ପାଇବେ ନିର୍ବାଚନ ଡ୍ୟୁଟିରେ ନିୟୋଜିତ ହେବାକୁ ଥିବା ସମସ୍ତ କର୍ମଚାରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ରାଜ୍ୟ ବିଧାନସଭା ଓ ଲୋକସଭା ନିର୍ବାଚନ । ନିର୍ବାଚନ ପାଇଁ ଆଉ କିଛି ମାସ ବାକି ଥିବାବେଳେ ସେନେଇ ଏବେ ଠାରୁ ଭାରତୀୟ ନିର୍ବାଚନ କମିଶନଙ୍କ ତରଫରୁ ପ୍ରସ୍ତୁତି ପ୍ରକ୍ରିୟା…

ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ: କପି ରୋକିବାକୁ ହୋଇଛି ଏପରି ବ୍ୟବସ୍ଥା

ଭୁବନେଶ୍ୱର: ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତଦୁଇ ପରୀକ୍ଷା । ଏହା ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । କଳା, ବାଣିଜ୍ୟ ଓ ବିଜ୍ଞାନ ସହ ଧନ୍ଦାମୂଳକ…

ଭୁବନେଶ୍ୱରରେ ମୁଖ୍ୟ ନିର୍ବାଚନ କମିଶନର; ୩ ଦିନିଆ ଗସ୍ତରେ ଆସିଛନ୍ତି ରାଜୀବ କୁମାର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଭୁବନେଶ୍ୱରରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ୩ ଦିନିଆ ଗସ୍ତରେ ଆସିଛନ୍ତି ରାଜୀବ । ନିର୍ବାଚନ ପ୍ରସ୍ତୁତିର କରିବେ ସମୀକ୍ଷା । ସେମାନେ ଇଭିଏମ୍‌ ସ୍ଥିତି, ବୁଥ୍ ସ୍ତରରେ…

BIG BREAKING…ଓଡ଼ଗାଁ ଥାନା କୋମଣ୍ଡ ଗାଁରେ ଚାଞ୍ଚଲ୍ୟ; ସ୍ୱାମୀକୁ ମାରି ଘରେ ପୋତି ଦେଲା ସ୍ତ୍ରୀ!

ଓଡ଼ଗାଁ: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୋମଣ୍ଡ ଗାଁରେ ଚାଞ୍ଚଲ୍ୟକର ଗଟଣା । ଆସିଲା ସାଙ୍ଘାତିକ ଅଭିଯୋଗ । ସ୍ୱାମୀକୁ ମାରି ସ୍ତ୍ରୀ ପୋତି ଦେଇଥିବା ଅଭିଯୋଗ । ପହଞ୍ଚିଲେ ମାଜିଷ୍ଟ୍ରେଟ୍‌ । ଘର ଭିତରେ ଶବ ପୋତିଥିବା…

ତପ୍ତପାଣି ଘାଟିରେ ଓଲଟିଲା ଭୁବନେଶ୍ୱରୀ ବସ୍, ୧୨ରୁ ଅଧିକ ଆହତ

ଦିଗପହଣ୍ଡି: ତପ୍ତପାଣି ଘାଟିରେ ବସ୍ ଓଲଟିବା ଖବର ସାମ୍ନାକୁ ଆସିଛି । ବସ୍ ଓଲଟିବାରୁ ୧୨ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ୧୨ ଜଣ ଆହତଙ୍କ ମଧ୍ୟରୁ ୨ ଜଣ ଯାତ୍ରୀ ଗୁରୁତର ଅଛନ୍ତି । ସମସ୍ତ ଆହତ ଯାତ୍ରୀଙ୍କୁ ମେଡିକାଲ…