
Browsing Category
ରାଜ୍ୟ
ଆଜି ଝଡ଼ବର୍ଷା: ଅସହ୍ୟ ତାତିରୁ ମିଳିବ ଆଶ୍ୱସ୍ତି, ତଳକୁ ଖସିବ ତାପମାତ୍ରା
ଭୁବନେଶ୍ୱର: ସାରା ରାଜ୍ୟରେ କମିବାକୁ ଯାଉଛି ଗ୍ରୀଷ୍ମପ୍ରବାହ । ଆସନ୍ତା ୩ ଦିନ ଲୋକଙ୍କୁ ପ୍ରବଳ ତାତିରୁ ଆଶ୍ୱସ୍ତି ମିଳିପାରିବ । ୩ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ…
(Video) ଖରାଦିନେ ଲସିରେ ଏଭଳି ରଙ୍ଗ ମିଶାଇ ବିକ୍ରି କରୁଥିଲେ ଦୋକାନୀ, ହଠାତ୍ ମାଡ଼ି ବସିଲା ଫୁଡ୍ ସ୍କ୍ୱାଡ୍ ଟିମ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣ ଭାବେ ପ୍ରବଳ ଖରାରେ ଲୋକମାନେ ଥଣ୍ଡା ପାନୀୟ ପିଇବାକୁ ପସନ୍ଦ କରିଥାନ୍ତି । ତାତିରୁ ଆରାମ ପାଇବା ପାଇଁ ଲସି ହେଉଛି ଏକ ଭଲ ପାନୀୟ । ତେବେ ଗତ କିଛିବର୍ଷ ଧରି ରାଜ୍ୟର ବିଭିନ୍ନ…
ଭୁବନେଶ୍ୱରରେ କମିଲା କଟକରେ ବଢିଲା ତାତି, ୪୩ ଡିଗ୍ରୀ ଛୁଇଁଲା ୪ ସହର
ଭୁବନେଶ୍ୱର: ଗତକାଲି ଅପେକ୍ଷା ଆଜି ଭୁବନେଶ୍ୱରର ତାପମାତ୍ରା କମିଛି । ସେହିପରି ଆଜି ରାଜ୍ୟରେ ୪ ସହରର ତାପମାତ୍ରା ୪୩ ଡିଗ୍ରୀ ଛୁଇଁଛି । ୪୩.୫ ଡିଗ୍ରୀ ତାପମାତ୍ରା ସହ ଆଜି ଅନୁଗୁଳୁ ସବୁଠୁ ଉତ୍ତପ୍ତ । ମାଲକାନଗିରିରେ…
ଭୁବନେଶ୍ୱରରେ ୧୨ ଶହ ଟଙ୍କା ବୃଦ୍ଧି ହେଲା ସୁନା ଦର, ଜାଣନ୍ତୁ କେତେ ରହିଛି ଗୋଲ୍ଡ ଏବଂ ରୂପା ମୂଲ୍ୟ
ଭୁବନେଶ୍ୱର: ଆଜି ରାଜ୍ୟରେ ଦ୍ରୁତ ଗତିରେ ବଢିଛି ସୁନା ଏବଂ ରୂପା ଦର । ଆଜି ଭୁବନେଶ୍ୱରରେ ୨୪ ଗ୍ରାମ ସୁନା ୧୦ ଗ୍ରାମ ପିଛା ୧୨୦୦ ଟଙ୍କା ବଢିଛି ଏବଂ ରୂପା ମୂଲ୍ୟ ସର୍ବାଧିକ ୨୦୦୦ ଟଙ୍କା ବଢିଛି । ତେବେ ୧୨ ଶହ ଟଙ୍କା…
ରାଜ୍ୟବାସୀଙ୍କୁ ତାତିରୁ ମିଳିବ ଆଶ୍ୱସ୍ତି, କୁଆପଥର ବର୍ଷା ହେବାର ସମ୍ଭାବନା
ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ଗ୍ରଷ୍ମ ଲହରୀ ଜାରି ରହିଛି । ହେଲେ ତାତିରୁ ନିସ୍ତାର ମିଳିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଆସନ୍ତା ୨୪ ଘଣ୍ଟା ଯାଏଁ ହିଟୱେଭ ବଳବତ୍ତର ରହିବ । ନୟାଗଡ଼,…
Big Breaking: ବିଜେପି ଛାଡ଼ିଲେ ବରିଷ୍ଠ ନେତା ରଘୁନାଥ ମହାନ୍ତି
ଭୁବନେଶ୍ୱର: ବରିଷ୍ଠ ନେତା ରଘୁନାଥ ମହାନ୍ତି ବର୍ତ୍ତମାନ ବିଜେପି ଛାଡ଼ିବା ଖବର ସାମ୍ନାକୁ ଆସିଛି । ଇସ୍ତଫା ପତ୍ର ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଛନ୍ତି ବୋଲି କହିଲେ । ରଘୁନାଥ ବସ୍ତା ବିଧାନସଭା କ୍ଷେତ୍ରରୁ ୫ଥର…
Big Breaking; ନାଳରେ ଖସିପଡ଼ିଲା ‘ମୋ ବସ୍’: ଦୁର୍ଘଟଣାରେ ୨୦ ଯାତ୍ରୀ ଆହତ
ଖୋର୍ଦ୍ଧା: ଖୋର୍ଦ୍ଧା ପିତାପଲ୍ଲୀ ଛକ ନିକଟରେ ଦୁର୍ଘଟଣାର ଶିକାର ହୋଇଛି ମୋ-ବସ୍ । ଭାରସାମ୍ୟ ହରାଇ ମୋ-ବସ୍ ରାସ୍ତାକଡ଼ ଏକ ନାଳକୁ ଖସି ଯାଇଥିବା ଦେଖିବାକୁ ମିଳିଛି । ଭୁବନେଶ୍ୱରରୁ ଖୋର୍ଦ୍ଧା ଯିବା ରାସ୍ତାରେ ବସଟି…
ଅନ୍ୟ ରାଜ୍ୟରୁ ସଂସଦ ଯିବେ କି ଅନୁଭବ? କେନ୍ଦ୍ରାପଡ଼ା ସାଂସଦଙ୍କ ଉପରେ ଭରସା ରଖିଛି ବିଜେପି
ଓଡ଼ିଶା ଭାସ୍କର: ବିଜୁ ଜନତା ଦଳ ସହିତ ଅନେକ ଦିନର ସମ୍ପର୍କ ତୁଟାଇ ବିଜେପିରେ ସାମିଲ ହୋଇଛନ୍ତି ଓଲିଉଡ ଷ୍ଟାର ଅନୁଭବ ମହାନ୍ତି । କିନ୍ତୁ ନିର୍ବାଚନରେ ଅନୁଭବଙ୍କ ପଦବୀକୁ ନେଇ ଏବେ ବି ଚର୍ଚ୍ଚା ଓ ଆଶଙ୍କା ଲାଗି ରହିଛି…
୮ ଜଣ ଅଂଶୁଘାତରେ ଆକ୍ରାନ୍ତ, ୧୧ଟି ଜିଲ୍ଲାକୁ ହିଟ୍ ୱେଭ୍ ସତର୍କତା ଜାରି
ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହ ସମସ୍ତଙ୍କୁ କଲବଲ କରୁଛି । ଦିନକୁ ଦିନ ଟ୍ୱିନ୍ ସିଟି ସମେତ ବିଭିନ୍ନ ରାଜ୍ୟର ତାପମାତ୍ରା ୩୦ ଡିଗ୍ରୀ ଉପରେ ରହୁଥିବା ବେଳେ ଏହା ଚିନ୍ତାର ବିଷୟ ପାଲଟିଛି ।…
ତାଳଚେର NTPC ରେ ଭୟଙ୍କର ଅଗ୍ନିକାଣ୍ଡ, ସାରା ଅଞ୍ଚଳ ଧୁଆଁମୟ
ଭୁୁବନେଶ୍ୱର: ତାଳଚେର କଣିହାଁ ଏନ୍ଟିପିସିରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ପ୍ଲାଣ୍ଟ ଭିତରେ ଥିବା କନଭେୟର ବେଲ୍ଟରେ ନିଆଁ ଲାଗିଛି । ୨ ଓ ୩ ନମ୍ବର କନଭେୟର ବେଲ୍ଟରେ ଲାଗିଛି ନିଆଁ । ୨ଟି ଅଗ୍ନିଶମ ବାହିନୀ ନିଆଁ…