Browsing Category

ରାଜ୍ୟ

ଆସିବ ଆଉ ୧୨୦୦ ଆମ୍ବୁଲାନ୍ସ… ଦୁର୍ଘଟଣା ପରେ ରାସ୍ତାରେ ହେବନି ମୃତ୍ୟୁ: ୧୦ ମିନିଟରେ ମିଳିବ ସ୍ୱାସ୍ଥ୍ୟ ସେବା

ଭୁବନେଶ୍ୱର: ଦୁର୍ଘଟଣା ଯୋଗୁଁ ରାସ୍ତାରେ ହେଉଥିବା ମୃତ୍ୟୁକୁ ରୋକିବା ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେଉଛନ୍ତି । ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କ ପାଖରେ ଉଚିତ ସମୟରେ ଚିକିତ୍ସା ସେବା ପହଞ୍ଚି…

ରେଡିଓ ମେଳାରେ Mega RJ Hunt: ରେଡିଓରେ କ୍ୟାରିୟର ପାଇଁ ‘ଆଉଟରିଚ’ର ବଡ ପ୍ଲାଟଫର୍ମ

ଭୁବନେଶ୍ୱର: ଫେବୃଆରୀ ୧୩ ଓ ୧୪ ତାରିଖରେ ଅନୁଷ୍ଠିତ ହେବ ଦଶମ ଆନ୍ତର୍ଜାତୀୟ ରେଡିଓ ମେଳା । ଦେଶର ଏକମାତ୍ର ରେଡିଓ ମେଳା ଦର୍ଶମ ବର୍ଷରେ ପାଦ ଦେଇଥିବାରୁ କିଛି ନୂଆ ପ୍ରୟାସ କରିଛି ଆୟୋଜକ ସଂସ୍ଥା ଆଉଟରିଚ । ଏଥର…

ଆଗାମୀ ନିର୍ବାଚନ ଲଢ଼ିବେ ନାହିଁ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର

ଭୁବନେଶ୍ୱର: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳର ପ୍ରସ୍ତୁତି ଜୋରଦାର ଚାଲିଛି । ଏଥିମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ବଲାଙ୍ଗିର କଂଗ୍ରେସ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା…

ରାଜ୍ୟରେ ଘନ କୁହୁଡ଼ି, ୧ ଓ ୨ରେ ପୁଣି ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା ଶୀତର ପ୍ରକୋପ ପାଇଁ ଜନଜୀବନ ଏକ ପ୍ରକାର ପ୍ରଭାବିତ ହୋଇଛି । ଏହା ସହ ଘନ କୁହୁଡ଼ି ଯୋଗୁଁ ଯାନବାହନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଦୁଇ ଦିନ ପରେ ରାଜରେ ଶୀତ କମିପାରେ ଏବଂ…

(Video) ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରୁ ଉଡି ଆସିଲେ ଜଟାୟୁ! ଓଡ଼ିଶାରେ ଦେଖାଗଲା ବଂଶଜ

ଓଡ଼ିଶା ଭାସ୍କର: ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପରେ ସାରା ଦେଶରେ ରାମଭକ୍ତିରେ ମଜିଯାଇଛି । ତେବେ ଅଯୋଧ୍ୟା ନଗରୀରେ ରାମଲାଲାଙ୍କ ଦିବ୍ୟ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଶେଷ ହୋଇଥିବା ବେଳେ ଓଡିଶାରେ ଗୋଟିଏ…

BIG BREAKING: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ପରଲୋକ

ଭୁୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ପରଲୋକ । ୧୦୨ ବର୍ଷ ବୟସରେ କଟକ ଏସସିବିରେ ତାଙ୍କର ପରଲୋକ ଘଟିଛି । ସେ ସ୍ୱାଧୀନତା ସଂଗ୍ରାମୀ ସଂଘ ରାଜ୍ୟ ସଭାପତି ଥିଲେ ।  ୨ ଥର ରାଷ୍ଟ୍ରପତି…

BIG BREAKING: ସାଂସଦଙ୍କ ଗାଡି ଧକ୍କାରେ ଜଣେ ଯୁବକ ମୃତ

ଓଡିଶା ଭାସ୍କର: ସୁନ୍ଦରଗଡ ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି। ଆଜି ଅପରାହ୍ନ ୨ଟା ସମୟରେ ଭୁବନେଶ୍ୱରରୁ ରାଉରକେଲାକୁ ଯିବା ସମୟରେ ଏହି…

ଆସନ୍ତା ୨୯ରେ କଂଗ୍ରେସର ଓଡ଼ିଶା ବଞ୍ଚାଅ ସମାବେଶ, ଯୋଗ ଦେବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ

ଭୁବନେଶ୍ୱର: ଆସନ୍ତା ୨୯ରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବଞ୍ଚାଅ ସମାବେଶ ଅନୁଷ୍ଠିତ ହେବ । ଭୁବନେଶ୍ୱର ସ୍ଥିତ ଲୋୟର ପିଏମଜିରେ ଦଳ ପକ୍ଷରୁ ଶକ୍ତି ପ୍ରଦର୍ଶନ କରାଯିବ । ତେବେ ଆସନ୍ତା ୨୯ରେ କଂଗ୍ରେସ ଅଧ୍ୟକ୍ଷ…

ଲୋକସଭା ନିର୍ବାଚନ ପ୍ରସ୍ତୁତି: ୨୩ଟି ରାଜ୍ୟରେ ପ୍ରଭାରୀଙ୍କୁ ନିଯୁକ୍ତି ଦେଲା ବିଜେପି, ଓଡ଼ିଶା ଦାୟିତ୍ୱରେ ବିଜୟପାଲ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ଲୋକସଭା ନିର୍ବାଚନ । ଏଥିସହିତ ଚଳିତ ବର୍ଷ ଓଡ଼ିଶା ସମେତ କିଛି ରାଜ୍ୟରେ ବିଧାନସଭାନ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ । ତେବେ ଆଗାମୀ ନିର୍ବାଚନ ପାଇଁ ରାଜନୈତିକ ଦଳମାନେ…

ସମଲେଇ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ: ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦୀର୍ଘଦିନର ସ୍ୱପ୍ନ ପୂରଣ ହେଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଶ୍ଚିମ ଓଡ଼ିଶାର ଇଷ୍ଟଦେବୀ ମା’ ସମଲେଇ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି । ବିପୁଳ ଉତ୍ସାହ ଓ ଭକ୍ତି ଭାବନା ସହ ଏହି ଉତ୍ସବ ଅନୁଷ୍ଠିତ ହୋଇଛି ।…