Browsing Category
ରାଜ୍ୟ
ରାଜ୍ୟ ମେଡିକାଲ ଶିକ୍ଷା ସେବାରେ ଲାଗୁ ହେଲା ‘DACP’ ଯୋଜନା: ଏବେ ଦୁଇଟି ସୁନିଶ୍ଚିତ ପଦୋନ୍ନତି ପାଇବେ ଡାକ୍ତରୀ ଶିକ୍ଷକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସରକାରୀ ମେଡିକାଲ ଓ ଡେଣ୍ଟାଲ କଲେଜରେ କାର୍ଯ୍ୟରତ ଥିବା ଡାକ୍ତରୀ ଶିକ୍ଷକମାନଙ୍କୁ ଏବେ ଦୁଇଟି ସୁନିଶ୍ଚିତ ପଦୋନ୍ନତି ମିଳିବ । ପୂର୍ବରୁ ବିଭିନ୍ନ କାରଣରୁ ଡାକ୍ତରଙ୍କ…
ଆଜି ଓଡ଼ିଶା ଗସ୍ତର ଚତୁର୍ଥ ଦିନ, ସନ୍ଥକବି ଭୀମଭୋଇଙ୍କ ସ୍ମୃତି ପୀଠ ପରିଦର୍ଶନ କରିବେ ରାଷ୍ଟ୍ରପତି
ଓଡ଼ିଶା ଭାସ୍କର: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଚତୁର୍ଥ ଅର୍ଥାତ ଶେଷ ଦିନ । ଆଜି ମହାମହିମଙ୍କ ସମ୍ବଲପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସମ୍ବଲପୁରର ମିନି ଷ୍ଟାଡ଼ିୟମରେ ମହିମା…
NAC ମାନ୍ୟତା ଦାବି ପ୍ରତିବାଦରେ ୧୨ ଘଣ୍ଟିଆ କୁଜଙ୍ଗ୍ ବନ୍ଦ
ଓଡ଼ିଶା ଭାସ୍କର: ଥିମିବାର ନାଁ ଧରୁନି ଘଇଉ ନିଆଁ । ପାରାଦୀପରେ କୁଜଙ୍ଗକୁ NAC ମାନ୍ୟତା ଦାବି ପ୍ରତିବାଦରେ ବିଭିନ୍ନ ବ୍ୟବସାୟିକ ସଙ୍ଗଠନ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା…
ବଡ଼ ଖବର; IPS ସ୍ତରରେ ଅଦଳବଦଳ: ପରିବର୍ତ୍ତନ କଲେ ରାଜ୍ୟ ସରକାର
ଭୁବନେଶ୍ୱର: ଆଇପିଏଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଦୀପକ କୁମାର ପୂର୍ବାଞ୍ଚଳ ଆଇଜି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେହିପରି ସତ୍ୟବ୍ରତ ଭୋଇଙ୍କୁ ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ପଦବୀ ପ୍ରଦାନ…
ପିଲାଙ୍କୁ ଆକଟ କରିବାକୁ ଡରିଲେଣି ଅଭିଭାବକ; ‘ସୋର’ରେ ବାପାଙ୍କ ତାଗିଦ୍ରେ ଜୀବନ ହାରିଲା ପୁଅ
ସୋର: କିଛିଦିନ ଦିନ ହେବ ଅନେକ ଛାତ୍ରଛାତ୍ରୀ ଜୀବନ ହାରୁଥିବା ଘଟଣା ସାମ୍ନକୁ ଆସୁଛି। ବିଶେଷକରି ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କୁ ଦେଖିବାକୁ ମିଳୁଥିଲା । ନଜ ଘର ଛାଡି କ୍ୟାରିୟର କରିବାକୁ ବାହାରକୁ ଆସିଥିବା…
ସମ୍ବଲପୁରରେ ପ୍ରୋଜେକ୍ଟ ଓଡ଼ିସର୍ଭ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର: ଜାଣନ୍ତୁ ଏହାର ଫାଇଦା
ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତାବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଦୁଇଦିନିଆ ସମ୍ବଲପୁର ଗସ୍ତର ପ୍ରଥମ ଦିନରେ ଆଜି ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଆୟୋଜିତ ଆର୍ଥିକ ସେବା…
ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଲା: ରବି ଧାନ ସଂଗ୍ରହ ପାଇଁ ଚାଷୀଙ୍କ ପଞ୍ଜିକରଣ ଆରମ୍ଭ ହେଲା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୂର୍ବ ବର୍ଷ ପରି ଚଳିତ ରବି ଋତୁ (ଧାନ ସଂଗ୍ରହ ବର୍ଷ ୨୦୨୩-୨୪) ପାଇଁ ରାଜ୍ୟ ସରକାର ଚାଷୀଙ୍କଠାରୁ ସେମାନଙ୍କର ବଳକା ଧାନ କ୍ରୟ କରିବେ । ସେଥିପାଇଁ ଚାଷୀମାନେ ସେମାନଙ୍କର ଅଧିକୃତ…
ନବୀନ ନିବାସ ଅଭିମୁଖେ ଯୁବ କଂଗ୍ରେସର ରାଲି; ରାଲି ଅଟକାଇବା ବେଳେ ପୋଲିସ ସହ ଧସ୍ତାଧସ୍ତି
ଭୁବନେଶ୍ଵର : (ଓଡ଼ିଶା ଭାସ୍କର) ନବୀନ ନିବାସ ଅଭିମୁଖେ ଯୁବ କଂଗ୍ରେସର ରାଲି । ରାଲି ଅଟକାଇବା ବେଳେ ପୋଲିସ ସହ ଧସ୍ତାଧସ୍ତି କରିଛନ୍ତି ଯୁବ କଂଗ୍ରେସ କର୍ମୀ । ବ୍ୟାରିକେଡ୍ ଡେଇଁ ଧସେଇ ପଶିବାକୁ କଂଗ୍ରେସ କର୍ମୀଙ୍କ…
(Video) ନୂଆ ରୂପରେ ଝଲସିଲା ବରମୁଣ୍ଡା ବସଷ୍ଟାଣ୍ଡ, ଦେଖନ୍ତୁ ଯାତ୍ରୀମାନେ କେଉଁ ପ୍ରକାରର ପାଇବେ ସୁବିଧା
ଭୁବନେଶ୍ୱର: ବରମୁଣ୍ଡା ବସଷ୍ଟାଣ୍ଡକୁ ଏକ ନୂଆ ରୂପ ଦେଇଛନ୍ତି ରାଜ୍ୟ ସରକାର । ଏହି ବସଷ୍ଟାଣ୍ଡଟି ନୂଆ ରୂପ ନେବା ସହ ନୂଆ ନାମ ମଧ୍ୟ ପାଇଛି । ଭାରତୀୟ ସମ୍ବିଧାନର ଜନକ ତଥା ସାମାଜିକ ନ୍ୟାୟର ମହାନ ପ୍ରବକ୍ତା ଡାକ୍ତର…
ଖରା ଲାଗି ପ୍ରସ୍ତୁତ ରହିବାକୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି
ଭୁୁବନେଶ୍ୱର: ଚଳିତ ବର୍ଷ ପ୍ରଚଣ୍ଡ ଖରା ଓ ତାତି ଅନୁଭୂତ ହେବ ବୋଲି ପାଣିିପାଗ ବିଭାଗ ସୂଚନା ଦେଇସାରିଛି । ଫେବୃୟାରୀରୁ ଖରାର ପ୍ରକୋପ ଆରମ୍ଭ ହୋଇଯାଇଥିବା ବେଳେ ସମସ୍ତେ ଏହାକୁ ନେଇ ଚିନ୍ତିତ ହୋଇ ପଡିଛନ୍ତି । ଏହି…