Browsing Category

ରାଜ୍ୟ

ରାଜ୍ୟ ଅର୍ଥନୀତିରେ ପ୍ରାଣୀ ସମ୍ପଦର ଭୂମିକା ଗୁରୁତ୍ୱପୂର୍ଣ୍ଣ: ୧୩୩ଟି ନୂତନ ପ୍ରାଣୀ ସେବା ଯାନ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମାଜର ବିଭିନ୍ନର ବର୍ଗର ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଯୋଜନା ଆରମ୍ଭ କରିଥିବା ବେଳେ ଏହା ମଧ୍ୟରେ ପ୍ରାଣୀଙ୍କର ଚିକିତ୍ସା ସେବା ପାଇଁ ଏକ ବଡ଼ ପଦକ୍ଷେପ ଗ୍ରହଣ…

ଓଡ଼ିଶା ପୋଲିସ ବିଭାଗ ପକ୍ଷରୁ ବିଜ୍ଞପ୍ତି: ୨୦ ଜଣ DSP / ASP ପାହ୍ୟାର ଅଧିକାରୀଙ୍କୁ ନୂଆ ସ୍ଥାନରେ ନିଯୁକ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ରାଜ୍ୟରେ ବିଧାନସଭା ଓ ଲୋକସଭା ନିର୍ବାଚନ ହେବାକୁ ଯାଉଛି । ତେଣୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ପୋଲିସ ବିଭାଗର ଡେପୁଟି ଏସପି (ଡିଏସସି) / ଅତିରିକ୍ତ ଏସପି…

(Video) ପ୍ରେମ ବ୍ୟାପାରକୁ ନେଇ ମହାଭାରତ; ରାସ୍ତା ଉପରେ ସରପଞ୍ଚ ଓ ଅଭିନେତ୍ରୀ ରୋମାଞ୍ଜଳି ହେଲେ ପିଟାପିଟି…

ଭୁବନେଶ୍ୱର: ଚପଲରେ ପିଟିଲେ ଓଡ଼ିଆ ଆଲବମ୍ ଅଭିନେତ୍ରୀ । ପୂର୍ବତନ ସରପଞ୍ଚ ଓ ଅଭିନେତ୍ରୀ ହେଲେ ପିଟା ପିଟି । ଗହଳି ଭିତରେ ଗୋଡ଼ା ଗୋଡ଼ି ହୋଇ ମାର୍‌ପିଟ୍ । ଅଭିନେତ୍ରୀ ରୋମାଞ୍ଜଳି ପାଦରୁ ଚପଲ କାଢି ପିଟିଲେ । ଘଣ୍ଟା…

(Video) ଖଣ୍ଡଗିରି ଯାତ୍ରା ମହାସମର; ପୂର୍ବବର୍ଷ ଭଳି ଏଥର ବି ଦର୍ଶକଙ୍କ ମନ ଜିଣୁଛି ତୁଳସୀ ଗଣନାଟ୍ୟର ‘ଅଧା ରାତିର ସାଥୀ’

ଭୁବନେଶ୍ୱର: ଖଣ୍ଡଗିରି ଯାତ୍ରା ମହାସମରରେ ରାତି ହେଲେ ଦେଖିବାକୁ ମିଳୁଛି ଦର୍ଶକଙ୍କ ଭିଡ଼। ଗୌରୀ ଗଣନାଟ୍ୟ, ସ୍ବପ୍ନ ମହଲ ଗଣନାଟ୍ୟ ସହ ତାଳ ଦେଉଛି ତୁଳସୀ ଗଣନାଟ୍ୟ। ଖାସ କରି ଖଣ୍ଡଗିରି ଦର୍ଶକଙ୍କ ମନ ଜିଣୁଛି ତୁଳସୀ…

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବଢ଼ିବ ଦିନର ତାପମାତ୍ରା, ଅନେକ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଦିନର ତାପମାତ୍ରା ୩ ଡିଗ୍ରୀ ଯାଏଁ ବୃଦ୍ଧି ପାଇବା ସହ କେତେକ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ…

ଆଜି କେନ୍ଦୁଝର ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କଦଳୀବାରୀ ଯାଇ ଆଦିବାସୀଙ୍କୁ ଭେଟିବେ

ଭୁବନେଶ୍ୱର: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କେନ୍ଦୁଝର ଗସ୍ତରେ ଯିବେ । ମହାମହିମ ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ କେନ୍ଦୁଝର ଓ ଭୁବନେଶ୍ୱର ଗସ୍ତ କରିବେ ରାଷ୍ଟ୍ରପତି । ପ୍ରଥମେ କେନ୍ଦୁଝର ଗସ୍ତରେ ଆସି ଧରଣୀଧର…

(Video) ହସ୍ପିଟାଲରେ ଗୀତିକାର ପ୍ରମୋଦ ପରିଡାଙ୍କୁ ଭେଟିଲେ ଜଟଣୀ ବିଧାୟକ ସୁର ରାଉତରାୟ; ହ୍ୟୁମାନ ସାଗରଙ୍କ ଗିରଫ ପାଇଁ କଲେ ଦାବୀ

ଭୁବନେଶ୍ୱର: ଗତ ୨୦ ତାରିଖରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ତାଙ୍କ ଗୁଣ୍ଡାମାନଙ୍କ ଦ୍ୱାରା ଆକ୍ରମଣର ଶିକାର ହେଇ ଥିବା ଗୀତିକାର ପ୍ରମୋଦ ପରିଡା ଏବେ ଭୁବନେଶ୍ୱରର ସମ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ମରଣାନ୍ତକ…

ଇଡିର ୮ ଘଣ୍ଟା ଜେରା ପରେ ବାହାରିଲେ ବିଧାୟକ ପ୍ରଫୁଲ୍ଲ ସାମଲ

ଓଡ଼ିଶା ଭାସ୍କର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ୮ ଘଣ୍ଟା ଜେରା ପରେ ବାହାରିଲେ ପୂର୍ବତନ ମନ୍ତ୍ରୀ ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ। ଇଡିର ଜେରା ପରେ ଅଫିସରୁ ବାହାରି ସେ ନିଜର ପ୍ରତିକ୍ରିୟା…

Big Breaking: ନିର୍ମାଣାଧୀନ କୋଠାରୁ ଖସି ୨ ଶ୍ରମିକ ଗୁରୁତର

ଭୁବନେଶ୍ୱର: ନିର୍ମାଣାଧୀନ କୋଠାରୁ ଖସି ୨ ଜଣ ଶ୍ରମିକ ଗୁରୁତର ହେବା ଖବର ସାମ୍ନାକୁ ଆସିଛି । ନୟାପଲ୍ଲୀ ଥାନା ଅଞ୍ଚଳରେ ୩ ମହଲା କୋଠା କାମ ବେଳେ ଏପରି ଅଘଟଣ ଘଟିଛି । ଗୁରୁତର ହୋଇଥିବା ୨ ଶ୍ରମିକଙ୍କୁ କ୍ୟାପିଟାଲ…

ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କଲେ ବିଲ୍ ଗେଟ୍ସ

ଓଡ଼ିଶା ଭାସ୍କର: ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ। ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ସହ ବିଭିନ୍ନ ପ୍ରସଙ୍ଗରେ…