Browsing Category

ରାଜ୍ୟ

ପୁରୀ: ଆସନ୍ତାକାଲି ୩ ଘଣ୍ଟା ପାଇଁ ବନ୍ଦ ରହିବ ଜଗା ଦର୍ଶନ

ପୁରୀ: ଆସନ୍ତାକାଲି ତଥା (୨୧ ଫେବୃଆରୀ ୨୦୨୪) ବୁଧବାର ପବିତ୍ର ମାଘ ଶୁକ୍ଳ ଦ୍ଵାଦଶୀ ତିଥି। ଏହି ଅବସରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆପାତତଃ…

ପୁଣି ସିଲ୍ ହେଲା କାର୍ ଖାନା; ଭେଣ୍ଡିଙ୍ଗ୍ ଜୋନ ସିଲ୍ କଲା ଏନଫୋର୍ସମେଣ୍ଟ ଟିମ୍

ଭୁବନେଶ୍ୱର: ଆଇଜି ପାର୍କ ନିକଟସ୍ଥ ରାସ୍ତାରେ କାରରେ ଖାଦ୍ୟ ଆଣି ବିକ୍ରି କରୁଥିଲେ ଚର୍ଚ୍ଚିତ ଦୁଇ ଯା' । ଭଲ ବେପାର ହେବା ସହ ଦର କମ୍ ଥିବାରୁ ଲୋକ ଖାଇବାକୁ ପସନ୍ଦ କରୁଥିଲେ । କାର ଯୋଗେ ଖାଦ୍ୟ ଆଣି ବିକ୍ରି…

ଭୁବନେଶ୍ୱର ଇସ୍କନ ମନ୍ଦିର ସାମ୍ନାରୁ ଯୁବତୀଙ୍କ ହାତରୁ ମୋବାଇଲ ଝାମ୍ପିନେଲେ ଲୁଟେରା, ସିସିଟିଭିରେ ଦୃଶ୍ୟ କଏଦ

ଓଡ଼ିଶା ଭାସ୍କର: ରାଜଧାନୀ ଭୁବନେଶ୍ୱରରୁ ସାମ୍ନାକୁ ଆସିଲା ଲୁଟର ଦୃଶ୍ୟ। ଇସ୍କନ ମନ୍ଦିର ସମ୍ମୁଖରୁ ଯୁବତୀଙ୍କ ମୋବାଇଲ ଝାମ୍ପିନେଲେ ଲୁଟେରା । ମିଳିଥିବା ସିସିଟିଭି ଫୁଟେଜ ଆଧାରରେ ଲୁଟେରାଙ୍କୁ ଖୋଜୁଛି ନୟାପଲ୍ଲୀ…

ପୁରୀ-କୋଣାର୍କରୁ ଚାଲିବ ଟ୍ରେନ: ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଓଡ଼ିଶା ଭାସ୍କର: ପୁରୀ କୋଣାର୍କରୁ ଚାଲିବ ଟ୍ରେନ। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ୩୨ କି.ମି ନୂଆ ରେଳ ଲାଇନ ଯୋଗାଯୋଗ ପାଇଁ ୪୯୨ କୋଟି ଟଙ୍କା ମଞ୍ଜୁର…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ଓଡ଼ିଶାର ୩ ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ୩ ରାଜ୍ୟସଭା ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ । ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ଓଡ଼ିଶାର ୩ ରାଜ୍ୟସଭା ପ୍ରାର୍ଥୀ । ଦେବାଶିଷ ସାମନ୍ତରାୟ, ଶୁଭାଶିଷ ଖୁଣ୍ଟିଆ ଓ ଅଶ୍ୱିନୀ…

ଓଡ଼ିଶା ଆସିବେ ରାଜନାଥ ସିଂହ, ବିଜେପି କୋର୍ କମିଟି ବୈଠକରେ ଯୋଗ ଦେବେ

ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୨୨ରେ ଓଡ଼ିଶା ଆସିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ନବରଂଗପୁର, ଗଞ୍ଜାମ ଓ ମୟୁରଭଞ୍ଜ ଗସ୍ତରେ ଆସିବେ ରାଜନାଥ ସିଂହ । ନବରଙ୍ଗପୁରରେ ବିଜେପି କମିଟି ବୈଠକ ଏବଂ ଗଂଜାମରେ…

Big Breaking: ସ୍କୁଲ ବସ ଓଲଟି ଜଣେ ମହିଳା ମୃତ, ୮ ଆହତ

ଜୟପୁର: ଏକ ଘରୋଇ ସ୍କୁଲ ବସ୍ ଓଲଟି ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଛି । ଏଥିରେ ଆଠଜଣ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାଟି ବୈପାରୀଗୁଡ଼ା ଥାନା ମନ୍ତ୍ରୀଆମ୍ବ ନିକଟରେ ଘଟିଛି । ବସରେ କୌଣସି…

ରାଜ୍ୟର ୯୬ ଲକ୍ଷ ପରିବାରଙ୍କୁ ଜୀବିକା ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଭାସ୍କର: ବରଗଡ଼ବାସୀଙ୍କୁ ଖୁସି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୬୦୦ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗଙ୍ଗାଧର ମେହେର ଉଠା ଜଲ ସେଚନ ପ୍ରକଳ୍ପ, ଅତ୍ୟାଧୁନିକ କ୍ୟାନସର…

ପ୍ରଥମ ଦିନର ମାଟ୍ରିକ ପରୀକ୍ଷାରେ ଅବ୍ୟବସ୍ଥା: ଧରାପକାଇଲା AI

ଭୁବନେଶ୍ୱର: ଆଜିଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା । ପରୀକ୍ଷା ସେଣ୍ଟର ଗୁଡ଼ିକରେ ଅବ୍ୟବସ୍ଥାକୁ ରୋକିବା ପାଇଁ AI କ୍ୟାମେରା ଲଗାଯାଇଥିଲା । ତେବେ ଏହି ପ୍ରଥମ ଦିନର ମାଟ୍ରିକ ପରୀକ୍ଷାରେ ଅବ୍ୟବସ୍ଥାକୁ AI…

(Video) ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ଆଜିଠୁ ପ୍ରତି ଘର ପିଛା ମିଳିବ ୧ ହଜାର ଟଙ୍କା!

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଏକ ଖୁସି ଖବର ରହିଛି । ଏବେ ଆଉ ଦରଦାମ ବୃଦ୍ଧିର ଚିନ୍ତା ରହିବ ନାହିଁ । କାରଣ ସରକାର ଯୋଗାଇ ଦେଲେ ଏକ ହଜାର ଟଙ୍କା । କିଛି ବି କାମ ନକରି ଆରାମରେ ଆପଣ ମାନଙ୍କୁ ଏହି ଟଙ୍କା…