Browsing Category

ରାଜ୍ୟ

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ନିହାର ମହାନନ୍ଦ; କହିଲେ ଲୋକଙ୍କ ସେବା ପାଇଁ ଦଳ ଛାଡ଼ିଲି

ଭୁବନେଶ୍ୱର : କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ନିହାର ମହାନନ୍ଦ । ବରଗଡ଼ ଜିଲ୍ଲା ଅତାବିରାର ପୂର୍ବତନ ବିଧାୟକ ନିହାର ମହାନନ୍ଦ ଦେଲେ ଇସ୍ତଫା । ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେଙ୍କୁ ଇସ୍ତଫା ପତ୍ର…

ଆଉ ୫ ଜିଲ୍ଲାରେ ଗଡ଼ିଲା ଲକ୍ଷ୍ମୀ ବସ୍: ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡିଶା ଭାସ୍କର: ଲଗାତାର ପର୍ଯ୍ୟାୟ କ୍ରମେ ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଖୁସି ଖବର ଦେଉଛନ୍ତି ରାଜ୍ୟ ସରକାର। ଜନସାଧାରଣଙ୍କ ଯାତାୟାତ ସୁବିଧାକୁ ଦୃଷ୍ଟିରେ ରଖି ପ୍ରତି ଗାଁ’ରେ ସରକାରୀ ବସ ପହଞ୍ଚା ଯାଉଛି । ଏହି…

SCB କାଡିଓ ସର୍ଜରି ବିଭାଗରେ ବିରଳ ଅସ୍ତ୍ରୋପଚାର; ହୃତପିଣ୍ଡରୁ ବାହାରକଲେ ଛୁଞ୍ଚି

କଟକ: କଟକ SCB ମେଡିକାଲରେ ହେଲା ବିରଳ ଅସ୍ତ୍ରୋପଚାର । ହୃତପିଣ୍ଡରୁ ବାହାରିଲା ଛୁଞ୍ଚି । ଏସିବିର କାଡିଓ ଥୋରସିସ ଭାସ୍କଲ୍ଲାର ସର୍ଜରି ବିଭାଗ ପକ୍ଷରୁ ଏହି ବିରଳ ଅସ୍ତ୍ରୋପଚାର କରାଯାଇଛି । ସୂଚନା ମୁତାବକ ଖୋର୍ଦ୍ଧା…

ପୁଣି ଥରେ ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍‌, ସୋସିଆଲ ମିଡିଆରେ ବେଢା ଫଟୋ ଭାଇରାଲ

ପୁରୀ: ଶ୍ରୀମନ୍ଦିର ଉପରେ କିମ୍ବା ଭିତରେ ଫଟୋ ଉଠାଇବାକୁ ବାରଣ କରାଯାଇଛି । ମନ୍ଦିର ପ୍ରବେଶକୁ ନେଇ ମଧ୍ୟ ଅନେକ ପ୍ରକାର କଡ଼ା କଟକଣା ରହିଛି । ତଥାପି ବାରମ୍ବାର ଫଟୋ ଭାଇରାଲ ଖବର ସାମ୍ନାକୁ ଆସୁଛି । ଡ୍ରୋନ ଉଡାଇବାକୁ…

ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧୀ, ସଚ୍ଚିନ୍ ପାଇଲଟ୍

ଭୁବନେଶ୍ୱର: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି । ନିର୍ବାଚନ ପ୍ରଚାର ପାଇଁ ବର୍ତ୍ତମାନ ଅଣ୍ଟା ଭିଡ଼ିଛି କଂଗ୍ରେସ । କଂଗ୍ରେସର ପୂର୍ବତନ…

ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ଭୁଜାଲିରେ ଆକ୍ରମଣ: ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଉଦଳା: ସ୍କୁଲକୁ ଯିବା ବାଟରେ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ । ରାସ୍ତା ମଝିରେ ଶିକ୍ଷକ-ଶକ୍ଷୟତ୍ରୀଙ୍କୁ ଭୁଜାଲିରେ ଆକ୍ରମଣ କରି ଲହୁ ଲୁହାଣ କରିଥିବା ଜାଣିବାକୁ ମିଳିଛି । ଖୁଣ୍ଟା ଥାନା…

ଏପ୍ରିଲ ୧୩ କି ୧୪ରେ ପଣା ସଂକ୍ରାନ୍ତି ? ମୁକ୍ତି ମଣ୍ଡପ ପଣ୍ଡିତ ସଭା କେଉଁଦିନ ମାରିଲେ ମୋହର

ଭୁବନେଶ୍ୱର: ମହା ବିଷୁବ ପଣା ସଂକ୍ରାନ୍ତି ପାଳନକୁ ନେଇ ହଟିଲା ସଂଶୟ । ଏପ୍ରିଲ ୧୪ରେ ହିଁ ପାଳନ ହେବ ପଣାସଂକ୍ରାନ୍ତି । ଏହିଦିନ ପଣା ସଂକ୍ରାନ୍ତି ପାଳନ ନେଇ ମୋହର ମାରିଲେ ପୁରୀର ମୁକ୍ତି ମଣ୍ଡପ ପଣ୍ଡିତ ସଭା । ଅନ୍ୟ…

ନିର୍ବାଚନ ପୂର୍ବରୁ BJPର ମାଷ୍ଟରପ୍ଲାନ! ଓଡ଼ିଶାରେ ଡେରା ପକାଇବେ ଦଳର ଚିହ୍ନା ଚେହେରା

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ସମସ୍ତ ରାଜନୈତିକ ଦଳ ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇଛି । ପରୋକ୍ଷ ଭାବରେ ନିଜ ଦଳର ପ୍ରଚାର କରିବାରେ ଲାଗି ପଡ଼ିଛନ୍ତି ସମସ୍ତ ନିର୍ବାଚନୀ ଦଳ । ତେବେ ଏହି କାର୍ଯ୍ୟରେ ଖୁବ ଆଗରେ…

କୋମଲ ପ୍ଲେ ସ୍କୁଲର ୧୪ତମ ବାର୍ଷିକ ଉତ୍ସବ

ଭୁବନେଶ୍ୱର: ନହରକଣ୍ଟାସ୍ଥିତ ମିନି ଷ୍ଟାଡିୟମ୍ ରେ କୋମଲ ପ୍ଲେ ସ୍କୁଲର ୧୪ ତମ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଉତ୍ତର ଭୁବନେଶ୍ଵର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗ ଦେଇଥିଲେ ।…

ରାଷ୍ଟ୍ରୀୟ ସମ୍ମାନ ସହ ସାତକଡି ହୋତାଙ୍କ କରାଯିବ ଶେଷକୃତ୍ୟ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଶା ଭାସ୍କର: ବିଶିଷ୍ଟ ସାହିତ୍ୟିକ ତଥା ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ସାତକଡି ହୋତାଙ୍କ ପରଲୋକକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏକ ଶୋକବାର୍ତ୍ତାରେ…