Browsing Category

ରାଜ୍ୟ

ଅଜଣା ଗାଡ଼ି ଧକ୍କାରେ ଜଣଙ୍କର ମୃତ୍ୟୁ: ରାସ୍ତାରୋକ କଲେ ଉତକ୍ଷିପ୍ତ ଲୋକେ

ବ୍ରହ୍ମପୁର: ଅଜଣା ଗାଡ଼ି ଧକ୍କାରେ ଆଜି ସକାଳେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବ୍ରହ୍ମପୁର ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଶ୍ରୀଚନ୍ଦନପୁର ଗାଁ ନିକଟରେ…

ଓଡ଼ିଶାର ଏହି ସହର ଆଜି ୧୨ ଘଣ୍ଟା ପାଇଁ ବନ୍ଦ ରହିବ, ଜାଣନ୍ତୁ କାହିଁକି ?

ଭୁବନେଶ୍ୱର: ଆଜି ୧୨ ଘଣ୍ଟିଆ ବଲାଙ୍ଗିର ବନ୍ଦ ଡାକରା ଦିଆଯାଇଛି । ବଲାଙ୍ଗିରରେ ୧୨ ଘଣ୍ଟିଆ କୋଶଳ ବନ୍ଦ ଡାକରା ଦିଆଯାଇଥିବା ଜଣାପଡିଛି । ସ୍ଵତନ୍ତ୍ର କୋଶଳ ରାଜ୍ୟ ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି । ଫଳରେ…

ଚିଟଫଣ୍ଡ ଜମାକାରୀଙ୍କୁ ମିଳିଲା ଆଶ୍ୱସ୍ତି: ଅର୍ଥ ଫେରସ୍ତ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଭିନ୍ନ ଚିଟଫଣ୍ଡରେ ଜମା କରିଥିବା ଜମାକାରୀଙ୍କୁ ମିଳିଛି ଆଶ୍ୱସ୍ତି । ଅର୍ଥ ଫେରସ୍ତ ନେଇ ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଭିନ୍ନ ସଂସ୍ଥାର ସମ୍ପତ୍ତି ବ୍ୟାଜ୍ୟାପ୍ତି…

ଯାତ୍ରା କମେଡ଼ିଆନ ରବି ଶତପଥୀଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମନୋରଞ୍ଜନଧର୍ମୀ ଦୁନିଆରୁ ଆସିଛି ଏକ ବଡ଼ ଖବର । ବିଶିଷ୍ଟ ଯାତ୍ରା କମେଡ଼ିଆନ ରବି ଶତପଥୀଙ୍କ ପରଲୋକ ଘଟିଛି । ରବି ‘ଶାଗୁଣା ବସିଛି ଡେଣା ମେଲାଇ’ରେ ପଦୁ ମହାନ୍ତି ଚରିତ୍ରରେ ଅଭିନୟ…

ସୁରେଶ ମହାପାତ୍ରଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ମିଳିଛି ନୂଆ ଦାୟିତ୍ୱ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଛନ୍ତି ସୁରେଶ । ଏଥିସହିତ…

ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ, ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ୨ଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମଞ୍ଜୁରୀ ମିଳିବା ଖବର ସାମ୍ନାକୁ ଆସିଛି । ଏହି ପ୍ରକଳ୍ପକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇଟି ପ୍ରକଳ୍ପ ପାଇଁ ୩୮୬.୨୫ କୋଟି ଟଙ୍କା…

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ନନ୍ଦନକାନନରେ ରୋପୱେ ଉଦଘାଟନ କଲେ ରାଜ୍ୟ ଜଙ୍ଗଲ ବିଭାଗ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମସ୍ତ ପର୍ଯ୍ୟଟକଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ରାଜଧାନୀ ଭୁବନେଶ୍ୱରର ବାରଙ୍ଗ ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରୋପୱେ ବ୍ୟବସ୍ଥାକୁ ଉଦଘାଟନ କରିଛନ୍ତି ରାଜ୍ୟ ଜଙ୍ଗଲ ବିଭାଗ…

ଯୁବକଙ୍କଠାରୁ ଝାମ୍ପି ନେଲେ ୧ ଲକ୍ଷ ୯୯ ହଜାର, ମୁଖା ପିନ୍ଧି କଲେ ଲୁଟ

କଣ୍ଟାବାଞ୍ଜି: ଯୁବକଙ୍କ ଠାରୁ ଟଙ୍କା ଲୁଟିନେବା ଖବର ସାମ୍ନାକୁ ଆସିଛି । ଏପରି ଏକ ଘଟଣା କଣ୍ଟାବାଞ୍ଜି ଠାରେ ଘଟିଛି । ଯୁବକଙ୍କୁ ଅଟକାଇ ୧ ଲକ୍ଷ ୯୯ ହଜାର ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ । ଏସବିଆଇରୁ ଟଙ୍କା ଉଠାଇ…

ତ୍ରିପୁରାରୁ ଆସିଲା ଦୁଃଖ ଖବର: ଦେଶ ପାଇଁ ଲଢ଼ି ସହିଦ ହେଲେ ପୁଣି ଜଣେ ଓଡ଼ିଆ ଯବାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଆସିଛି ଏକ ଦୁଃଖ ଖବର । ଦେଶ ପାଇଁ ଲଢ଼େଇ କରି ପ୍ରାଣବଳୀ ଦେଇଛନ୍ତି ପୁଣି ଜଣେ ଓଡ଼ିଆ ଯବାନ । ତ୍ରିପୁରା ସୀମାରେ କାର୍ଯ୍ୟରତ ଓଡ଼ିଆ ବିଏସଏଫ ଯବାନ ସହିଦ ହୋଇଛନ୍ତି । ଓଡ଼ିଆ ଯବାନ…

ଅଧାରେ ଅଟକିଲା କ୍ୟାବିନେଟ ନିଷ୍ପତ୍ତି: ଅଣ-ଅନୁସୂଚିତଙ୍କୁ ଜମି ହସ୍ତାନ୍ତର ନିଷ୍ପତ୍ତି ସ୍ଥଗିତ

ଭୁବନେଶ୍ୱର: କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଉପରେ ଲାଗିଛି ରୋକ । ଅଣ ଅନୁସୂଚିତ ଜନଜାତିଙ୍କୁ ଜମି ହସ୍ତାନ୍ତର କରିବା ପାଇଁ ହୋଇଥିବା ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି । ଗତ କ୍ୟାବିନେଟ ବୈଠକରେ ଏ ନେଇ…