Browsing Category

ରାଜ୍ୟ

ବିଜେଡି ସୁପ୍ରିମୋଙ୍କ ବଡ଼ ନିଷ୍ପତ୍ତି: ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ହଟିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଉ କିଛି ମାସ ପରେ ରାଜ୍ୟରେ ବିଧାନସଭା ଓ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ସେନେଇ ଏବେଠାରୁ ରାଜ୍ୟର ନିର୍ବାଚନୀ କ୍ଷେତ୍ରଗୁଡ଼ିକ ଚଳଚଞ୍ଚଳ ହୋଇ ଉଠିବା ସହିତ ରାଜନୈତିକ ଦଳମାନେ ମଧ୍ୟ…

କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ତଥ୍ୟ: ବାୟୁ ପ୍ରଦୂଷଣ କବଳରେ ରାଜ୍ୟର ୧୨ଟି ସହର, ନାକ ଓ ପାଟି ଦେଇ ଧୂଳିକଣା ଶରୀରକୁ ଯାଉଛି, ବଢ଼ୁଛି ଥଣ୍ଡା ଓ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବାୟୁ ପ୍ରଦୂଷଣକୁ ନେଇ ଗତବର୍ଷ କିଛି ରିପୋର୍ଟ ସାମ୍ନାକୁ ଆସିଥିଲା । ବିଶେଷ କରି ଗତ ୮ ବର୍ଷ ମଧ୍ୟରେ ଭୁବନେଶ୍ୱରର ବାୟୁର ସ୍ତର ଭଲ ସ୍ତରରେ ନଥିବା ନେଇ ୨୦୨୨ ମସିହା ଡିସେମ୍ବର…

ନୂଆବର୍ଷରେ ବି କରୋନା: ରାଜ୍ୟରୁ ଚିହ୍ନଟ ହେଲେ ୨ ଜଣ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୨୩ ପୁରୁଣା ବର୍ଷ ବିଦାୟ ନେଇଛି ଆଉ ନୂଆ ବର୍ଷ ୨୦୨୪ ଆଜିଠାରୁ ପାଦ ଥାପିଛି । ତେବେ ନୂଆ ବର୍ଷରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ଏହା ମଧ୍ୟରେ ରାଜ୍ୟରୁ ପୁଣି ୨ ଜଣ କୋଭିଡ୍ ପଜିଟିଭ୍…

ନୂଆବର୍ଷରୁ ଲାଗୁହେଲା ନୂଆ ନିୟମ: ଆଜିଠାରୁ ଶ୍ରୀମନ୍ଦିରରେ ପାନ, ଗୁଟଖା, ପ୍ଲାଷ୍ଟିକ ଓ ପଲିଥିନ୍ ମନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନୂଆବର୍ଷ ୨୦୨୪ରେ ପୁରୀ ଶ୍ରୀମନ୍ଦିରରେ ନୂଆ ନିୟମ ଲାଗୁ ହୋଇଛି । ନୂଆ ବର୍ଷରୁ ଶ୍ରୀମନ୍ଦିରରେ ଏହି କଟକଣା ଲାଗୁ କରିବା ପାଇଁ ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ସୂଚନା…

କଣ୍ଟେନର କାର ମୁହାଁମୁହିଁ ଧକ୍କା, ୩ ଗୁରତର

ଆନନ୍ଦପୁର: ନୂଆବର୍ଷରେ ଠାକୁର ଦର୍ଶନ କରିବାକୁ ଯିବା ସମୟରେ ଅଘଟଣ । ଏନ୍‌ଏଚ୍ ୨୦ ଘସିପୁରା ଥାନା ବାରିଗାଁ ନିକଟରେ ଘଟିଛି ଏକ ମର୍ମନନ୍ତୁଦ ସଡ଼କ ଦୁର୍ଘଟଣା । କଣ୍ଟେନରକୁ ଏକ କାର ଧକ୍କା ଦେବା କାରଣରୁ ୩ ଜଣ ଗୁରୁତର…

ଓଡ଼ିଶା ପ୍ରତି ଏତେ ଅବିଚାର କାହିଁକି: ବାରବାଟୀକୁ ମିଳୁନି ଗୋଟିଏ ବି ମ୍ୟାଚ, ଓଡ଼ିଆ ଖେଳାଳିଙ୍କୁ ଅଣଦେଖା, କ’ଣ ପାଇଁ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୪ ବର୍ଷ ହେଲାଣି ରାଜ୍ୟର କଟକ ସ୍ଥିତ ବାରବାଟୀ ଷ୍ଟାଡିୟମରେ ଗୋଟିଏ ବି ଅନ୍ତର୍ଜାତୀୟ ମ୍ୟାଚ ହୋଇ ନାହିଁ । ବର୍ଷକ ପୂର୍ବରୁ ଶେଷ ଧର ପାଇଁ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ…

ସମ୍ବଲପୁରରେ ୩ଟି କୌଶଳ ରଥର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ: ଯୁବବର୍ଗଙ୍କୁ ଡିଜିଟାଲ୍ ସ୍କିଲରେ ଦକ୍ଷ କରିବା ପାଇଁ ଦିଆଯିବ ଟ୍ରେନିଂ

ଭୁବନେଶ୍ୱର: ଇଂରାଜୀ ନବବର୍ଷର ଅବ୍ୟବହିତ ପୂର୍ବରୁ ଓଡ଼ିଶାର ଯୁବବର୍ଗଙ୍କୁ ମାଗଣାରେ ଡିଜିଟାଲ ଶିକ୍ଷା ସହ ସେମାନଙ୍କୁ ଦକ୍ଷତା ବଢାଇବା ଲକ୍ଷ୍ୟରେ ରବିବାର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ…

ଘାଟିରେ ଓଲଟିଲା ପିକନିକ୍ ବସ୍: ୩୫ରୁ ଅଧିକ ଯାତ୍ରୀ ଗୁରୁତର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନୂଆବର୍ଷ ୨୦୨୪ ପାଦ ଦେବାକୁ ଆଉ ମାତ୍ର କିଛି ଘଣ୍ଟା ବାକି ଅଛି । ତେବେ ନୂଆ ବର୍ଷ ଅବସରରେ ସମସ୍ତେ ଏବେ ପିକନିକରେ ବ୍ୟସ୍ତ । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବିବାହିତ ପୁରୁଷ, ମହିଳା ଓ…

(Video) ପିକନିକରୁ ଫେରୁଥିଲେ ଭୂତ ଲାଗିଲା: ସମସ୍ତଙ୍କର ଆଚାର ବ୍ୟବହାର ବଦଳିଗଲା!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆମ ଆଖପାଖରେ ଅନେକ ସମୟରେ ଭୂତପ୍ରେତଙ୍କୁ ନେଇ କିଛି ଅଜବ ପ୍ରକାରର କଥା ସବୁ ଶୁଣିବାକୁ ମିଳିଥାଏ । ଭୂତ ସହ ଜଡ଼ିତ ଏହି କଥାସବୁକୁ କିଛି ଲୋକ ବିଶ୍ୱାସ କରୁଥିବା ବେଳେ ଆଉ କିଛି ହସରେ ଉଡ଼ାଇ…

ନୂଆବର୍ଷ ପୂର୍ବରୁ ବଢ଼ିଲା ସଂକ୍ରମଣ: ରାଜ୍ୟରୁ ପୁଣି ଚିହ୍ନଟ ହେଲେ ୫ ଜଣ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାତି ପାହିଲେ ନୂଆବର୍ଷ ୨୦୨୪ ପାଦ ଥାପିବ । ତେବେ ଏହା ମଧ୍ୟରେ ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ ହୋଇଥିବାର ଦେଖିବାକୁ ମିଳିଛି । ରାଜ୍ୟରୁ ପୁଣି ୫ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ…