fbpx
Browsing Category

ସାଧାରଣ ନିର୍ବାଚନ 2024

(Video) ପ୍ରଚାରରୁ ବାରି ହେଉଛି ବିଜେପିର ବିଜୟ!, ”ଲଢେଇ ନୁହଁ ଧାମନଗରରେ ଏକପାଖିଆ ବିଜୟୀ ହେବେ ସୂରଜ”

ଧାମନଗର: ରାଜ୍ୟ ରାଜନୀତି ରେ ବେଶ ଚଂଚକତା ଦେଖାଉଛନ୍ତି ପ୍ରାର୍ଥୀମାନେ। ଯିଏ ଦିନେ ଏସି ରୁମରୁ ବାହାରି ନଥିଲେ ସେ ଆଜି ଭୋଟ ଖଣ୍ଡେ ପାଇଁ ଡୋର ଟୁ ଡୋର ବୁଲି ଗୋଡ ହାତ ତଳେ ପଡି ଭୋଟ ଭିକ୍ଷା କରୁଛନ୍ତି। ତେବେ ସେଭଳି…

‘ସାତ ଜନ୍ମରେ ସରକାର ଗଠନ କରିପାରିବ ନାହିଁ କଂଗ୍ରେସ’, ହରିୟାଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦାବି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ପାଇଁ ପ୍ରଚାର ଆରମ୍ଭ ହୋଇସାରିଛି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହରିୟାଣାର ମହେନ୍ଦ୍ରଗଢରେ ପହଞ୍ଚିଛନ୍ତି । ଏଠାରେ ଜନସଭାକୁ ସମ୍ବୋଧିତ କରି…

(Video) ନିର୍ବାଚନ ସରିବା ପରେ ବି ଗ୍ରାମ ଗୁଡିକରେ ଥମୁନି ରାଜନୈତିକ ହିଂସା; ରାତି ଅଧରେ ଘରେ ପଶି ଏମିତି କରୁଛନ୍ତି

ସୋରଡା: ନିର୍ବାଚନ ସରିବା ପରେ ଗ୍ରାମ ଗୁଡିକରେ ଆରମ୍ଭ ହୋଇଛି ରାଜନୈତିକ ହିଂସା, ରାତି ଅଧରେ ଘରେ ପଶି ଏମିତି କରୁଛନ୍ତି । ଗତ ୨୦ ତାରିଖ ରେ ଗଞ୍ଜାମ ଜିଲ୍ଲା ର ଆସିକା ସଂସଦୀୟ ମଣ୍ଡଳୀ ର ସୋରଡା ନିର୍ବାଚନ ମଣ୍ଡଳୀ ରେ…

ମଦ ପିଇବାକୁ କଲବଲ ହେଲେଣି ମଦୁଆ; ଘନ ଘନ ବୁଲୁଛି PCR, ଖୋଲାରେ ପିଇଲେ ସାବାଡ୍ କରୁଛି ପୋଲିସ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ନିର୍ବାଚନ ପାଇଁ ପୁରା ପ୍ରସ୍ତୁତିରେ କମିଶନରେଟ୍ ପୋଲିସ । ଡିସିପିଙ୍କ ନିର୍ଦ୍ଦେଶ କ୍ରମେ ଏଣିକି ସନ୍ଧ୍ୟାରେ କ୍ୟାପିଟାଲ ଥାନା, ଖାରବେଳନଗର ଥାନା, ନୟାପଲ୍ଲୀ ଥାନା ଓ ଖଣ୍ଡଗିରି ଥାନା…

ଜାତି, ସମ୍ପ୍ରଦାୟ, ଭାଷା ଓ ଧର୍ମ ଆଧାରରେ ପ୍ରଚାର କରିଥିବାରୁ ବିଜେପି ଓ କଂଗ୍ରେସକୁ ନିର୍ବାଚନ କମିଶନଙ୍କ ତାଗିଦ୍

ନୂଆଦିଲ୍ଲୀ: ନିର୍ବାଚନ କମିଶନ ବିଜେପି ଓ କଂଗ୍ରେସକୁ ନିର୍ଦ୍ଦେଶ ନାମା ଜାରି କରିଛନ୍ତି । ଉଭୟ ଦଳର ଷ୍ଟାର ପ୍ରଚାରକମାନେ ଯେପରି ଶୃଙ୍ଖଳା ବଜାୟ ରଖନ୍ତି ଏବଂ ନିର୍ବାଚନ ପ୍ରଚାର ସମୟରେ ସମାଜକୁ ବିଭାଜିତ କରୁଥିବା…

କଟକ ଲୋକସଭା ଆସନ କିଏ ହାତେଇବ: ତିନି ଦଳର ପ୍ରାର୍ଥୀଙ୍କ ମଧ୍ୟରେ ହେବ କଡ଼ା ଟକ୍କର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶରେ ଲୋକସଭା ନିର୍ବାଚନର ୫ର୍ଥ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଆଉ ୨ଟି ପର୍ଯ୍ୟାୟ ବାକି ରହିଛି । ସେହିପରି ଓଡ଼ିଶାରେ ଏହା ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ମତଦାନ ସରିଥିବା ବେଳେ ଆଗକୁ ଆଉ…

(Video) ଭୁବନେଶ୍ଵରରେ ଭୋଟ ହିଂସା; ସ୍ୱାମୀ ଆଗରେ ସ୍ତ୍ରୀକୁ ଧମକ, ‘ଭୋଟ ଚାଲିଥିବ ତୋ ସ୍ୱାମୀକୁ….’

ଭୁବନେଶ୍ୱର: ଗଞ୍ଜାମ ପରେ ଭୁବନେଶ୍ୱରରେ ଭୋଟ ହିଂସା । କମିଶନରେଟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ । ଭୋଟ ବେଳେ ମୁଣ୍ଡରୁ ଗଣ୍ଡିକୁ ଅଲଗା କରିବାକୁ ଧମକ। ଭୁବନେଶ୍ୱରରେ ସ୍ତ୍ରୀଙ୍କୁ ଟଣାଓଟରା କଲେ ସ୍ୱାମୀଙ୍କୁ ମାରିଲେ। ତତେ…

ମୋ ନିର୍ଦ୍ଦେଶରେ କୃଷକଙ୍କ ଉପରକୁ ଗୁଳି ଚାଳନା କରାଯାଇଥିଲା; ହରିୟାଣାର ପୂର୍ବତନ ଗୃହମନ୍ତ୍ରୀ

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ସମୟରେ କୃଷକଙ୍କ ଉପରକୁ ପୁଲିସ ଗୁଳି ଚଳାଇବା ଘଟଣା ପାଇଁ ନିଜକୁ ଦାୟୀ କରିଛନ୍ତି ହରିୟାଣାର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଭିଜ୍। ଅନୀଲ ଭିଜ୍ କହିଛନ୍ତି, "ଯେ କେହି ନିର୍ଦ୍ଦେଶରେ କୃଷକଙ୍କ…

(Video) ଗତକାଲି ଅଟୋରେ ଭୋଟରମାନଙ୍କୁ ନେଇଯାଉଥିଲେ ରାସ୍ତାରେ ଶେଷ କରିଦେଲେ; ପୁଣି ଆଜି …

ବରଗଡ଼: (ଓଡ଼ିଶା ଭାସ୍କର) ସରସରା ଗ୍ରାମରେ ଜଘନ୍ୟ ହତ୍ୟାକାଣ୍ଡ ଘଟଣା: ବିଜେଡ଼ି-ବିଜେପି କାଦୁଅ ଫିଙ୍ଗାଫିଙ୍ଗି ଆରମ୍ଭ । ରାଜ୍ୟରେ ଦ୍ଵିତୀୟ ପର‌୍ୟ୍ୟାୟ ମତଦାନ ଚାଲିଥିବା ବେଳେ ଗତ କାଲି ସୋମବାର ବରଗଡ଼ ଜିଲ୍ଲା ସରସରାରେ…

୨୨ରେ ଓଡ଼ିଶା ଆସିବେ ରାମାୟଣର ‘ରାମ’ ଅରୁଣ ଗୋଭିଲ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେପିର ଜୋରଦାର ପ୍ରଚାର । ଘନ ଘନ ଓଡ଼ିଶା ଆସୁଛନ୍ତି ବିଜେପିର ହେଭିୱେଟ୍ ନେତା । ଓଡ଼ିଶାରେ ପ୍ରଥମ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଆସନ୍ତା…