Browsing Category
ସାଧାରଣ ନିର୍ବାଚନ 2024
‘ପଦ୍ମ ପୋଖରୀ’ରେ ପାଦ ଦେଲେ ଜ୍ୟୋତି ପାଣିଗ୍ରାହୀ: ସ୍ୱାମୀ ସରୋଜ ପାଣିଗ୍ରାହୀଙ୍କ ସହ ବିଜେପିରେ ସାମିଲ
ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ନେତା-ମନ୍ତ୍ରୀଙ୍କ ଦଳଡିଆଁ ପର୍ବ ଏବେ ବି ଜାରି ରହିଛି । ଆଜି ବିଜୁ ଜନତା ଦଳର ଆଉ ଜଣେ ସଦସ୍ୟ ଦଳ ଛାଡ଼ି ବିଜେପିକୁ ନିଜର କରିଛନ୍ତି । କିଛି ଦିନ ତଳେ ବିଜେଡିରୁ ବିଦାୟ ନେଇଥିବା…
Big Breaking; କଂଗ୍ରେସର ପ୍ରାର୍ଥୀ ଘୋଷଣା: ନିର୍ବାଚନରେ ୯ ଲୋକସଭା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ
ଭୁବନେଶ୍ୱର: ଆସନ୍ତା ନିର୍ବାଚନ ପାଇଁ ଓଡ଼ିଶା କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି । ଆଉ ୯ଟି ଲୋକସଭା ପ୍ରାର୍ଥୀଙ୍କ ନାମରେ ମୋହର ମାରିଛି ରାଜ୍ୟ କଂଗ୍ରେସ । ଏହି ତାଲିକାରେ ବାଲେଶ୍ୱରରୁ ଶ୍ରୀକାନ୍ତ ଜେନାଙ୍କୁ ପ୍ରାର୍ଥୀ…
ବାବୁସାନ-ଅମ୍ଳାନଙ୍କୁ ମିଳିପାରେ ବଡ଼ ‘ଦାୟିତ୍ୱ’: ନବୀନ ନିବାସରେ ସିନେ ଷ୍ଟାରଙ୍କ ଲମ୍ବା ଲାଇନ୍
ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଏବେ ଦେଖାଦେଇଛି ଆଉ ଏକ ଟ୍ୱିଷ୍ଟ । ଚିହ୍ନା ଚେହେରାଙ୍କୁ ହରାଇ ଏବେ ଓଡ଼ିଶା ପଲିଟିକ୍ସରେ ବଳ ଗୋଟାଉଛି ବିଜୁ ଜନତା ଦଳ । ଗାଦି ହାତେଇବା ପାଇଁ ନବୀନ ନିବାସରେ ଚାଲିଛି ଚକ୍ରବ୍ୟୁହର…
(Video) ଶ୍ରୀମୟୀ ମିଶ୍ରଙ୍କ ଟିକେଟ ଫାଇନାଲ! ଏହି ଆସନରୁ ନିର୍ବାଚନ ଲଢିବେ ବିଜେଡି ନେତ୍ରୀ… ବିବାଦରେ ଅନନ୍ତ
ଓଡ଼ିଶା ଭାସ୍କର: ଆଉ କିଛି ସମୟ ଭିତରେ ଆସିପାରେ ବିଜୁ ଜନତା ଦଳର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ରାଜ୍ୟର ୨୦ଟି ଲୋକସଭା ଆସନରେ ଦଳ ପ୍ରାର୍ଥୀ ଦେଇ ସାରିଥିବା ବେଳେ ୧୦୮ ଜଣଙ୍କୁ ବିଦାନସଭା ନିର୍ବାଚନ ପ୍ରାର୍ଥୀ…
ବଡ଼ ଘୋଷଣା; ନିର୍ବାଚନ ପାଇଁ ରାଜି ହେଲେ ପୱନ ସିଂହ: ଏବେ ଏହି ଲୋକସଭା ଆସନ ପାଇଁ କରିବେ ଲଢେଇ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ପୁଣି ଏକ ବଡ଼ ଘୋଷଣା କରିଛନ୍ତି ଭୋଜପୁରୀ ଷ୍ଟାର ପୱନ ସିଂହ । ନିର୍ବାଚପ ଲଢିବା ପାଇଁ ପ୍ରଥମେ ମନା କରୁଥିବା ବେଳେ ବର୍ତ୍ତମାନ ରାଜନୀତି ମଇଦାନକୁ ମନ ବଳାଇଛନ୍ତି ପୱନ । ଆସନ୍ତା…
ରୋଚକ ସ୍ଥିତିରେ କଟକ ଲୋକସଭା ଆସନ: ଭର୍ତ୍ତୃହରି ଓ ସଂତୃପ୍ତଙ୍କ ମଧ୍ୟରେ କଡ଼ା ମୁକାବିଲା, ରାଜନୀତିରେ ଜଣେ ନବୀନ- ଜଣେ ପ୍ରବୀଣ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୧୯ରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯିବ । ସେହିପରି ଆସନ୍ତା ମେ ମାସ ୧୩, ୨୦, ୨୫ ଓ ଜୁନ ମାସ ୧ ତାରିଖରେ ୪ଟି ପର୍ଯ୍ୟାୟରେ ଓଡ଼ିଶାରେ…
(Video) ବାଲେଶ୍ୱରରେ ବିଜେଡି ମଙ୍ଗ ଧରିବେ ଲେଖାଶ୍ରୀ! ପ୍ରତାପ ନନାଙ୍କ ବିପକ୍ଷରେ ହେବ କଡ଼ା ଟକ୍କର…
ଓଡ଼ିଶା ଭାସ୍କର: ରାଜ୍ୟ ରାଜନୀତିକୁ ନେଇ ଏବେ ଚା ଖଟିରେ ନିର୍ଦ୍ଧୁମ ଚର୍ଚ୍ଚା ଜାରି ରହିଛି । ତେବେ ଏହି ଚର୍ଚ୍ଚାକୁ ଆହୁରି ଗରମ କରିଛି ଲେଖାଶ୍ରୀ ସାମନ୍ତସିଂହାରଙ୍କ ପାର୍ଟି ପରିବର୍ତ୍ତନ । ଭାରତୀୟ ଜନତା ପାର୍ଟିର…
ବାଲେଶ୍ୱର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ କିଏ ହେବେ: ଜଣେ ମହିଳା ପ୍ରାର୍ଥୀଙ୍କୁ ନେଇ ବଡ଼ ଚର୍ଚ୍ଚା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୧୯ରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଆରମ୍ଭ ହେବ । ସେହିପରି ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ଏହା ମଧ୍ୟରେ ବିଜେଡି ୩ଟି ପର୍ଯ୍ୟାୟରେ…
କେନ୍ଦ୍ରାପଡ଼ା ଆସନରେ ଉଡ଼ିବ କାହାର ବାନା: ନେତା ବଦଳିଲେ- ନୀତି ବଦଳିଲା, ଲଢ଼େଇରେ ବାଜି ମାରିବ କିଏ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏପ୍ରିଲ ମାସ ୧୯ରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯିବ । ସେହିପରି ଆସନ୍ତା ମେ ମାସ ୧୩, ୨୦, ୨୫ ଓ ଜୁନ ମାସ ୧ ତାରିଖରେ ୪ଟି ପର୍ଯ୍ୟାୟରେ ଓଡ଼ିଶାରେ…
ବଡ଼ ଖବର; ଶଙ୍ଖ ଫୁଙ୍କିବେ ଲେଖାଶ୍ରୀ: ପଦ୍ମ ଛାଡ଼ି ବିଜେଡିରେ ଯୋଗଦେଲେ ଲେଖାଶ୍ରୀ ସାମନ୍ତସିଂହାର
ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପି ଉପସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଲେଖାଶ୍ରୀ ସାମନ୍ତ ସିଂହାର । ଏହା ପରେ ଶଙ୍ଖ ଭବନରେ ପହଞ୍ଚି ସେ ବିଧିବଦ୍ଧ ଭାବରେ ବିଜୁ ଜନତା ଦଳ ସହ ସାମିଲ ହୋଇଛନ୍ତି ।…