Browsing Category

ରାଜନୀତି

ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ, ଚେନ୍ନାଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ

ଭୁବନେଶ୍ୱର: ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ଘଟିଛି । ଚିକିତ୍ସାଧୀନ ଅବସ୍ଥାରେ ରାଜେନ୍ଦ୍ର ଢୋଲକିଅଶଙ୍କ ପରଲୋକ ଘଟିଥିବା ସୂଚନା । ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେବା ସମୟରେ…

ଟ୍ରମ୍ପଙ୍କ ଟାରିଫ ମାଡ଼କୁ ନେଇ କଂଗ୍ରେସ ଓଗାଳିଲା ବିଷ; ଦଳର ଅଧ୍ୟକ୍ଷ କହିଲେ “PM ମୋଦି ହୋଇଯାଇଛନ୍ତି ଭାରତର ଶତ୍ରୁ”

ପାଟନା : କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରବିବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ଆମେରିକା ଦ୍ୱାରା ଭାରତ ଉପରେ ଲାଗୁ କରାଯାଇଥିବା ଶୁଳ୍କ ପ୍ରସଙ୍ଗରେ ମଲ୍ଲିକାର୍ଜୁନ…

ଜାପାନ ପ୍ରଧାନମନ୍ତ୍ରୀ ଅଚାନକ ଦେଉଛନ୍ତି ଇସ୍ତଫା, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ: ଜାପାନ ପ୍ରଧାନମନ୍ତ୍ରୀ ଶିଗେରୂ ଇଶିବା ଅଚାନକ ପଦବୀରୁ ଇସ୍ତଫା ଦେବା ପାଇଁ ଘୋଷଣା କରିଛନ୍ତି । ଏହି ନିଷ୍ପତ୍ତି ସେ ନିଜ ପାର୍ଟୀ ଭିତରେ ଲଗାତାର ଚର୍ଚ୍ଚା ଏବଂ ଜୁଲାଇରେ ହୋଇଥିବା ସଂସଦୀୟ ନିର୍ବାଚନରେ ବଡ଼…

ଏପଟେ ମନମୋହନ, ସେପଟେ ନବୀନ; ଏକା ସାଙ୍ଗେ କାହିଁକି ଗଲେ ଦିଲ୍ଲୀ, ରାଜ୍ୟ ରାଜନୀତି ସରଗରମ…

ଭୁବନେଶ୍ବର: ଏପଟେ ମନମୋହନ, ସେପଟେ ନବୀନ । ଏକା ସାଙ୍ଗେ ଦୁଇଟି ଦଳର ସଭାପତି ଗଲେ ଦିଲ୍ଲୀ । ଏନେଇ ବଢୁଚି ଚର୍ଚ୍ଚା । ତେବେ ଆଜିଠୁ ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଗଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ । ୯…

ରାଜ୍ୟରେ ବଦଳିବ ମନ୍ତ୍ରୀମଣ୍ଡଳ! ମନମୋହନଙ୍କ ହଠାତ୍ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା…

ଓଡ଼ିଶା ଭାସ୍କର: ପୁଣି ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଗତକାଲି ସେ ନୂଆଦିଲ୍ଲୀରୁ ଫେରିଥିଲେ। ହେଲେ କିଛି ଘଣ୍ଟା ପରେ ପୁଣି ତାଙ୍କୁ ଡାକରା ଆସିଲା, ଯେଉଁଥିପାଇଁ ସେ ପୁଣି ଥରେ ବିଳମ୍ବିତ ରାତିରେ…

‘ମୁଁ ତାଙ୍କ ଭାବନାକୁ ପ୍ରଶଂସା କରୁଛି..’, ଟ୍ରମ୍ପଙ୍କ ‘ଦୋସ୍ତି’ର ବୟାନ ଉପରେ ପିଏମ ମୋଦୀଙ୍କ ପ୍ରଥମ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଭାରତ ସହିତ ଶୁଳ୍କ ବିବାଦ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜଣେ ଭଲ ବନ୍ଧୁ ଏବଂ ଜଣେ ମହାନ ପ୍ରଧାନମନ୍ତ୍ରୀ ଭାବରେ ବର୍ଣ୍ଣନା କରିଛନ୍ତି। ସେ…

ଦିବାସ୍ୱପ୍ନ ଦେଖୁଛନ୍ତି ଟ୍ରମ୍ପଙ୍କ ମନ୍ତ୍ରୀ ଲୁଟନିକ୍‌, ଭାରତକୁ ନେଇ କରିଥିବା ଭବିଷ୍ୟବାଣୀ କେବେ ହେବନି ସତ

ନୂଆଦିଲ୍ଲୀ: ଭାରତ ସହିତ ଶୁଳ୍କ ଯୁଦ୍ଧ ମଧ୍ୟରେ, ଆମେରିକାର ଏକ ଅବାନ୍ତର ମନ୍ତବ୍ୟ ହଇଚଇ ସୃଷ୍ଟି କରିଛି। ଆମେରିକାର ବାଣିଜ୍ୟ ସଚିବ ହାୱାର୍ଡ ଲୁଟନିକ୍ ଭବିଷ୍ୟବାଣୀ କରିଛନ୍ତି ଯେ ଶୁଳ୍କ ଉପରେ ଆମେରିକାର ବର୍ତ୍ତମାନର…

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନ୍ ଅସୁସ୍ଥ, ହସ୍ପିଟାଲରେ ହେଲେ ଭର୍ତ୍ତି

ନୂଆଦିଲ୍ଲୀ: ପଞ୍ଜାବ ବର୍ତ୍ତମାନ ବନ୍ୟା ପରିସ୍ଥିତି ଦେଇ ଗତି କରୁଛି। ଏହାର ୨୦ ଜିଲ୍ଲା ଶୋଚନୀୟ ଭାବେ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ଏପର୍ଯ୍ୟନ୍ତ ପଞ୍ଜାବରେ ହାରାହାରି ୪୩ ଜଣଙ୍କର ମୃତ୍ୟୁ ଘଟିଛି। ଏହାରି…

Video: ଏ ଲେଡ଼ି ସିଂଘମକୁ ସାଲ୍ଯୁଟ, ଡେପୁଟି ସିଏମ ଏଜିତ ପାୱାରଙ୍କୁ ଦେଖନ୍ତୁ କେମିତି ଦେଉଛନ୍ତି ରୋକଠୋକ ଜବାବ, ଚର୍ଚ୍ଚାରେ IPS…

ଓଡ଼ିଶା ଭାସ୍କର: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ସଭାପତି ଅଜିତ ପାୱାରଙ୍କ ମହିଳା ଆଇପିଏସ ଅଧିକାରୀ ଅଞ୍ଜନା କୃଷ୍ଣଙ୍କ ସହ ଯୁକ୍ତିତର୍କ କରୁଥିବାର ଏକ ଭିଡିଓ ସାମ୍ନାକୁ…