fbpx
Browsing Category

ରାଜନୀତି

Confuse କରୁଛି ଅନୁଭବଙ୍କ ଫେସବୁକ ପୋଷ୍ଟ: ବିଜେପିରେ ଥାଇ ଖୋଜୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନଙ୍କ ଆଶୀର୍ବାଦ!

ଭୁବନେଶ୍ୱର: ଓଡ଼ିଶା ରାଜନୀତିକୁ ନେଇ କମ୍ପୁଛି ଭୁବନେଶ୍ୱରରୁ ଦିଲ୍ଲୀ । ବିଶେଷ କରି ବିଜେଡିର ଅନେକ ଚିହ୍ନା ଚେହେରା ବିଜେପିରେ ସାମିଲ ହେବା ପରେ ଓଡ଼ିଶାରେ ରାଜନୀତି ସୂତା ଅଡ଼ୁଆ ହେବା ଭଳି ଲାଗୁଛି । ଏହା ମଧ୍ୟରେ ଏହି…

ରାଏବରେଲୀରେ ଗାନ୍ଧୀ ବନାମ ଗାନ୍ଧୀ ଲଢେଇ! ୪୦ ବର୍ଷ ତଳର ଘଟଣାର ପୁଣି ହେବ ପୁନରାବୃତ୍ତି

ଲକ୍ଷ୍ନୌ: ଉତ୍ତରପ୍ରଦେଶର ହାଇ-ପ୍ରୋଫାଇଲ୍ ସିଟ୍ ରାଏବରେଲୀରୁ କଂଗ୍ରେସ ଓ ବିଜେପି ଉଭୟ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିନାହାନ୍ତି । କଂଗ୍ରେସ ପକ୍ଷରୁ କୁହାଯାଉଛି କି ରାଏବରେଲୀରୁ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନ…

ହିଞ୍ଜିଳିରୁ ଆରମ୍ଭ ହେଲା ବିଜେଡିର ଜୟ ଯାତ୍ରା; ‘ଆପଣଙ୍କ ସ୍ନେହ, ସମର୍ଥନ ପାଇଁ ଚିର ଋଣୀ’

ହିଞ୍ଜିଳି: (ଓଡ଼ିଶା ଭାସ୍କର) ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ହିଞ୍ଜିଳିରେ ପ୍ରଚାର ଆରମ୍ଭ କଲେ ନବୀନ ପଟ୍ଟନାୟକ । ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ…

(Video) ଧୋକା ଦେଲା ବିଜେଡି… ସାଥ୍ ଦେବ ତ ବିଜେପି? ରାଜନୀତିରେ ଏକା ରହିଗଲେ ଅରିନ୍ଦମ!

ଓଡ଼ିଶା ଭାସ୍କର: ୨୦୨୪ ନିର୍ବାଚନରେ ଭରି ରହିଛି ଟ୍ୱିଷ୍ଟ ପରେ ଟ୍ୱିଷ୍ଟ । କିନ୍ତୁ ସବୁଠୁ ବଡ଼ ଟ୍ୱିଷ୍ଟ ଦେଇଛି ଓଡ଼ିଶା ପଲିଟିକ୍ସ । ରାଜ୍ୟରେ ବିଜେଡି-ବିଜେପି ଲଢେଇକୁ ନେଇ ରାଜନୀତି ମାହୋଲ ସରଗରମ । ପୁରରୁ ପଲ୍ଲୀ…

ବିଜେପି ଯେଉଁଠି ଶକ୍ତିଶାଳୀ ଥିଲା, ସେହିଠୁ ଭୋଟ୍ କମିଲା; ରାଜନୀତିରେ କିପରି ଆସିଲା ‘ମଙ୍ଗଳସୂତ୍ର’?

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଏପ୍ରିଲ ୨୬ରେ ଅନୁଷ୍ଠିତ ହେବ। ପୂର୍ବରୁ ତାତି ବଢିଯାଇଛି । ୮୦ ବନାମ ୨୦ ଲଢ଼େଇ ଜୋରଦାର ହୋଇଛି। ବାସ୍ତବରେ ପ୍ରଧାନମନ୍ତ୍ରୀ ମୋଦି…

ଲୋକସଭା ନିର୍ବାଚନର ସବୁଠାରୁ ଧନୀ ପ୍ରାର୍ଥୀ ପି. ଚନ୍ଦ୍ର ଶେଖର, ୫ କୋଟିରୁ ଉର୍ଦ୍ଧ୍ୱ ସମ୍ପତ୍ତି ଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି

ନୂଆଦିଲ୍ଲୀ: ଏପ୍ରିଲ ୧୯ରୁ ଅନେକ ରାଜ୍ୟରେ ଆରମ୍ଭ ହୋଇଯାଇଛି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ । ଗୋଟିଏ ପଟେ ପ୍ରଚାର କାର୍ଯ୍ୟରେ ବିଭିନ୍ନ ରାଜନୈତିକ ଦଳ ବ୍ୟସ୍ତ ଥିବା ବେଳେ ଅନ୍ୟପଟେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ…

ଧାରା ୩୭୦କୁ ନେଇ କମଳନାଥଙ୍କ ଭାଇରାଲ ଭିଡିଓ ଏକ ଡିପ୍ ଫେକ୍; ଯୋଡାଯାଇଛି AI ଭଏସ୍

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ମୁସଲମାନମାନଙ୍କୁ ମସଜିଦ୍ ଏବଂ ଜମ୍ମୁ-କଶ୍ମୀରରେ ଧାରା ୩୭୦ ପୁନରୁଦ୍ଧାର ପାଇଁ ପ୍ରତିଶ୍ରୁତି ଦେଇଥିବା ଦାବି କରୁଥିବା ର ଏକ ଭିଡିଓ…

ଆଜି ଆରୁଣାଚଳ ପ୍ରଦେଶର ୮ଟି ମତଦାନ କେନ୍ଦ୍ରରେ ପୁନଃ ଭୋଟ୍ ଗ୍ରହଣ, ପ୍ରଥମ ଭୋଟିଂ ସମୟରେ ହିଂସା କାରଣରୁ ଏଭଳି ନିଷ୍ପତ୍ତି ନେଲେ ନିର୍ବାଚନ…

ନୂଆଦିଲ୍ଲୀ: ଆଜି ଅରୁଣାଚଳ ପ୍ରଦେଶର ୮ ଟି କେନ୍ଦ୍ରରେ ଦ୍ୱିତୀୟ ଥର ପାଇଁ ମତଦାନ ଅନୁଷ୍ଠିତ ହେଉଛି । ଏପ୍ରିଲ ୧୯କୁ ହୋଇଥିବା ପ୍ରଥମ ପର୍ଯ୍ୟାୟ ଭୋଟିଂ ସମୟରେ ମତଦାନ କେନ୍ଦ୍ରରେ ହିଂସା ଦେଖାଦେଇଥିଲା । ଏନେଇ ଅରୁଣାଚଳ…

ଆଜିଠୁ ଆରମ୍ଭ ବିଜୟ ଅଭିଯାନ! ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ, ହିଞ୍ଜିଳିରେ ଶଙ୍ଖନାଦ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ପ୍ରଚାର ମଇଦାନ କମ୍ପିଉଠିଛି । ବିଜୟ ଆଶାରେ ସାରା ଓଡ଼ିଶାରେ କମ୍ପଉଠିଛି ବିଜେଡି ବିଜେପି ଜୟ ଜୟକାର ଧ୍ୱନୀ । ତେବେ ଏହି ପ୍ରକ୍ରିୟାରେ ଆଜି ସାମିଲ ହେବେ ଖୋଦ୍ ମୁଖ୍ୟମନ୍ତ୍ରୀ…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରିୟଙ୍କାଙ୍କ କଡା ଜବାବ; ‘ମଙ୍ଗଳସୂତ୍ରର ମହତ୍ତ୍ୱ ବୁଝିଥିଲେ ଏଭଳି କଥା କହିନଥାନ୍ତେ’

ନୂଆଦିଲ୍ଲୀ: ମହିଳାଙ୍କ ମଙ୍ଗଳସୂତ୍ରକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ବୟାନଉପରେ କଡା ଜବାବ ଦେଇଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ । ରବିବାର ରାଜସ୍ଥାନର ବାଂଶଓ୍ଵାରାରେ ଏକ ନିର୍ବାଚନୀ ରାଲିରେ…