Browsing Category

ରାଜନୀତି

ଚଣ୍ଡିଗଡ଼ ମେୟର ନିର୍ବାଚନକୁ ନେଇ ପଞ୍ଜାବ-ହରିୟାଣା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲା APP

ନୂଆଦିଲ୍ଲୀ: ଚଣ୍ଡିଗଡ଼ ମେୟର ନିର୍ବାଚନରେ ହୋଇଥିବା ଦୁର୍ନୀତି ମାମଲାରେ ଆମ୍ ଆଦମୀ ପାର୍ଟି (ଆପ୍) ପଞ୍ଜାବ ଓ ହରିୟାଣା ହାଇକୋର୍ଟର ଦ୍ୱାରସ୍ଥ ହେବାକୁ ନିଷ୍ପତ୍ତି ନେଇଛି। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ଆମ୍…

ଓଡ଼ିଶା ମହିଳା କଂଗ୍ରେସର ନୂଆ ସଭାନେତ୍ରୀ ନିଯୁକ୍ତି: ଏଆଇସିସି ପକ୍ଷରୁ ବିଜ୍ଞପ୍ତି ଜାରି

ଓଡିଶା ଭାସ୍କର: ଓଡ଼ିଶା ମହିଳା କଂଗ୍ରେସର ନୂଆ ସଭାନେତ୍ରୀ ନିଯୁକ୍ତି ହୋଇଥିବା ଦେଖିବାକୁ ମିଳିଛି। ଦଳ ରାଜ୍ୟ ମହିଳା ସଭାନେତ୍ରୀ ଭାବେ ମିନାକ୍ଷୀ ବାହିନୀପତିଙ୍କ ନାମ ଘୋଷଣା କରିଛି । ମିନାକ୍ଷୀଙ୍କ ନିଯୁକ୍ତି ନେଇ…

୨ ଦିନ ପରେ ମୁହଁ ଖୋଲିଲେ ରାହୁଲ: କହିଲେ, ଆମକୁ ନୀତୀଶ କୁମାରଙ୍କ ଆବଶ୍ୟକତା ନାହିଁ

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଦଳ ପରିବର୍ତ୍ତନକୁ ନେଇ ଗତ କିଛିଦିନ ହେବ ଅନେକ ଚର୍ଚ୍ଚା ଓ ଆଲୋଚନା ଲାଗି ରହିଥିଲା। ଆଉ ଶେଷରେ ଗତ ରବିବାର ଦିନ ନୀତିଶ ତାଙ୍କର ଦଳ ପରିବର୍ତ୍ତନ କରିଥିଲେ। ସକାଳେ…

ନୀତୀଶ କୁମାରଙ୍କ ‘ୟୁ-ଟର୍ଣ୍ଣ’କୁ ନେଇ ପରିହାସ କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ମଙ୍ଗଳବାର ପୂର୍ଣ୍ଣିଆରେ ରାଲିରେ ନୀତୀଶ କୁମାରଙ୍କୁ ପରିହାସ କରିଛନ୍ତି। କିଛି ଦିନ ତଳେ ନୀତୀଶ କୁମାର ପୁଣି ଥରେ ବିହାରରେ ବିଜେପି ସହ ମିଶି ସରକାର ଗଠନ କରିଛନ୍ତି।…

ମାଳଦ୍ୱୀପ: ରାଷ୍ଟ୍ରପତି ମୁଇଜ୍ଜୁଙ୍କ ବିରୋଧରେ ମହାଭିଯୋଗ ଆଣିବାକୁ ପ୍ରସ୍ତୁତ ହେଉଛି ମୁଖ୍ୟ ବିରୋଧୀ ଦଳ

ନୂଆଦିଲ୍ଲୀ: ମାଳଦ୍ୱୀପର ମୁଖ୍ୟ ବିରୋଧୀ ଦଳ 'ଏମ୍ଡିପି' ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି ଚଳାଇଛି। ସ୍ଥାନୀୟ ଗଣମାଧ୍ୟମ ସଂସ୍ଥା ସନ୍ ଇଣ୍ଟରନ୍ୟାସନାଲର ଖବର…

ଓଡ଼ିଶାରେ ବିଜେପିର ନିର୍ବାଚନୀ ପ୍ରସ୍ତୁତି: ୧୯ ଜଣ ମୁଖପାତ୍ର, ୧୨ ଜଣ ପ୍ୟାନେଲିଷ୍ଟ ଓ ରାଜ୍ୟ ଗଣମାଧ୍ୟମ ସଂଯୋଜକଙ୍କ ନାମ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଦେଶରେ ଲୋକସଭା ନିର୍ବାଚନ ସହ ଓଡ଼ିଶା ସମେତ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଗତ ୨୦୧୯ରେ ବିଜେପ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ଓଡ଼ିଶାରୁ ଅଧିକ ସିଟ୍…

୨୦୨୪ରେ ମୋଦୀ କ୍ଷମତାକୁ ଆସିଲେ ଦେଶରେ ଆଉ ନିର୍ବାଚନ ହେବ ନାହିଁ; ମଲ୍ଲିକାର୍ଜୁନ ଖଡ଼ଗେ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କେନ୍ଦ୍ରର ମୋଦୀ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ ଏହି ଲୋକସଭା ନିର୍ବାଚନ ଦେଶର ଶେଷ ନିର୍ବାଚନ ହେବ। ସୋମବାର ଓଡ଼ିଶାରେ ଏକ ସଭାରେ ଖାର୍ଗେ କହିଛନ୍ତି,…

ଖଡଗେ କିମ୍ବା ରାହୁଲ ଆସିଲେ କିଛି ପ୍ରଭାବ ନାହିଁ, ଫ୍ୟୁଜ ହୋଇଥିବା ବଲ ଜଳିବନି: ସାଂସଦ ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଛି କଂଗ୍ରେସର ‘ଓଡ଼ିଶା ବଞ୍ଚାଅ’ ସମାବେଶ। ଏଥିରେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ଯୋଗ ଦେଇଥିଲେ। ତେବେ ଆଜିର କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ…

କଂଗ୍ରେସର ‘ଓଡ଼ିଶା ବଞ୍ଚାଅ’ ସମାବେଶରେ ଗର୍ଜିଲେ ଖଡ୍‌ଗେ: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଛି କଂଗ୍ରେସର 'ଓଡ଼ିଶା ବଞ୍ଚାଅ' ସମାବେଶ। ଏଥିରେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ଯୋଗ ଦେଇଛନ୍ତି। ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଦିନିକିଆ ଓଡ଼ିଶା…

ହନୁମାନ ପତାକାକୁ ନେଇ ଉତ୍ତେଜନା ମାମଲାରେ ଏପରି କହିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ; କାହିଁକି ଲୋକଙ୍କୁ ଉତ୍ତେଜିତ କରୁଛନ୍ତି BJP-JDS?

ନୂଆଦିଲ୍ଲୀ: କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରେ ୧୦୮ ଫୁଟ ଉଚ୍ଚ ଖୁଣ୍ଟରେ ଲାଗିଥିବା ହନୁମାନ ପତାକାକୁ ପ୍ରଶାସନ ହଟାଇବା ପରେ ବିବାଦ ବଢିବାରେ ଲାଗିଛି । ନିକଟସ୍ଥ ଗାଁରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ମାଣ୍ଡ୍ୟାରେ…