Browsing Category

ରାଜନୀତି

ବସୁନ୍ଧରା ରାଜେଙ୍କୁ ଭେଟିଲେ ଭଜନଲାଲ ଶର୍ମା; ଜାଣନ୍ତୁ କ’ଣ ରହିଛି ରାଜନୈତିକ କାରଣ?

ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଗଣତନ୍ତ୍ର ଦିବସ ସମାରୋହରୁ ମୁକ୍ତ ହେବା ପରେ ଶୁକ୍ରବାର (ଜାନୁଆରୀ ୨୬) ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ଏହି ବୈଠକ…

ବିହାର ରାଜନୀତି: ନୀତିଶଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଲେ ତେଜସ୍ୱୀ, କହିଲେ ବିଜେପି ସହ ମିଶି ସରକାର ଗଢ଼ିବା ଏତେ ସହଜ ହେବନି

ନୂଆଦିଲ୍ଲୀ: ଆଗକୁ ୨୦୨୪ ଲୋକସଭା ନିର୍ବାଚନ ଆସୁଥିବା ବେଳେ ତା’ ପୂର୍ବରୁ ବିହାରରେ ଏକ ବଡ଼ଧରଣର ରାଜନୈତିକ ହଲଚଲ ଦେଖିବାକୁ ମିଳିଛି । ଆରଜେଡି-ଜେଡିୟୁ ମେଣ୍ଟରେ ସୃଷ୍ଟି ହୋଇଛି ଫାଟ । ମେଣ୍ଟରୁ ଓହରି ଯାଇ ବିଜେପି ସହ…

ବିହାର ରାଜନୀତି: ଆଜି ବିଧାୟକ ଦଳର ବୈଠକ , କଂଗ୍ରେସର ୧୩ ବିଧାୟକଙ୍କ ଫୋନ୍ ନଟ୍ ରିଚେବଲ୍‌

ନୂଆଦିଲ୍ଲୀ: ଆଜି ବିହାର ରାଜନୀତି ପାଇଁ ବିଶେଷ ଦିନ । ବିହାରରେ ଦେଖାଦେଇଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଜନତା ଦଳ(ୟୁନାଇଟେଡ୍‌)ର ଅଧ୍ୟକ୍ଷ ଏବଂ ମୁଖ୍ୟମନ୍ତ୍ରୀ ନିତୀଶ କୁମାର ପୁଣି ଥରେ ବିଜେପି ନେତୃତ୍ୱାଧୀନ…

ବିହାର ରାଜନୀତି ଓ ନୀତୀଶ କୁମାରଙ୍କୁ ନେଇ କ’ଣ କହିଲେ ବାବା ରାମଦେବ?

ପାଟନା: ବିହାରରେ ଚାଲିଥିବା ରାଜନୈତିକ ଅସ୍ଥିରତା ଏବଂ ନୀତୀଶ କୁମାର ପୁଣି ଥରେ ଏନଡିଏରେ ଯୋଗ ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଥିବା ବେଳେ ରାମଦେବ କହିଛନ୍ତି ଯେ ନୀତୀଶ କୁମାର ମଧ୍ୟ ଦେଶର ମୌଳିକ ଭାବନା ସହିତ…

ନୀତୀଶ କୁମାର NDAରେ ଯୋଗ ଦେବା ଉପରେ କ’ଣ କହିଲେ ଅଖିଳେଶ ଯାଦବ?

ପାଟନା: ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରବିଜେପି ସହ ଯିବା ନେଇ କଳ୍ପନାଜଳ୍ପନା ଜାରି ରହିଛି। ତେବେ ଏ ନେଇ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ମିଳିପାରିନାହିଁ। ଏସବୁ ଭିତରେ ଶୁକ୍ରବାର ଦିନଟି ଅତ୍ୟନ୍ତ…

ରାଜନୀତିରେ କୌଣସି ଦ୍ୱାର ସ୍ଥାୟୀ ଭାବେ ବନ୍ଦ ହୋଇନଥାଏ; ସୁଶୀଲ କୁମାର ମୋଦୀ 

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ କହିଛନ୍ତି ଯେ ରାଜନୀତିରେ କୌଣସି ଦ୍ୱାର ସ୍ଥାୟୀ ଭାବେ ବନ୍ଦ ହୋଇନଥାଏ । ସୁଶୀଲ କୁମାର ମୋଦିଙ୍କୁ ସାମ୍ବାଦିକମାନେ ବିହାରରେ ବଢୁଥିବା ରାଜନୈତିକ ଗତିବିଧି…

RJD ସାଂସଦ ମନୋଜ ଝାଙ୍କ ‘ଦ୍ୱନ୍ଦ୍ୱପୂର୍ଣ୍ଣ’ ବୟାନର ଜବାବ ଦେଲା JDU

ପାଟନା: ଜେଡିୟୁ ମୁଖ୍ୟ ମୁଖପାତ୍ର ନୀରଜ କୁମାର ଆରଜେଡିର ରାଜ୍ୟସଭା ସାଂସଦ ମନୋଜ ଝାଙ୍କ ଦ୍ୱନ୍ଦ୍ୱପୂର୍ଣ୍ଣ ମନ୍ତବ୍ୟ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନୀତୀଶ କୁମାର ଦ୍ୱନ୍ଦ୍ୱର ରାଜନୀତି କରନ୍ତି…

ରାଜ୍ୟବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ନିଶ୍ଚିତ ଭାବେ ପୂରଣ ହେବ; ତେଜସ୍ୱୀ ଯାଦବ

ପାଟନା: ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବେ ବୋଲି କହିଛନ୍ତି। ବେରୋଜଗାରୀକୁ ସବୁଠାରୁ ବଡ଼ ଶତ୍ରୁ ବୋଲି ବର୍ଣ୍ଣନା କରି ତେଜସ୍ୱୀ ଯାଦବ କହିଛନ୍ତି, ଆମ ସରକାର…

ସମାଜବାଦୀ ପାର୍ଟି ବିଧାୟକ ଶିବ ପ୍ରତାପ ଯାଦବଙ୍କ ପରଲୋକ: ଶୋକବ୍ୟକ୍ତ କଲେ ଯୋଗୀ

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନକୁ ନେଇ ସାରା ଦେଶରେ ଏବେଠାରୁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ଏଥର ହ୍ୟାଟ୍ରିକ୍ କରିବା ଲକ୍ଷ୍ୟରେ…

ମମତାଙ୍କ ଏକଲା ଚଲୋ ନୀତି ପଡ଼ିବ ଭାରି !

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ପ୍ରମୁଖ ମମତା ବାନାର୍ଜୀ ଏକାକୀ ନିର୍ବାଚନ ଲଢ଼ିବା ନେଇ ଘୋଷଣା କରିବା ପରେ ରାଜନୈତିକ ମାହୋଲରେ ହଲଚଲ ସୃଷ୍ଟି ହୋଇଛି । ୨୦୨୪ ନିର୍ବାଚନ ପୂର୍ବରୁ ଇଣ୍ଡିଆ…