Browsing Category
ରାଜନୀତି
ଦଶନ୍ଧିର ଯନ୍ତ୍ରଣା ଏବେ ଦୂର ହେବାକୁ ଯାଉଛି; ପ୍ରଧାନମନ୍ତ୍ରୀ ମୋଦୀ
ମୁମ୍ଵାଇ: ମହାରାଷ୍ଟ୍ର ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଜାନୁଆରୀ ୨୨ରେ ଅଯୋଧ୍ୟାରେ ହେବାକୁ ଥିବା କାର୍ଯ୍ୟକ୍ରମ ବିଷୟରେ କହିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ…
ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ୨୧ସଂଯୋଜକଙ୍କୁ ନିଯୁକ୍ତି ଦେଲା କଂଗ୍ରେସ
ଭୁବନେଶ୍ଵର: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଲୋକସଭା ଆସନ ପାଇଁ ୨୧ଜଣ ଦଳୀୟ ନେତାଙ୍କୁ ସଂଯୋଜକ ଭାବେ ନିଯୁକ୍ତି ଦେଇଛି କଂଗ୍ରେସ । ନିଯୁକ୍ତି ଦେଲେ ପିସିସି ସଭାପତି ଶରତ ପଟ୍ଟନାୟକ ଓ ଓଡ଼ିଶା…
ଜାନୁଆରୀ ୨୨ରୁ ଆମର କଳିଯୁଗ ଆରମ୍ଭ ହେବ: ରାମ ମନ୍ଦିରକୁ ନେଇ କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ
ଓଡିଶା ଭାସ୍କର: ଆସନ୍ତା ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ପ୍ରଭୁଙ୍କ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବ। ଏହା ମଧ୍ୟରେ ଗର୍ଭ ଗୃହସ୍ଥିତ ଆସନରେ ପ୍ରଭୁ ରାମଲଲାଙ୍କ ମୂର୍ତ୍ତିକୁ ରଖା ଯାଇସାରିଛି।…
ରାହୁଲ ଗାନ୍ଧିଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଉପରେ ଏପରି କହିଲେ ହିମନ୍ତ ବିଶ୍ୱ ଶର୍ମା
ନୂଆଦିଲ୍ଲୀ: 'ଭାରତ ଯୋଡୋ ନ୍ୟାୟ ଯାତ୍ରା' କାର୍ଯ୍ୟକ୍ରମ କରୁଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ବର୍ତ୍ତମାନ ଏହି ଯାତ୍ରା ଆସାମରେ ଚାଲୁଛି । ଗୁରୁବାର ଏହି ଗସ୍ତ ଅବସରରେ ରାହୁଲ ଗାନ୍ଧି କହିଛନ୍ତି, ଭାରତର…
ରାଜ୍ୟ ସରକାରଙ୍କ ‘ନୂଆ ଓଡ଼ିଶା, ନବୀନ ଓଡ଼ିଶା’ କାର୍ଯ୍ୟକ୍ରମକୁ ଛାତ୍ର କଂଗ୍ରେସର ବିରୋଧ
ଭୁବନେଶ୍ଵର: କଲେଜ କ୍ୟାମ୍ପସରେ ରାଜ୍ୟ ସରକାରଙ୍କ 'ନୂଆ ଓଡିଶା, ନବୀନ ଓଡିଶା' କାର୍ଯ୍ୟକ୍ରମକୁ ବିରୋଧ କରିଛି ଛାତ୍ର କଂଗ୍ରେସ । ମହର୍ଷି କଲେଜ କ୍ୟାମ୍ପସରେ ଲାଗିଥିବା ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଉପରେ ମହାପୁରୁଷ,…
ଜାନୁଆରୀ ୨୨ରେ ଅଯୋଧ୍ୟା ଯିବା ପ୍ରଶ୍ନରେ ଏପରି କହିଲେ କେଜ୍ରିୱାଲ
ନୂଆଦିଲ୍ଲୀ: ଜାନୁଆରୀ ୨୨ ରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଯିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରତିକ୍ରିୟା ରଖିଛନ୍ତି । "୨୨ ତାରିଖରେ ମନ୍ଦିର ଉଦଘାଟନ ହେବ,…
ପିସିସି ପ୍ରଭାରୀ ଅଜୟ କୁମାରଙ୍କ ଉପସ୍ଥିତିରେ କଂଗ୍ରେସ ହାତ ଧରିଲେ ଗମାଙ୍ଗ ପରିବାର
ଭୁବନେଶ୍ବର: କଂଗ୍ରେସକୁ ଫେରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ । ଗିରିଧରଙ୍କ ସହ ପତ୍ନୀ ହେମା ଏବଂ ପୁଅ ଶିଶିର ବି ଫେରିଲେ ।ଦିଲ୍ଲୀରେ କଂଗ୍ରେସ ହାତ ଧରିଲେ ଗମାଙ୍ଗ ପରିବାର । ପିସିସି ପ୍ରଭାରୀ ଅଜୟ…
ପୁଣି ଅଡୁଆରେ ମହୁଆ ମୈତ୍ର: ସରକାରୀ ବଙ୍ଗଳା ନ ଛାଡ଼ିଲେ ଜୋରଜବରଦସ୍ତ କରାଯିବ ଖାଲି
ନୂଆଦିଲ୍ଲୀ: ସରକାରୀ ବଙ୍ଗଳା ଖାଲି କରିବା ପାଇଁ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ ନୋଟିସ୍ ଦିଆଯାଇଛି । ନୋଟିସରେ କୁହାଯାଇଛି ଯେ ଯଦି ସେ ବଙ୍ଗଳା ଖାଲି ନକରନ୍ତି, ତେବେ ତାଙ୍କ ବିରୋଧରେ ବଳ ପ୍ରୟୋଗ କରାଯିବ ଏବଂ…
ନିର୍ବାଚନ ପୂର୍ବରୁ ବିହାର ସରକାରଙ୍କ ବଡ଼ ଘୋଷଣା, ୯୪ ଲକ୍ଷ ପରିବାରଙ୍କୁ ମିଳିବ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା
ପାଟଣା: ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିହାର ସରକାର ରଣନୀତି ପ୍ରସ୍ତୁତ କରିବାରେ ଲାଗିଛି । ନୀତୀଶ କୁମାର ନେତୃତ୍ୱାଧୀନ ସରକାର ରାଜ୍ୟରେ ଗରିବ ପରିବାରଙ୍କ ପାଇଁ ଉଦ୍ୟୋଗ ଏବଂ ଆତ୍ମନିଯୁକ୍ତି ପାଇଁ ୨…
ଚଣ୍ଡିଗଡ଼ ମେୟର ନିର୍ବାଚନ: ମଧ୍ୟରାତ୍ରରେ ଶୁଣାଣି ପରେ ଆଜି ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ
ଚଣ୍ଡିଗଡ଼: ଚଣ୍ଡିଗଡ଼ରେ ମେୟର ନିର୍ବାଚନ ପୂର୍ବରୁ ନଗର ନିଗମ କାର୍ଯ୍ୟାଳୟରେ ମଙ୍ଗଳବାର ବିଜେପି ଏବଂ ଆମ ଆଦମୀ ଦଳର କର୍ମକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ବର୍ତ୍ତମାନ ଏହି ମାମଲା ପଞ୍ଜାବ ଓ…