Browsing Category
ରାଜନୀତି
କଂଗ୍ରେସ ନେତା ରାହୁଲ ଗାନ୍ଧୀ ନା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ? ପ୍ରଧାନମନ୍ତ୍ରୀ ପଦ ଲାଗି କିଏ ଲୋକଙ୍କର ଅଧିକ ପସନ୍ଦ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ଏବେ ଏକ ବର୍ଷରୁ ବି ଆହୁରି କମ୍ ସମୟ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃୃତ୍ୱରେ ବିଜେପି ପୁନର୍ବାର ତୃତୀୟ ଥର ଲାଗି ସରକାର ଗଢିବା ଚେଷ୍ଟାରେ ସବୁ ପ୍ରକାର…
ପୂର୍ବତନ ବିଧାୟକ ରମେଶ ସୋରେନଙ୍କ ପରଲୋକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ରାଜନୀତିରୁ ଆସିଛି ଏକ ଦୁଃଖଦ ଖବର । ରାଜ୍ୟ ବିଧାନସଭାର ଜଣେ ପୂର୍ବତନ ବିଧାୟକଙ୍କର ପରଲୋକ ଘଟିଛି । ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟାର ପୂର୍ବତନ ବିଧାୟକ ରମେଶ ସୋରେନ ଆଉ ନାହାନ୍ତି ।…
ପଶ୍ଚିମବଙ୍ଗ ଲୋକେ ମମତା ବାନାର୍ଜୀଙ୍କୁ କାହିଁକି ଦେବେ ଝଟକା? ଲୋକସଭା ନିର୍ବାଚନରେ ସଂପୂର୍ଣ୍ଣ NDAକୁ ମିଳିବ ଏତିକି ଆସନ: ସର୍ଭେରୁ ଖୁଲାସା
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ଲାଗି ସମସ୍ତ ରାଜନୈତିକ ଦଳ ମଧ୍ୟରେ ପ୍ରସ୍ତୁତି ଚାଲିଛି । ଏନଡିଏର ମିଳିତତା ମଞ୍ଚ ପ୍ରତିଯୋଗୀତାକୁ ସାମ୍ନା କରିବା ପାଇଁ ବିରୋଧୀ ଦଳ ଏଥର ନୂଆ ଫର୍ମୁଲା ‘ଇଣ୍ଡିଆ’ ମିଳିତତା ସହିତ…
ଅଜିତ ପାୱାର ହେବେ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ସ୍ପଷ୍ଟ କଲେ ଦେବେନ୍ଦ୍ର ଫଡନବୀସ
ନୂଆଦିଲ୍ଲୀ: ଗତ ୨ ତାରିଖରେ ମହାରାଷ୍ଟ୍ର ରାଜନୀତିରେ ଘଟିଥିଲା ଏକ ବଡ଼ ବିସ୍ଫୋରଣ । ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ହୋଇଯାଇଥିଲା ଦୁଇଭାଗ । ଦଳର ଅନ୍ୟତମ ତୁଙ୍ଗନେତା ଅଜିତ ପାୱାର କିଛି ସହଯୋଗୀ ବିଧାୟକଙ୍କ…
BJP ସାଧାରଣ ସମ୍ପାଦକଙ୍କ ଇସ୍ତଫା
ନୂଆଦିଲ୍ଲୀ: ଆଗକୁ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଥିସହିତ ଆସନ୍ତା ୨୦୨୪ରେ ସାରା ଦେଶରେ ଲୋକସଭା ନିର୍ବାଚନ ହେବାର ଅଛି । ତେଣୁ ନିର୍ବାଚନ ପୂର୍ବରୁ ସାରା ଦେଶରେ ଏବେ ରାଜନୈତିକ ମାହୋଲ…
(Video) ବିଧାନସଭାରେ ରାଜେନ୍ଦ୍ର ସିଂ ଗୁଦାଙ୍କୁ ମତ ରଖିବାକୁ ଦିଆଗଲାନି, ମନ୍ତ୍ରୀ ଓ ମାର୍ଶାଲ ଠେଲାପେଲା କରି ସଦନ ବାହାରକୁ ଆଣିଲେ
ଜୟପୁର: ଅଶୋକ ଗେହେଲଟଙ୍କୁ କ୍ୟାବିନେଟରେ ମନ୍ତ୍ରୀ ପଦରୁ ହଟାଯିବା ପରେ ସୋମବାର ଦିନ କଂଗ୍ରେସ ନେତା ରାଜେନ୍ଦ୍ର ସିଂ ଗୁଦାଙ୍କୁ ରାଜସ୍ଥାନ ବିଧାନସଭା ବାହାରେ ରୋକାଯାଇଛି । ରାଜସ୍ଥାନର ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର…
ଦୁଇଜଣ ପୂର୍ବତନ IAS ଓ ଦୁଇଜଣ ପୂର୍ବତନ OAS ଅଧିକାରୀ କଂଗ୍ରେସରେ ଯୋଗଦେଲେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ରାଜ୍ୟ ବିଧାନସଭା ନିର୍ବାଚନ । ଏନେଇ ରାଜ୍ୟ ରାଜନୀତି ଏବେଠାରୁ ଚଳଚଞ୍ଚଳ ହୋଇ ଉଠିଛି । କଳେବଳେ କୌଶଳେ କିପରି ଭୋଟରଙ୍କ ନିକଟତର ହୋଇପାରିବେ, ଅଧିକ ଭୋଟ ହାତେଇ ପାରିବେ,…
୨୦୨୪ ନିର୍ବାଚନରେ ମୋଦୀଙ୍କୁ ଟକ୍କର ଦେବ କିଏ: ରେସରେ ୫ ଜଣ ହେଭିୱେଟ୍, କ’ଣ କହୁଛନ୍ତି ଜନତା
ନୂଆଦିଲ୍ଲୀ: ଆସନ୍ତା ୨୦୨୪ ମହାଲଢ଼େଇ ପାଇଁ ସାରା ଭାରତ ବର୍ଷର ରାଜନୀତି ଏବେଠାରୁ ସରଗରମ୍ ହୋଇ ଉଠିଲାଣି । ଗତ ୧୮ ତାରିଖରେ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ବୈଠକରେ ୩୮ଟି ଦଳ ସାମିଲ…
ଭାରତୀୟ ରାଜନୀତିରେ ନୂଆ ରେକର୍ଡ କଲେ ନବୀନ: ଦ୍ୱିତୀୟ ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ରହି ରଚିଲେ ଇତିହାସ
ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ସର୍ବାଧିକ କାଳ ଶାସନ କ୍ଷମତାରେ ରହିବାରେ ଶନିବାର ନବୀନ ଜ୍ୟୋତି ବସୁଙ୍କ ସମକକ୍ଷ ହୋଇଥିବା ବେଳେ ରବିବାର ତାଙ୍କୁ…
ରାଜ୍ୟ ସାଧାରଣ ସମ୍ପାଦକ ନାରାୟଣ ଜେନାଙ୍କୁ ଦଳରୁ ବହିଷ୍କାର କଲା PCC
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ଦଳ ବିରୋଧୀ କାର୍ଯ୍ୟ କାରଣରୁ ରାଜ୍ୟ କଂଗ୍ରେସର ଜଣେ ନେତାଙ୍କୁ ଦଳରୁ ବହିଷ୍କାର କରାଯାଇଛି । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି…