Browsing Category

ରାଜନୀତି

ଡ୍ରାଇଭର ସଂଘର ଆନ୍ଦୋଳନ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍ ପରେ ଟ୍ୱିଟ୍ ବ୍ୟାକ କରିଲେ ସସ୍ମିତ, କହିଲେ ବିଜେଡି କରିଲେ ବିଜେପି ଅନୁସରଣ…

ଭୁବନେଶ୍ୱର: ରାଜ୍ୟରେ ଡ୍ରାଇଭର ମାନଙ୍କ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଛି । ଏହି ଆନ୍ଦୋଳନ ପାଇଁ ସାଧାରଣ ଲୋକମାନେ ହଇରାଣ ହେଉଛନ୍ତି । ଏପରିକି ଡ୍ରାଇଭର ଆଉ ପୋଲିସ କର୍ମୀ ମାନେ ମଧ୍ୟ ମୁହାଁ ମୁହିଁ ହେଇଛନ୍ତି । ଠିକ…

‘ଶଙ୍ଖ ମୋର ଗର୍ବ’ ନିର୍ବାଚନୀ ବୈତରଣୀ ପାରିହେବାରେ ମହତ୍ୱପୂର୍ଣ୍ଣ ଭୂମିକା ଲିଭେଇଥାଏ କି ସ୍ଲୋଗାନ, ମିଳେ କି ଦଳକୁ ସୁଫଳ?

ଭୁବନେଶ୍ୱର: ବର୍ତ୍ତମାନ ହେଉଛି ସୋସିଆଲ ମିଡିଆରଯୁଗ । ଦେଶର କେଉଁ କୋଣରେ କଣ ଘଟୁଛି ତାର ଟିକିନିଖ ଖବର ପାଇବା ଏବେ ବାସ ଚୁଟ୍କିର କାମ । ଆଉ ଲୋକମାନଙ୍କ ଦୃଷ୍ଟିକୁ ଆକର୍ଷଣ କରିବା ପାଇଁ ମଧ୍ୟ ଏବେ ସବୁ ରାଜନୈତିକ ଦଳ…

୨୦୨୪ ପାଇଁ BJPର ସ୍ପେଶାଲ ପ୍ଲାନ୍: ପ୍ରତି ଆସନରେ ତିଆରି ହେବେ ‘Modi Mitra’, ମୁସଲମାନ ଭୋଟରଙ୍କୁ କରାଯିବ ଆକୃଷ୍ଟ!

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ଜିତି ହ୍ୟାଟ୍ରିକ ଅର୍ଜନ କରିବା ଲକ୍ଷ୍ୟରେ ରହଛି ବିଜେପି । ଏନେଇ ବିଜେପି ପ୍ରତ୍ୟେକ ରାଜ୍ୟରେ ନିଜର ସଂଗଠନକୁ ମଜବୁତ କରିବା ପାଇଁ ପ୍ରଚାର, ରାଲି ପାଇଁ ପ୍ରି-ପ୍ଲାନ…

ହିନ୍ଦୋଳ ଓ ଅତାବିରା NAC ନିର୍ବାଚନ: ୬ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଲା BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଏପ୍ରିଲ ମାସରେ ଅତାବିରା ଓ ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ନିର୍ବାଚନ ଅନୁଷ୍ଠିତ ହେବ । ଏହି ନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତ ହେଉଥିବା ବେଳେ ଏହା ମଧ୍ୟରେ ନୂଆ…

୫-ଟି କଣ? ଶାସକଙ୍କ ପାଇଁ ଏହା ଏକ ମହାମନ୍ତ୍ର ଆଉ ବିରୋଧୀଙ୍କ ପାଇଁ …

ଭୁବନେଶ୍ୱର: ରାଜ୍ୟ ରାଜନୀତି ଗରମ ଥିବା ବେଳେ ଏବେ ବିଧାନସଭା ଗୃହର ଅବସ୍ଥା ମଧ୍ୟ କିଛି ଏହି ପରି ଗରିମ ରହିଛି । ପ୍ରତିଦିନ ବିରୋଧୀ ଶାସକ ଦଳ ମଧ୍ୟରେ ହଟଗୋଳ ଦେଖିବାକୁ ମିଳୁଛି । ଆଉ ଏହି କିଛି ଦିନ ହେବ ଗୃହରେ ୫ଟି…

‘Mujhe Chalte Jana Hai…’: ବିରୋଧୀଙ୍କୁ ଆକ୍ରମଣ ପାଇଁ BJP ଶେୟାର କଲା ଆନିମେଟେଡ୍ Video

ନୂଆଦିଲ୍ଲୀ: ବିରୋଧୀ ଦଳମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରୁଥିବାରୁ ବିଜେପି ସେମାନଙ୍କୁ ଆକ୍ରମଣ କରିବା ପାଇଁ ଏକ ଆନିମେଟେଡ୍ ଭିଡିଓ ଶେୟାର କରିଛି । ଏହି ଭିଡିଓରେ ୨୦୦୭ରୁ ବର୍ତ୍ତମାନ…

୧୫ ଜଣ ବିଧାୟକ ସସପେଣ୍ଡ: ହଙ୍ଗାମା କରିବା ପଡ଼ିଲା ମହଙ୍ଗା

ନୂଆଦିଲ୍ଲୀ: ଅନେକ ସମୟରେ ବିଧାୟକ ଓ ସାଂସଦଙ୍କୁ ବିଭିନ୍ନ କାରଣରୁ ଗୃହରୁ ସସପେଣ୍ଡ କରାଯାଇଥାଏ । କୌଣସି ଅଶୋଭନୀୟ କାର୍ଯ୍ୟ ବା ଖରାପ ଆଚରଣ ପାଇଁ ଗୃହର ଅଧ୍ୟକ୍ଷ ଏଭଳି କିଛି ନିଷ୍ପତ୍ତି ନେଇଥାନ୍ତି । ତେବେ ଏପରି…

ମୋଦୀଙ୍କୁ କେଜ୍ରିଙ୍କ ବାଣ: ଥାଳି ବଜାଇଲେ କରୋନା ଚାଲିଯିବ, ନୋଟବନ୍ଦୀ କରିଦେଲେ ଭ୍ରଷ୍ଟାଚାର ସମାପ୍ତ ହୋଇଯିବ?

ନୂଆଦିଲ୍ଲୀ: ଗତ ମାସ ୨୬ ତାରିଖରେ ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ୍ ମନୀଷ ସିସୋଦିଆଙ୍କୁ ସିବିଆଇ ଗିରଫ କରିଥିଲା । ଏହି ଘଟଣା ପରେ ସାରା ଦେଶରେ ବିରୋଧୀମାନେ କେନ୍ଦ୍ରୀୟ ଏଜେନ୍ସିର ଦୁରୂପଯୋଗ କରାଯାଉଥିବା ନେଇ…

୨୫ହଜାରରୁ ଅଧିକ ଦରମା ପାଉଥିବା କର୍ମଚାରୀଙ୍କ କଟାଯିବ ଦରମା, ଗୋ ସେବା ଉପରେ ବିଜେପି ମନ୍ତ୍ରୀଙ୍କ ନୂଆ ଫର୍ମୁଲା

ଭୋପାଲ: ଯେଉଁ ସରକାରୀ କର୍ମଚରୀଙ୍କ ଦରମା ୨୫ ହଜାରରୁ ଅଧିକ ତାଙ୍କ ଦରମାରୁ ଗୋସେବା ପାଇଁ କଟାଯିବା କଥା ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶର ଶିବରାଜ ସରକାରର ଏକ ମନ୍ତ୍ରୀ ଗୋସେବାକୁ ନେଇ ଏକ ନୂଆ ଫର୍ମୁଲା ବାହାର…

କେନ୍ଦ୍ରୀୟ ଏଜେନ୍ସିକୁ ରୋକିବା ପାଇଁ ମମତାଙ୍କ ବଡ଼ ପଦକ୍ଷେପ: ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

ନୂଆଦିଲ୍ଲୀ: ଗତ କିଛିଦିନ ଧରି କେନ୍ଦ୍ର ସରକାରଙ୍କ ବିରୋଧରେ ବିରୋଧୀମାନେ ଆଣିଥିବା ଏକ ବଡ଼ ଅଭିଯୋଗକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । କେନ୍ଦ୍ର ସରକାର ସିବିଆଇ ଓ ଇଡି ଭଳି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଦୁରୂପଯୋଗ…