Browsing Category

ରାଜନୀତି

BBC IT Raid: ଡକ୍ୟୁମେଣ୍ଟାରୀ ବିବାଦ ମଧ୍ୟରେ BBCର କାର୍ଯ୍ୟାଳୟରେ ଆୟକର ବିଭାଗର ଚଢ଼ାଉ

ନୂଆଦିଲ୍ଲୀ: ଆୟକର ବିଭାଗ ମଙ୍ଗଳବାର ଦିନ ବିସିସିଆଇର ଦିଲ୍ଲୀ କାର୍ଯ୍ୟାଳୟରେ ଚଢ଼ାଉ କରିଛି। ନ୍ୟୁଜ୍ ଏଜେନ୍ସି ANI ଏହି ସୂଚନା ଦେଇଛି। ସୂଚନା ମୁତାବକ ଗୁଜୁରାଟ ଦଙ୍ଗା ଉପରେ ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ବିବାଦ…

ଚାଉଳ ତାତିକୁ ନେଇ ବିଜେଡିର ବିକ୍ଷୋଭ, ରାଜଭବନ ସମ୍ମୁଖରେ ବିଜେଡି ନେତାଙ୍କ ଧାରଣା

ଭୁବନେଶ୍ୱର: ଆଜି ରାଜଧାନୀ ସ୍ଥିତ ରାଜ ଭବନ ସାମ୍ନାରେ ବିଜେଡି ନେତା ଧାରଣା ବସିଛନ୍ତି । ଅତିରିକ୍ତ ୫ କେଜି ଚାଉଳ କାଟକୁ ନେଇ ବିଜେଡି ଉତ୍ତ୍ୟକ୍ତ ହୋଇଛି । କେନ୍ଦ୍ରର ବୈମାତୃକ ମନୋଭାବ ବିରୋଧରେ ବିଜେଡି ନେତା…

Amit Shah Exclusive Interview: BJPର ସବୁ ଗୁମର ଫିଟାଇଲେ ଶାହା,କହିଲେ ସତ୍ୟ ଲୁଚାଇବାର ଆବଶ୍ୟକତା ନାହିଁ

ନୂଆଦିଲ୍ଲୀ:ବିଜେପିର ଚାଣକ୍ୟ ଭାବେ ଜଣାଶୁଣା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ନ୍ୟୁଜ୍ ଏଜେନ୍ସି ANI କୁ ସାକ୍ଷାତକାର ଦେଇଛନ୍ତି।ଏହି ସମୟରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ସାକ୍ଷାତକାରରେ ଅମିତ ଶାହା…

ଅଦାନୀ –ହିଡେନବର୍ଗ ମାମଲାର ତଦନ୍ତ ପାଇଁ ପ୍ରସ୍ତୁତି ହେଲା କେନ୍ଦ୍ର, ଏସସିଙ୍କୁ ପଠାଇବ ଏକ୍ସପର୍ଟଙ୍କ ନାମ

ନୂଆଦିଲ୍ଲୀ: ଅଦାନୀ-ହିଡେନବର୍ଗ ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଛି । ଏନେଇ ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହତା ନିଜର ପକ୍ଷ ରଖିଛନ୍ତି । ସେ ଏସସିଙ୍କୁ କହିଛନ୍ତି ଯେ, ଯଦି ଏହି ମାମଲାରେ…

ରାଜନୀତିରେ ସ୍ୱଚ୍ଛତା ନାହିଁ, ଏବେ ଯେଉଁ ଭଳି ଶାସନ ଚାଲିଛି ସେଥିରେ ପରିବର୍ତ୍ତନ ଆଣିବା ମୋର ଲକ୍ଷ୍ୟ : ବିଜୟ ପଟ୍ଟନାୟକ

ଭୁବନେଶ୍ୱର:କଂଗ୍ରେସରେ ଯୋଗ ଦେବା ପରେ ଆଜି ଓଡିଶା ଫେରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । ଜଣେ ପ୍ରଶାସନିକ ଭାବେ ଜୀବିକା ଆରମ୍ଭ କରିଥିବା ବିଜୟ ଦୀର୍ଘ ୪୦ବର୍ଷ ଧରି ପ୍ରଶାସନିକ ସେବା କରିବା ପରେ…

ରାହୁଲ ଗାନ୍ଧୀ ଆଉ ବରୁଣ ଗାନ୍ଧୀଙ୍କ ମଧ୍ୟରେ କାହା ପାଖରେ ଅଛି ଅଧିକ ସମ୍ପତ୍ତି, ତାଲିକା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ:ରାଜନୀତି ମୈଦାନରେ ରାହୁଲ ଗାନ୍ଧୀ ଆଉ ବରୁଣ ଗାନ୍ଧୀଙ୍କ ନାମ ସମସ୍ତଙ୍କୁ ଜଣା । ଏହା ଭିତରେ ଭାରତ ଯୋଡୋ ଯାତ୍ରାରେ ରାହୁଲଙ୍କ ସହିତ ବରୁଣ ଗାନ୍ଧୀଙ୍କ ନାମ ମଧ୍ୟ ଖୁବ ଚର୍ଚ୍ଚାର ବିଷୟ ପାଲଟିଥିଲା ।…

୨୦୨୪ ନିର୍ବାଚନ ପାଇଁ ବିଜେଡିର ସଜବାଜ

ଜଗତସିଂହପୁର: ଜଗତସିଂହପୁର ବିଧାନସଭା କ୍ଷେତ୍ରର ନାଉଗାଁ ବ୍ଲକ ଅଧିନ ମୁଣ୍ଡାଳ ଠାରେ ପୂର୍ବତନ ଜିଲ୍ଲା ବିଜେଡ଼ି ସଭାପତି ତଥା ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସଙ୍କ ଦ୍ୱାରା ବିଜେଡ଼ି ବ୍ୟାନରରେ ଏକ ବିଶାଳ…

ଅନୁଗୁଳ ବାଲିପଟ୍ଟା ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ: ସମାରୋହରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲା ବାଲିପଟ୍ଟା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ, ସେଠାରେ ସେ ବିଦ୍ୟା,ବୁଦ୍ଧି ଓ ଜ୍ଞାନ ବଳରେ ଅନୁଗୁଳରେ…

ବଢୁଛି ବୟସ କମୁନି ଉତ୍ସାହ: ୯୦ଘଣ୍ଟାରେ ୧୦ଟି ସାଧାରଣ ସଭା ୧୦,୮୦୦ କିଲୋମିଟର ଯାତ୍ରା, ପୁଣି ପୁରୁଣା ଶୈଳୀରେ ପ୍ରଧାନମନ୍ତ୍ରୀ ମୋଦୀ

ନୁଆଦିଲ୍ଲୀ: କେନ୍ଦ୍ର ନରେନ୍ଦ୍ର ମୋଦୀ ସରକାରକୁ ଆସିବାର ୮ ବର୍ଷ ବିତି ସାରିଲାଣି। ଏହାରି ମଧ୍ୟରେ ଗୋଟିଏ ଲୋକସଭା ନିର୍ବାଚନ ସହିତ ଅନେକ ବିଧାନ ନିର୍ବାଚନ ମଧ୍ୟ ଯାଇଛି। ତେବେ ପ୍ରତ୍ୟେକ ନିର୍ବାଚନରେ ବିଜେପି ତାରକା…

‘ଭାରତ ଉପରେ ପ୍ରଥମ ଅଧିକାର ମୁସଲମାନମାନଙ୍କର, ବିଶ୍ୱର ସର୍ବ ପୁରାତନ ଧର୍ମ ଇସଲାମ ହେଉଛି ‘ : ମୋୖଲାନା ମଦାନୀ

ନୂଆଦିଲ୍ଲୀ: ଜମୀୟତ ଉଲେମା ଏ ହିନ୍ଦର ଅଧ୍ୟକ୍ଷ ମୌଲାନା ମହମୂଦ ମଦନୀ ଏକ ବଡ଼ ବିବୃତ୍ତି ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ସେ କହିଛନ୍ତି ଯେ, ଦୁନିଆର ସବୁଠାରୁ ପୂରଣା ଧର୍ମ ହେଉଛି ଇସଲାମ ଧର୍ମ ଏବଂ ଇସଲାମର…