Browsing Category

ରାଜନୀତି

ଶେଷ ପର୍ଯ୍ୟାୟରେ ଭାରତ ଯୋଡୋ ଯାତ୍ରା, ସଭିଁଙ୍କ ମୁହଁରେ ଯାତ୍ରାର ପ୍ରସଂଶା

ଶ୍ରୀନଗର:ରାହୁଲ ଗାନ୍ଧୀ ଭାରତକୁ ଏକଜୁଟ କରିବା ତଥା ଏକତ୍ରିତ ହୋଇ ଆମ ଦେଶକୁ ଶକ୍ତିଶାଳୀ କରିବା ଉଦ୍ଦେଶ୍ୟରେ ୭ ସେପ୍ଟେମ୍ବରରେ କନ୍ୟାକୁମାରୀରୁ ଆରମ୍ଭ କରିଥିଲେ ଭାରତ ଯୋଡୋ ଯାତ୍ରା। ଯାହା ୧୨ ଟି ରାଜ୍ୟ ଦେଇ ଜମ୍ମୁ…

ଭାରତ ଯୋଡ଼ ଯାତ୍ରାରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ରାହୁଲଗାନ୍ଧୀ ଏବଂ ପୋଲିସ ମୁହାଁମୁହିଁ

ଶ୍ରୀନଗର: ସୁରକ୍ଷାକୁ ନେଇ କଂଗ୍ରେସ ଏବଂ ଜାମ୍ମୁ-କାଶ୍ମୀର ପୋଲିସ ମୁହାଁମୁହିଁ ହୋଇଛନ୍ତି । କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ଦିନ କହିଛନ୍ତି ଯେ, ଜାମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଭାରତ…

୨୦୨୪ ମହାଯୁଦ୍ଧ: ବିଜେଡି ପାଇଁ ଅଗ୍ନି ପରୀକ୍ଷା, ଚାରିଦିଗରୁ ଶୁଭିଲାଣି ୪ ଦଳର ଭୟଙ୍କର ଗର୍ଜନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ୨୦୨୪ ବିଧାନସଭା ନିର୍ବାଚନ । ଏହାକୁ ନେଇ ଏବେଠାରୁ ସାରା ରାଜ୍ୟରେ ଆରମ୍ଭ ହୋଇଗଲାଣି ସମରସଜ୍ଜାନ । ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ…

କ୍ୟାପଟେନ୍ ଅମରିନ୍ଦର ସିଂ ହେବେ ମହାରାଷ୍ଟ୍ରର ପରବର୍ତ୍ତୀ ରାଜ୍ୟପାଳ

ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ମହାରାଷ୍ଟ୍ରର ପରବର୍ତ୍ତୀ ରାଜ୍ୟପାଳ ହେବେ । ବହୁ ଦିନ ଧରି ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଚାଲିଥିବା ବେଳେ ଆଜି ଏହା ନିଶ୍ଚିତ ହୋଇଛି ।…

ଯଦି ଆଜି ଲୋକସଭା ନିର୍ବାଚନ ହୁଏ ତେବେ କିଏ ଜିତିବ? ଆସନ୍ତୁ ଜାଣିବା ମୋଦୀଙ୍କ ପ୍ଲାନ ବିଷୟରେ..

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪କୁ ନେଇ ସମସ୍ତ ରାଜନୈତିକ ଦଳ ନିଜନିଜ ଭିତରେ ପ୍ରସ୍ତୁତି ଚଳାଇଛନ୍ତି । ଭାରତୀୟ ଜନତା ପାର୍ଟୀ ପୁର୍ନବାର ବହୁମତ ସହ ନିର୍ବାଚନ ଜିତିବ ବୋଲି ଦାବି କରିଆସିବା ସହ କଂଗ୍ରେସ ଭାରତ…

କେଉଁ ଆସନ ଚାହୁଁଛନ୍ତି କେସିଆର? ବିରୋଧୀଙ୍କ ବଳରେ ବଳିୟାନ ହେବାକୁ କରୁଛନ୍ତି ପ୍ରୟାସ

ଭୁବନେଶ୍ୱର:ନିର୍ବାଚନରେ ବିଜୟ ହେବା, ଆସନ ହାତେଇବା ଏହା ହେଉଛି ସମସ୍ତଙ୍କର ଆଶା । କିଛି ନେତା ବଳ ସାମର୍ଥ ଏକଜୁଟ କରି ଲଢ଼ିବାରେ ବିଶ୍ୱାସ କରନ୍ତି ଆଉ କିଛି ଏକାକି ଲଢ଼ନ୍ତି । କେନ୍ଦ୍ରରେ ଏବେ ଏନଡିଏ ସରକାରର ରହିଛି ।…

ଗଣତନ୍ତ୍ର ଦିବସ ଅବସରରେ ଆଜି ମୁକ୍ତ ହେବେ ୫୦ ଜଣ କଏଦୀ, କଣ ଜେଲରୁ ‘ମୁକ୍ତ’ ହେବେ କି ସିଦ୍ଧୁ ?

ନୂଆଦିଲ୍ଲୀ: ସଡକ ରାଗ ମାମଲାରେ ଜେଲ ଦଣ୍ଡ ଭୋଗୁଥିବା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କୁ ଆଜି ମୁକ୍ତ କରାଯିବ ବୋଲି ଶୁଣିବାକୁ ମିଳୁଛି । ତାଙ୍କ ମୁକ୍ତି ପାଇଁ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛି। ତାଙ୍କ ଗ୍ରହଣ…

BIG BREAKING: ୨୦୨୪ ନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିଲା ଶକ୍ତ ଝଟକା; ଦଳ ଛାଡିଲେ ୨ ଟାଣୁଆ ନେତା

ଭୁବନେଶ୍ୱର: ୨୦୨୪ ମସିହାରେ ସାଧାରଣ ନିର୍ବାଚନ ଥିବାବେଳେ ଏବେଠାରୁ ରାଜନୈତିକ ପାଣିପାଗ ରସଗରମ ରହିଛି । ବିଭିନ୍ନ ଦଳର ଦଳର ନେତାମାନେ ସେମାନଙ୍କ ପ୍ରସ୍ତୁତି ଆରମ୍ଭ କରିଛନ୍ତି । କିନ୍ତୁ ଏହାରି ମଧ୍ୟରେ ବିଜେପିକୁ ଏକ…

ବାଲାକୋଟ ଷ୍ଟ୍ରାଇକ ପରେ ଭାରତ ଉପରେ ନ୍ୟୁକ୍ଲିୟର ଆଟାକ କରିଥାନ୍ତା ପାକିସ୍ତାନ: ଆମେରିକା ପୂର୍ବତନ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ବୈଦେଶିକ ମନ୍ତ୍ରୀ ମାଇକ ପାମ୍ପିଓ ପାକିସ୍ତାନକୁ ନେଇ ଏକ ଦାବି କରିଛନ୍ତି । ତାଙ୍କ କହିବା ଅନୁସାରେ ସେ ୨୦୧୯ରେ ଭାରତ ଦ୍ୱାରା କରାଯାଇଥିବା ବାଲାକୋଟ ସର୍ଜିକାଲ ଷ୍ଟ୍ରାଇକ୍ ପରେ…

ପିଏମ ମୋଦୀଙ୍କ ଉପରେ ବିବିସି ଡକ୍ୟୁମେଣ୍ଟାରୀକୁ ନେଇ କାହିଁକି ଦେଖାଦେଇଛି ଉତ୍ତେଜନା? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବ୍ରିଟିଶ ନ୍ୟୁଜ୍ ଏଜେନ୍ସି ବିବିସିର ଡକ୍ୟୁମେଣ୍ଟାରୀ "India: The Modi Question" କୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ଏହି ପ୍ରସଙ୍ଗ ବର୍ତ୍ତମାନ…