Browsing Category
ରାଜନୀତି
ବାଜିଲା ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ବିଗୁଲ, ମେ ୩୧ ମତଦାନ
ଝାରସୁଗୁଡ଼ା: ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ବିଗୁଲ ବଜାଇଛନ୍ତି ନିର୍ବାଚନ କମିଶନ । ମେ ୩୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବା ନେଇ ସୂଚନା ଦେଇଛନ୍ତି ଆୟୋଗ । ଏନେଇ ବିଧିବଦ୍ଦ ବିଜ୍ଞପ୍ତି ମେ ୪ ତାରିଖରେ ପ୍ରକାଶ…
ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀଙ୍କୁ ଝଟକା, ବିଜେପିକୁ ସମର୍ଥନ କରିବେ ବିଜେଡି ଏବଂ ଓ୍ଵାଇଏସଆର !
ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି(ବିଜେପି) ବିରୋଧରେ ପ୍ରସ୍ତୁତିରେ ଜୁଟିଥିବା ବିରୋଧୀ ଦଳକୁ ଝଟକା ଲାଗିପାରେ। କାରଣ ଦୁଇ ଅଣ ବିଜେପିଶାସିତ ରାଜ୍ୟର ପାର୍ଟି କେନ୍ଦ୍ର ସରକାରଙ୍କ…
ନିଜେ ପାର୍ଟି ଗଠନ କରିବେ ପ୍ରଶାନ୍ତ କିଶୋର, ବିହାରରୁ କରିବେ ଶୁଭାରମ୍ଭ, ଟୁଇଟ୍ କରି ଦେଲେ ସଙ୍କେତ
ନୂଆଦିଲ୍ଲୀ: କଂଗ୍ରେସ ସହ ଆଲୋଚନା ବିଫଳ ହେବା ଏବଂ ଦଳରେ ସାମିଲ୍ ହେବା ପ୍ରସ୍ତାବକୁ ଅଗ୍ରାହ୍ୟ କରିବା ପରେ ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର ନିଜର ରାଜନୈତିକ ଭବିଷ୍ୟତକୁ ନେଇ ଗୁରୁତ୍ଵପୂର୍ଣ୍ଣ ଘୋଷଣା…
ପରୀ ଅପହରଣ, ମାହାଙ୍ଗା ଡବଲ ମର୍ଡର, ମମିତା ହତ୍ୟା, ରୋଷେୟା ମୃତ୍ୟୁ ଘଟଣାରେ ସମ୍ପୃକ୍ତ BJD ମନ୍ତ୍ରୀମାନଙ୍କୁ କେବେ ଗିରଫ କରାଯିବ: BJP
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ମାଡ଼ ମାରିବା ଅଭିଯୋଗରେ ଗତ ଶୁକ୍ରବାର ଦିନ ଗିରଫ ହୋଇଛନ୍ତି ଦେବଗଡ଼ ବିଧାୟକ ସୁବାଶ ପାଣିଗ୍ରାହୀ । ପରେ ବିଧାୟକଙ୍କୁ ବିଚାର ବିଭାଗୟୀ ହାଜତକୁ…
ରାଷ୍ଟ୍ରପତି ନିର୍ବାଚନ: ସମଦୂରତ୍ୱ ନୀତି ଆପଣେଇଲା ବିଜେଡ଼ି
ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ବିଜୁ ଜନତା ଦଳ କୌଣସି ପ୍ରକାର ରାଜନୈତିକ ମେଣ୍ଟରେ ସାମିଲ ନହୋଇ ନିଜର ସ୍ୱାଧୀନତା ବଜାୟ ରଖିବ ଏବଂ ଏକା ଚାଲିବାକୁ ପସନ୍ଦ କରିବ ବୋଲି ଦଳର ମୁଖ୍ୟ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ…
BJP, Congress ନା ତୃତୀୟ ସାମ୍ମୁଖ୍ୟ: ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ କରିବ BJD?
ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ମାସରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଏବେଠାରୁ ଅଙ୍କକଷା ଆରମ୍ଭ ହୋଇଗଲାଣି । ବର୍ତ୍ତମାନ କେନ୍ଦ୍ରରେ କ୍ଷମତାସୀନ…
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ: ଆଜି ସ୍ଥିତି ଅନୁଧ୍ୟାନ କରିବ ଏଏସ୍ଆଇ ଟିମ୍ ,ମେ’ ୭ରେ ହାଇକୋର୍ଟରେ ଦାଖଲ କରାଯିବ ସତ୍ୟପାଠ
ପୁରୀ, (ଭାସ୍କର ନ୍ୟୁଜ୍) : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଦିନକୁ ଦିନ ଘନୀଭୂତ ହେବାରେ ଲାଗିଛି । ଏଏସ୍ଆଇର ବିନା ଅନୁମତିରେ ଏହି ପ୍ରକଳ୍ପ କାର୍ଯ୍ୟ ଚାଲୁଥିବା ନେଇ ବିରୋଧୀ ଅଭିଯୋଗ କରୁଥିବା ବେଳେ…
ବିଜୁଳି ସଙ୍କଟକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି ପ୍ରଶ୍ନ କଲେ ରାହୁଲ ଗାନ୍ଧୀ, ଏହି ବିଫଳତା ପାଇଁ ଦାୟୀ କିଏ?
ନୂଆଦିଲ୍ଲୀ: ସାରା ଦେଶରେ ପ୍ରଚଣ୍ଡ ଗରମ ଲାଗି ରହିଛି । ଏଭଳି ସମୟରେ ଦେଶରେ କୋଇଲା ଅଭାବରୁ ବିଜୁଳି ସଙ୍କଟ ଦେଖା ଦେଇଛି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି ପୁର୍ବତ୍ତନ କଂଗ୍ରେସ…
ତୃତୀୟ ସାମୁଖ୍ୟର ବିଜୟ ଅସମ୍ଭବ: ଜାଣନ୍ତୁ କାହିଁକି ଏମିତି କହିଲେ ପ୍ରଶାନ୍ତ କିଶୋର
ନୂଆଦିଲ୍ଲୀ: ନିର୍ବାଚନ ରଣନୀତିକାର ଭାବରେ ପ୍ରସିଦ୍ଧି ଅର୍ଜନ କରିଥିବା ପ୍ରଶାନ୍ତ କିଶୋର ତୃତୀୟ ସାମ୍ମୁଖ୍ୟକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି । କୌଣସି ତୃତୀୟ ସାମ୍ମୁଖ୍ୟ ଦେଶରେ ନିର୍ବାଚନ ଜିତି ପାରିବ ନାହିଁ । ଯଦି…
ବିଜୁଳି ସଙ୍କଟ ନେଇ କେନ୍ଦ୍ର ସରକାରଙ୍କୁ ପି ଚିଦାମ୍ବରମଙ୍କ ଆକ୍ଷେପ, ‘ମୋଦୀ ହେ ତୋ ମୁମକିନ ହେ’
ନୂଆଦିଲ୍ଲୀ: ଦେଶ ସାରା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ବିଦ୍ୟୁତ ସଙ୍କଟ ଲୋକଙ୍କ ଜୀବନକୁ ଦୁର୍ବିସହ କରି ଦେଇଛି। ଦେଶର ଅନେକ ରାଜ୍ୟରେ ଅଘୋଷିତ ବିଜୁଳିକାଟ କରାଯାଉଛି। ବ୍ୟାପକ ବିଜୁଳିକାଟ ପ୍ରସଙ୍ଗକୁ ନେଇ କଂଗ୍ରେସର…