Browsing Category
ରାଜନୀତି
ପଶ୍ଚିମବଙ୍ଗ ଉପନିର୍ବାଚନ: ବିଜେପି ଧରାଶାୟୀ, ଦୁଇ ଲକ୍ଷରୁ ଅଧିକ ଭୋଟରେ ଜିତିଲେ ଶତ୍ରୁଘ୍ନ
ନୂଆଦିଲ୍ଲୀ: ଆଜିର ଦେଶର ୪ଟି ରାଜ୍ୟର ଗୋଟିଏ ଲୋକସଭା ଓ ୪ଟି ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ପଶ୍ଚିମବଙ୍ଗ ଉପନିର୍ବାଚନରେ ତୃଣମୂଳ କଂଗ୍ରେସ (ଟିଏମସି)ର ଯାଦୁ ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ଭାରତୀୟ…
ଭଗବାନ ହନୁମାନଙ୍କ ୧୦୮ ଫୁଟ୍ ଉଚ୍ଚର ମୂର୍ତ୍ତି ଲୋକାର୍ପଣ କଲେ ପିଏମ ମୋଦୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ହନୁମାନ ଜୟନ୍ତୀ ଅବସରରେ ଗୁଜରାଟର ମୋରବିରେ ନିର୍ମିତ ୧୦୮ ଫୁଟ୍ ଉଚ୍ଚର ଭଗବାନ ହନୁମାନଙ୍କ ମୂର୍ତ୍ତିର ଅନାବରଣ କରିଛନ୍ତି। ଏହା ଭଗବାନ ହନୁମାନଙ୍କ…
କଂଗ୍ରେସରେ ମିଶିବେ କି ପ୍ରଶାନ୍ତ କିଶୋର ? ଦିଲ୍ଲୀରେ ସୋନିଆ ଓ ରାହୁଲଙ୍କ ସହିତ ଚାଲିଛି ବୈଠକ
ନୂଆଦିଲ୍ଲୀ : ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର କଂଗ୍ରେସ ପାର୍ଟିରେ ଯୋଗ ଦେବା ନେଇ ପୁଣି ଥରେ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି। ପାର୍ଟିର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ…
ଉପ ନିର୍ବାଚନରେ ବିଜେପିକୁ ଝଟକା: ଆରଜେଡି, ଟିଏମସି ଏବଂ କଂଗ୍ରେସ ଫାଇଦାରେ
ନୂଆଦିଲ୍ଲୀ: ଫଶ୍ଚିମବଙ୍ଗର ଆସନସୋଲ ଲୋକସଭା ଏବଂ ଚାରି ବିଧାନସଭା ଆସନରେ ହୋଇଥିବା ଉପ ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ବଡ ଝଟକା ଲାଗିଛି। ସେହି ପରି ବିହାରର ବୋଚହାନ ଆସନରେ ପ୍ରତିଦ୍ଵନ୍ଦ୍ଵୀ ଆରଜେଡି…
କଂଗ୍ରେସ ଛାଡିବେ ଅସନ୍ତୁଷ୍ଟ ହାର୍ଦ୍ଦିକ ପଟେଲ ? ଏମିତି ଜବାବ ଦେଲେ ପାଟିଦାର ନେତା, କହିଲେ…
ନୂଆଦିଲ୍ଲୀ: କଣ ନିଜ ଦଳ ପ୍ରତି ଅସନ୍ତୁଷ୍ଟ ଅଛନ୍ତି ଗୁଜରାଟ କଂଗ୍ରେସର କାର୍ୟ୍ୟକାରୀ ଅଧ୍ୟକ୍ଷ ହାର୍ଦ୍ଦିକ ପଟେଲ। ସେ ଦଳ ଛାଡୁଥିବା ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ତେବେ ଏହାକୁ ଖଣ୍ଡନ କରିଛନ୍ତି ହାର୍ଦ୍ଦିକ ପଟେଲ।…
ଅଖିଳେଶ ଯାଦବଙ୍କ ବଡ଼ ବୟାନ: କହିଲେ ଇଂରେଜଙ୍କ ପରି ଦେଶକୁ ବାଣ୍ଟୁଛି ଭାଜପା, ବିପଦରେ ଗଣତନ୍ତ୍ର
ଲକ୍ଷ୍ନୌ: ସମାଜବାଦୀ ପାର୍ଟୀ ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର ମୈନପୁରୀ ସମୀକ୍ଷା କରିବାକୁ ପହଞ୍ଚିଥିଲେ । ଏହି ଅବସରରେ ସେ ଦଳୀୟ କାର୍ଯ୍ୟକର୍ତ୍ତାକୁ ପରାମର୍ଶ ଦେବା ସହ ୟୁପିରେ ଭାଜପା ସରକାରଙ୍କ ଉପରେ ବଷିଛନ୍ତି ।…
ପିସିସି ସଭାପତି ନିର୍ବାଚନକୁ ନେଇ ନିରଞ୍ଜନଙ୍କ ପ୍ରତିକ୍ରିୟା: ଖରାପ୍ ଲୋକ ଦିଅନ୍ତି ଖରାପ ମେସେଜ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଥରେ ରାଜ୍ୟ କଂଗ୍ରେସରେ ଚର୍ଚ୍ଚା । ସଭାପତି ପଦକୁ ନେଇ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ । ପିସିସି ସଭାପତି ପଯରିବର୍ତ୍ତନ ନେଇ ଖବର ଜୋର ଧରିବା…
କିଏ ହେବ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ? ଏହି ଅନଲାଇନ ଟୁଲ୍ ବ୍ୟବହାର କରିବ ପାର୍ଟି
ନୂଆଦିଲ୍ଲୀ: ବଦଳୁଛି କଂଗ୍ରେସ ପାର୍ଟିର ଆଭିମୁଖ୍ୟ। ସଂଗଠନ କେମିତି ମଜବୁତ ହେବ ଏବଂ ସାଂଗଠନିକ ନିର୍ବାଚନ କେମିତି ହେବ ? କିଏ ହେବ ଦଳର ପରବର୍ତ୍ତୀ ଅଧ୍ୟକ୍ଷ ? ସେ ନେଇ ନୂତନ ଜ୍ଞାନ କୌଶଳର ସାହାରା ନେଉଛି କଂଗ୍ରେସ।…
ରାଜଧାନୀ ପ୍ରତିଷ୍ଠା ଦିବସରେ ମିଳିଲାନି ଡାକରା: ଟ୍ୱିଟ କରି କ୍ଷୋଭ ପ୍ରକାଶ କଲେ ଅପରାଜିତା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ପ୍ରତିଷ୍ଠା ଦିବସକୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ମିଳିନାହିଁ ଆମନ୍ତ୍ରଣ । ୭୪ ତମ ପ୍ରତିଷ୍ଠା ଦିବସକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅତ୍ୟନ୍ତ ଭବ୍ୟ ଆକାରରେ ମନା…
ଚାଉଳ ଓ ଗହମ ଯୋଗାଣ ପ୍ରସଙ୍ଗ: ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଲେ କେନ୍ଦ୍ର ସରକାର ଆପଣାଉଛନ୍ତି ଦୋମୁହାଁ ନୀତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ସରଗରମ ହେଲା ଚାଉଳ ରାଜନୀତି । ରାଜ୍ୟକୁ ଗହମ ବଦଳରେ ୧୦୦ ପ୍ରତିଶତ ଚାଉଳ ଯୋଗାଇଦେବାକୁ କେନ୍ଦ୍ରକୁ ଚିଠି ଲେଖିଲା ଯୋଗାଣ ବିଭାଗ । ମଙ୍ଗଳବାର ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର…