Browsing Category

ରାଜନୀତି

ପଶୁ ଚୋରା ଚାଲାଣ ମାମଲା: ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କୁ ଘରୁ ଉଠାଆଣିଲା ସିବିଆଇ

କୋଲକାତା : ପଶୁ ଚୋରା ଚାଲାଣ ମାମଲାରେ ଏକ ବଡ ପଦକ୍ଷେପ ନେଇ ସିବିଆଇ ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କୁ ଗିରଫ କରିଛି । ଗୁରୁବାର ଦିନ ସିବିଆଇ ଟିମ୍‌ ଅନୁବ୍ରତ ମଣ୍ଡଳଙ୍କ ଘରେ ପହଞ୍ଚିଥିଲା । ୨୦୨୦ ମସିହାରେ ପଶୁ…

୨୦୨୪ ମେଗା ଫାଇଟ୍: ମୋଦୀଙ୍କ ରଥକୁ ରୋକିବେ ୪ ବ୍ରହ୍ମାସ୍ତ୍ର, ରେସରେ ରାହୁଲ-ନୀତିଶ-ମମତା-କେଜ୍ରି

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନକୁ ଆଉ ପାଖାପାଖି ୨ ବର୍ଷ ସମୟ ରହିଛି । ତେବେ ଏହାକୁ ନେଇ ଦେଶର ପ୍ରମୁଖ ରାଜନୈତିକ ଦଳମାନେ ନିଜ ନିଜର ରଣନୀତି ଆରମ୍ଭ କରିସାରିଲେଣି । କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଫୋକସରେ ଓଡିଶା:ବିଜେପିଗଡ ହାତେଇବାକୁ ବିଜେପି କରୁଛି ଗୋଟି ପରିବର୍ତ୍ତନ

ଭୁବନେଶ୍ୱର: ରାଜ୍ୟ ରାଜନୀତି ଏବେ ସରଗରମ । ୨୦୨୪ ନିର୍ବଚାନ ପାଇଁ ବର୍ତ୍ତମାନ ବିଜେପି ତାଙ୍କର ଅଙ୍କ କଷା ଆରମ୍ଭ କରିଦେଇଛି । ଓଡିଶାରେ ସରକାର ଗଢ଼ିବୁ ବୋଲି ଶାହା ଯେଉଁ ଆହ୍ୱାନ ଦେଇଥିଲେ ଲାଗୁଛି ଏହାକୁ କାର୍ଯ୍ୟକାରୀ…

ଶୁଣିଲେ ନାହିଁ ସିବିଆଇର ସମନ, ଘରୁ ଟାଣିଆଣିଲା ସିବିଆଇ…

ପଶ୍ଚିମବଙ୍ଗ: ପୁଣି ବିବାଦରେ ମମତାଙ୍କ ଘନିଷ୍ଠବନ୍ଧୁ ତଥା ଟିଏମସି ବୀରଭୂମି ଜିଲ୍ଳାର ସଭାପତି ଅନୁବ୍ରତ ମଣ୍ଡଳ । ସମନ ଉପରେ ସମନ ମୋଟ ୧୦ ଟି ସିବିଆଇ ସମନ ଏଡାଇବା ପରେ ଆଜି ତାଙ୍କୁ ସିବିିଆଇ ତରଫରୁ ଗିରଫ କରାଯାଇଛି ।…

ଉପରାଷ୍ଟ୍ରପତି ଭାବେ ଶପଥନେଲେ ଜଗଦୀପ ଧନଖଡ଼

ନୂଆଦିଲ୍ଲୀ: ଦେଶର ୧୪ତମ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଲେ ଜଗଦୀପ ଧନଖଡ଼ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉପରାଷ୍ଟ୍ରପତି ତାଙ୍କର ଶପଥ ପାଠ କରାଇଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଆଜି ଉପରାଷ୍ଟ୍ରପତି ଭାବେ ଶପଥ ନେବେ “କିଷାନ ପୁତ୍ର” ଜଗଦୀପ ଧନଖଡ

ନୂଆଦିଲ୍ଲୀ:ଆଜି ଉପରାଷ୍ଟ୍ରପତି ଭାବେ ଶପଥ ନେବେ ଜଗଦୀପ ଧନଖଡ । ଧନଖଡ଼ ଆଜି ୧୨:୩୦ ରେ ଭାରତର ୧୪ ତମ ଉପରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ଶପଥ ଗ୍ରହଣ କରିବେ।…

‘ଯେତେ କଳା ଯାଦୁ କଲେ ମଧ୍ୟ ଜନତା ବିଶ୍ୱାସ କରିବେ ନାହିଁ’, କଂଗ୍ରେସ ନେତାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ କଟାକ୍ଷ

ନୂଆଦିଲ୍ଲୀ: ହରିୟାଣାର ପାନିପତଠାରେ ଜୈବିକ ଇନ୍ଧନ ପ୍ଲାଣ୍ଟ ଉଦଘାଟନ କରିଛନ୍ତି। ଏହି ସମୟରେ ସେ କଂଗ୍ରେସକୁ ଟାର୍ଗେଟ କରି କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ, କିଛି ଲୋକ ନକରାତ୍ମକ ଭାବନାରେ ଫସି ଯାଇଛନ୍ତି।…

୨୧ ଅଗଷ୍ଟରେ କଂଗେସ ଅଧ୍ୟକ୍ଷ ନିର୍ବାଚନ: ରାହୁଲ ଗାନ୍ଧୀ ପ୍ରାର୍ଥୀ ହେବେ ନା ନାହିଁ ସନ୍ଦେହ ଜାରି

ନୂଆଦିଲ୍ଲୀ: ପୁଣି ଥରେ କଂଗ୍ରେସ ସଭାପତି ନିର୍ବାଚନ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଖବର ଅନୁଯାୟୀ ଅଗଷ୍ଟ-ସେପ୍ଟେମ୍ବରରେ ଦେଶର ସର୍ବପୁରାତନ ପାର୍ଟୀକୁ ନୂଆ ସଭାପତି ମିଳିବ। ତେବେ ଦଳର ପୁର୍ବତ୍ତନ ସଭାପତି କିମ୍ବା…

ଶପଥ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କଲେ ନୀତୀଶ କୁମାର

ପାଟଣା: ଗତକାଲି ବିଜେପି ହାତ ଛାଡ଼ିବା ଇସ୍ତଫା ଦେଇଥିବା ନୀତୀଶ କୁମାର ଆଜି ଆରଜେଡି ହାତ ଧରି ସରକାର ଗଠନ କରିଛନ୍ତି। ଏହା ସହିତ ସେ ଅଷ୍ଟମ ଥର ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ କରିବା…

ସୁନୀଲ ବଂଶଲଙ୍କୁ ରାଜ୍ୟ BJPର ପ୍ରଭାରୀ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜେପି ନେତା ସୁନୀଲ ବଂଶଲଙ୍କୁ ରାଜ୍ୟ ବିଜେପିର ପ୍ରଭାରୀ ଦାୟିତ୍ୱ ମିଳିଛି । ସୁନୀଲଙ୍କୁ ଓଡ଼ିଶା ସହ ପଶ୍ଚିମବଙ୍ଗ ଓ ତେଲେଙ୍ଗାନା ପ୍ରଭାରୀ ଦାୟିତ୍ୱ ପ୍ରଦାନ କରାଯାଇଛି । ସୁନୀଲଙ୍କ…